ମହିଳାଙ୍କ ପୋଷାକକୁ ନେଇ ଭାଜପା ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୮।୪: ଭାଜପା ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟଭର୍ଗିୟ ପ୍ରାୟତଃ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ହେଲେ ଏଥର ମହିଳାମାନଙ୍କ ପୋଷାକକୁ ନେଇ ଭାଜପା ନେତାଙ୍କ ବିବାଦୀୟ…

ଖଣି ଗଣ୍ଡଗୋଳକୁ ନେଇ ଖତକୁରବାହାଲ ଅଶାନ୍ତ

କୁତ୍ରା, ୮।୪(ଡି.ଏନ.ଏ.); ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁରବାହାଲସ୍ଥିତ ଜେଏସ୍‌ଡବ୍ଲ୍ୟୁ ଚୂନ ପଥର ଖଣିକୁ ନେଇ ଦୁଇଦିନ ହେଲାଣି ଖତକୁରବାହାଲ ଅଶାନ୍ତ ହୋଇପଡିଛି। ଗୁରୁବାର ଖଣି…

ଗୋରୁଙ୍କୁ ବ୍ୟାପୁଛି ଚର୍ମ ବିଣ୍ଡି ରୋଗ

ବୈପାରିଗୁଡା,୮।୪ (ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗୁଡା ଅଞ୍ଚଳରେ ଗୋରୁଙ୍କୁ ଚର୍ମବିଣ୍ଡି ରୋଗ ବ୍ୟାପୁଥିବା ଦେଖିବାକୁ ମିଳୁଛି। ତେବେ ଏପରି କ୍ଷେତ୍ରରେ ଭ୍ୟାକ୍ସିନ ନ ଥିବା କହି ପ୍ରାଣୀ…

ପାଇଲଟ ଡ୍ରେସରେ ସୁଖୋଇରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରତିଭା ପାଟିଲଙ୍କ ପରେ ଦ୍ୱିତୀୟ ମହିଳା ରାଷ୍ଟ୍ରପତି…

ଗୁଆହାଟି,୮।୪: ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ପାଇଲଟ ବେଶରେ ନଜର ଆସିଛନ୍ତି। ରାଷ୍ଟ୍ରପତି ମୁର୍ମୁ ତାଙ୍କର ପାରମ୍ପରିକ ପୋଷାକ ଶାଢି ସ୍ଥାନରେ ଏୟାରଫୋର୍ସ ପାଇଲଟଙ୍କ ପୋଷାକ…

ମହାକାଶରେ ପ୍ରଦୂଷଣ ଉପରେ ରଖାଯିବ ନଜର

ଓ୍ବାଶିଂଟନ,୮।୪: ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ(ନାସା) ଏମିତି ଏକ ଉପକରଣ ପ୍ରସ୍ତୁତ କରିଛି ଯାହା ବୈଜ୍ଞାନିକଙ୍କ ଦ୍ୱାରା ମହାକାଶରେ ବାୟୁର ଗୁଣବତ୍ତାର ନିରିକ୍ଷଣ କରିବାର ଉପାୟରେ…

ଏପ୍ରିଲ ୨୫ରେ କେରଳ ଯିବେ ମୋଦି, ଯୁବ ଅଭିଯାନରେ ହେବେ ସାମିଲ

ନୂଆଦିଲ୍ଲୀ,୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୫ରେ କେରଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ସେ କେରଳର କୋଚିରେ ଯୁବ ଅଭିଯାନରେ ଅଂଶଗ୍ରହଣ କରିବେ।…

୧ ଏକରରେ ହେବ ନୂତନ ଉପାସନା ସ୍ଥଳୀ

ଢେଙ୍କାନାଳ ଅଫିସ, ୮।୪: ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଢେଙ୍କାନାଳ ଜିଲା ଯୋରନ୍ଦା ମହିମାଗାଦି ନିକଟରେ କୌପୀନଧାରୀ ମହିମା ସମାଜ ସାଧୁସନ୍ଥଙ୍କ ପାଇଁ ନିର୍ମାଣ ହେବ ନୂତନ ଉପାସନା…

ଶରଦ ପାଓ୍ବାରଙ୍କ ବୟାନ ପରେ କଂଗ୍ରେସକୁ ଟାର୍ଗେଟ୍‌ କଲା ଭାଜପା

ନୂଆଦିଲ୍ଲୀ,୮।୪: ଏନ୍‌ସିପି ମୁଖ୍ୟ ଶରଦ ପାୱାର ଆଦାନୀ ଗ୍ରୁପ ବିବାଦ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି। ବିରୋଧୀ ଦାବି କରୁଥିବା ଯୁଗ୍ମ ସଂସଦୀୟ କମିଟି(ଜେପିସି) ତଦନ୍ତ…

ରେଲୱେର ଅବହେଳା ଦାୟୀ

ଛେଣ୍ଡିପଦା,୮।୪(ସ୍ବ.ପ୍ର.): ଅନୁଗୋଳ-ସମ୍ବଲପୁର ରେଳ ଲାଇନର ଜରପଡ଼ା ଗ୍ରାମ ନିକଟରେ ଗୁରୁବାର ରାତି ସାଢ଼େ ୯ଟାରେ ଟ୍ରେନ୍‌ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ପାଇଁ ରେଲଓ୍ବେର ଅବହେଳା ଦାୟୀ।…

ଷ୍ଟିପଲଚେଜ୍‌ ବିଶ୍ୱ ଚାମ୍ପିୟନ ଜେରୁଟୋ ବାସନ୍ଦ

ମୋନାକୋ,୮ା୪(ପି.ଟି.): ଷ୍ଟିପଲଚେଜ୍‌ରେ ବିଶ୍ୱ ଚାମ୍ପିୟନ କେନିଆ ଜନ୍ମିତ ନୋରା ଜେରୁଟୋଙ୍କୁ ଡୋପିଂ ଅଭିଯୋଗରେ ବାସନ୍ଦ କରାଯାଇଛି। କାଜାଖସ୍ତାନର ପ୍ରତିନିଧିତ୍ୱ କରୁଥିବା ନୋରା ଗତ ବର୍ଷ ୩୦୦୦ ମିଟର…