୩୪ ଦେଶରେ ସମଲିଙ୍ଗୀ ବିବାହକୁ ମିଳିଛି ସ୍ବୀକୃତି…

ଓ୍ବାଶିଂଟନ,୧୮।୪ : ଭାରତରେ ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ବଡ ବେଞ୍ଚରେ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ବ୍ୟତୀତ ଅନ୍ୟ ସମସ୍ତ ଆବେଦନ ଉପରେ…

ଏସଆରଏଚକୁ ୧୯୩ ରନର ବିଜୟ ଲକ୍ଷ୍ୟ ଦେଲା ଏମଆଇ…

ହାଇଦ୍ରାବାଦ,୧୮।୪ : ଆଇପିଏଲ ସିରିଜ ୧୬ର ୨୫ତମ ମ୍ୟାଚ ମଙ୍ଗଳବାର ସନ ରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ…

ମେ’ ୨୧ରେ ଓଜେଏସ୍‌-୨୦୨୨ ପ୍ରିଲିମନାରି ପରୀକ୍ଷା

କଟକ ଅଫିସ, ୧୮ା୪: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌)-୨୦୨୨ର ପ୍ରିଲିମନାରି ପରୀକ୍ଷା ଆସନ୍ତା ମେ’ ୨୧ରେ ଅନୁଷ୍ଠିତ ହେବ। ପୂର୍ବାହ୍ନ…

କରୋନା ମହାମାରୀର ପରିବର୍ତ୍ତନ ଚକ୍ରକୁ ଭାଙ୍ଗିବା ଜରୁରୀ: ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୪ : ଜି-୨୦ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଗୋଷ୍ଠୀର ଦ୍ୱିତୀୟ ବୈଠକର ଶେଷ ଅଧିବେଶନରେ ମଙ୍ଗଳବାର ଭାରତର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କରୋନାଭାଇରସ ପରିସ୍ଥିତି ବିରୋଧରେ ଦେଶର ଉଦ୍ୟମକୁ…

ଏଣିକି ଖରା ଛୁଟିରେ ପିଲା ପଢ଼ିବେ ପାଠ

ଭୁବନେଶ୍ୱର,୧୮।୪(ବ୍ୟୁରୋ) : ଚଳିତ ବର୍ଷଠାରୁ ଗ୍ରୀଷ୍ମକାଳୀନ ଛୁଟିରେ ମଧ୍ୟ ଛାତ୍ରୀଛାତ୍ରମାନେ ପାଠପଢ଼ିବେ। ପ୍ରଥମଥର ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅବକାଶକାଳୀନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ…

ମହିଳା ଆତଙ୍କବାଦୀ ସଂଗଠନ କରିବାକୁ ଚାହୁଁଛି ଆଇଏସଆଇ…

ଶ୍ରୀନଗର,୧୮।୪ : ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଜମ୍ମୁ-କଶ୍ମୀରରେ ଆତଙ୍କବାଦକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି। ଆତଙ୍କବାଦୀ ସଂଗଠନରେ ମିଳିତ ଭାବେ ରାଜ୍ୟରେ ମହିଳା ଓଭରଗ୍ରାଉଣ୍ଡ ଏବଂ…

ଛତିଶା ନିଯୋଗ ବୈଠକ: ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ପୁରୀ ଅଫିସ, ୧୮।୪ : ପୁରୀରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଆସନ୍ତା ୨୩ ତାରିଖ ପବିତ୍ର…

ମୋରବି ଝୁଲାପୋଲ ମାମଲା: ୧୪.୬୨ କୋଟି କ୍ଷତିପୂରଣ ଜମା କଲା ଓରେଭା ଗ୍ରୁପ୍‌…

ଅହମଦାବାଦ,୧୮।୪ : ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଓରେଭା ଗ୍ରୁପ ମୋରବି ଝୁଲାପୋଲ ଦୁର୍ଘଟଣାର ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ରାଶି ଜମା କରିଛି। ଓରେଭା ମଙ୍ଗଳବାର କାର୍ଯ୍ୟକାରୀ ମୁଖ୍ୟ…

ବିଧାୟକଙ୍କ ଗାଡି ଉପରକୁ ଗୁଳି ଚଳାଇଲେ ମାଓବାଦୀ

ମାଲକାନଗିରି, ୧୮ା୪(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜନ ପ୍ରତିନିଧିମାନଙ୍କୁ ଟାର୍ଗେଟ୍‌ କରି ମଙ୍ଗଳବାର ଆକ୍ରମଣ କରିଛନ୍ତି। ବିଜାପୁର ନିକଟସ୍ଥ ଗଙ୍ଗାଲୁର ହାଟକୁ…

ସଙ୍କଟରେ ବିରେନଙ୍କ ସରକାର: ଦିଲ୍ଲୀ ପହଞ୍ଚିଲେ ଅସନ୍ତୁଷ୍ଟ ଭାଜପା ବିଧାୟକ…

ଇମ୍ଫାଲ,୧୮।୪ : ମଣିପୁରରେ ଭାଜପା ସରକାରଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ଜଣେ ପରେ ଜଣେ ଦଳୀୟ ବିଧାୟକଙ୍କ ଇସ୍ତଫା ପରେ ବର୍ତ୍ତମାନ ଅସନ୍ତୁଷ୍ଟ ବିଧାୟକଙ୍କ ଦଳ ଦିଲ୍ଲୀ…