୩ ଦିନ ହେବ ନିଖୋଜ ଥିଲେ ବ୍ୟବସାୟୀ, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ଛତିଆ,୧୬l୧(ଡି.ଏନ.ଏ.): ବଡ଼ଚଣା ବ୍ଲକ ଛତିଆ ଅଞ୍ଚଳର ଯୁବ ବ୍ୟବସାୟୀ ହିମାଂଶୁ ଦାସଙ୍କ ଝୁଲନ୍ତା ମୃତଦେହ କଟକ ଯାଜପୁର ସୀମାନ୍ତ ଜଙ୍ଗଲରୁ ଟାଙ୍ଗୀ ପୋଲିସ ଜବତ କରିଛି। ମୃତକ…

ଯକ୍ଷ୍ମା ରୋଗୀଙ୍କୁ ଔଷଧ ପହଞ୍ଚାଇଲା ଡ୍ରୋନ୍‌

ଡେରାଡୁନ,୧୬।୨: ଭାରତରେ ଡ୍ରୋନ୍‌ର ବ୍ୟବହାର ଦ୍ରୁତ ଗତିରେ ବଢି ଚାଲିଛି। ଡ୍ରୋନ ସାହାଯ୍ୟରେ ସ୍ବାସ୍ଥ୍ୟ ସେବାରେ ମଧ୍ୟ ଏକ ନୂତନ ବିପ୍ଳବ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ…

ବ୍ଲକ, ଏନ୍‌ଏସି ଅଫିସ ଆଗରେ ବିଜେଡିର ବିକ୍ଷୋଭ

ଭଞ୍ଜନଗର,୧୬।୨(ଡି.ଏନ.ଏ)-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ପରେ ହିତାଧିକାରୀଙ୍କ ୧୦ କେଜି ଚାଉଳରୁ ୫ କେଜି କଟିବା ପ୍ରତିବାଦରେ ଭଞ୍ଜନଗର ବ୍ଲକ ଓ ଏନ୍‌ଏସି ବିଜେଡି…

କୁନୋ ନ୍ୟାଶନାଲ ପାର୍କର ଚିତାଙ୍କୁ ମିଳିବେ ନୂଆ ବନ୍ଧୁ

ଭୋପାଳ,୧୬।୨: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ଥିବା ଚିତାଙ୍କ ପାଇଁ ଆଉ କେତେକ ନୂଆ ବନ୍ଧୁ ଆସିିବାକୁ ଯାଉଛି। ଭାରତରେ ବିଲୁପ୍ତ ହୋଇଥିବା ଚିତାକୁ ପୁନଃସ୍ଥାପିତ କରିବା…

ଗଜପତି ଜିଲା ବାଲ୍ୟବିବାହମୁକ୍ତ

ପାରଳାଖେମୁଣ୍ଡି, ୧୬ା୨(ଡି.ଏନ୍‌.ଏ): ଗଜପତି ଜିଲାକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି। ଜିଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତା, ଆରକ୍ଷୀ ଅଧୀକ୍ଷକ ସ୍ବାତୀ ଏସ. କୁମାର ଓ ଅତିରିକ୍ତ ଜିଲାପାଳ…

ଶେରଗଡ଼ ବିଜେଡିର ହରତାଳ

ଶେରଗଡ଼, ୧୬ା୨(ଡି.ଏନ.ଏ.): ଧାନ କିଣା ନୀତି ଓ ଚାଉଳ କାଟ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ରାସ୍ତାକୁ ଓହ୍ଲାଇଛି। ଏ ନେଇ ଗଞ୍ଜାମ ଜିଲା ଶେରଗଡ଼…

କ୍ରିକେଟରଙ୍କୁ ଆକ୍ରମଣ ମାମଲା: ମହିଳା ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ମୁମ୍ବାଇ,୧୬।୨: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗରେ ପୋଲିସ ଅଭିଯୁକ୍ତ ସପନା ଗିଲ ଗିରଫ ହୋଇଛନ୍ତି। ଗୁରୁବାର ଓଶିୱାଡା ପୋଲିସ ତାଙ୍କୁ ଗିରଫ…

ଚିଟ୍‌ଫଣ୍ଡ ଜମାକାରୀଙ୍କ ଆନ୍ଦୋଳନ

ଶେରଗଡ଼, ୧୬ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ତହସିଲ ସମ୍ମୁଖରେ ଗୁରୁବାର ଚିଟ୍‌ଫଣ୍ଡ ଜମାକାରୀମାନେ ଆନ୍ଦୋଳନ କରିଛନ୍ତି। ୫୦ରୁ ଅଧିକ ସାହାରା ଓ ଗୋଲ୍ଡଲ୍ୟାଣ୍ଡ କମ୍ପାନୀର ଜମାକାରୀ ଏହି…

ଦୋକାନ ତାଲା ଭାଙ୍ଗି ଟେକିନେଲେ କ୍ୟାଶ୍‌ ବାକ୍ସ

ବ୍ରଜରାଜନଗର,୧୬ା୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଆଜାଦ ଛକଠାରେ ଥିବା ଏକ ଭେରାଇଟି ଷ୍ଟୋରରୁ ଚୋରି ହୋଇଛି। ଏନେଇ ଦୋକାନ ମାଲିକ ଜଗବନ୍ଧୁ କବି ଥାନାରେ…

ବିନା ପରମିଟ୍‌ରେ ଯାତ୍ରା କରିବା ପଡିଲା ମହଙ୍ଗା: ୧୦ ହଜାର ଜରିମାନା

କୋରାପୁଟ,୧୬।୨(ସ୍ବ.ପ୍ର): କୋରାପୁଟ ଜିଲା ଦେଇ କେତେକ ଘରୋଇ ବସ୍‌ ବିନା ପରମିଟ୍‌ରେ ଯାଉଥିବା ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗକୁ ଭିତ୍ତି କରି ଗୁରୁବାର କୋରାପୁଟ ପରିବହନ ବିଭାଗ…