ଆଜି ରାଜ୍ୟବ୍ୟାପୀ ଶାନ୍ତି ଶୋଭାଯାତ୍ରା କରିବ ବିଜେଡି

ଭୁବନେଶ୍ବର,୧୯।୪(ବ୍ୟୁରୋ): ଯେତେବେଳେ ସମ୍ବଲପୁରରେ ଶାନ୍ତି ଫେରୁଛି, ସେତିକିବେଳେ ରାଜ୍ୟ ଭାଜପା କେବଳ ରାଜନୈତିକ ଫାଇଦା ହାସଲ କରିବା ପାଇଁ ଲୋକଙ୍କୁ ହିଂସା କରିବାକୁ ଉସୁକାଇବାର ଉଦ୍ୟମ କରିବା…

ଆଲିଆ ମାଲାବାରର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ,୧୯।୪: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଯୁକ୍ତ୍‌ ହୋଇଛନ୍ତି। ୨୦୧୨ରେ ବଲିଉଡ୍‌ରେ…

ଆଜି ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ଅଫିସ,୧୯।୪: ବୈଶାଖ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶୃଙ୍ଗାର ବା ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀବିଗ୍ରହମାନଙ୍କ…

ଏଏସ୍‌ବିଏମ୍‌ରେ ଗବେଷଣାତ୍ମକ ସ୍ନାତକ ପାଠ୍ୟକ୍ରମ

ଭୁବନେଶ୍ୱର,୧୯।୪: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚଳିତ ଶିକ୍ଷାବର୍ଷ (୨୦୨୩-୨୪ ବର୍ଷ) ଠାରୁ ନୂତନ ଶିକ୍ଷା ତଥା ଗବେଷଣାତ୍ମକ ସ୍ନାତକ ପାଠ୍ୟକ୍ରମର ଶୁଭାରମ୍ଭ…

ମୁମ୍ବାଇରେ ଆପଲ୍‌ର ପ୍ରଥମ ରିଟେଲ ଷ୍ଟୋର

ମୁମ୍ବାଇ,୧୯।୪: ପ୍ରିମିୟମ ସ୍ମାର୍ଟଫୋନ ତଥା ଆଇ ଫୋନ ନିର୍ମାତା ଆପଲ’ର ପ୍ରଥମ ରିଟେଲ ଷ୍ଟୋର ମଙ୍ଗଳବାର ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି) ସ୍ଥିତ ଜିଓ ଓ୍ବାଲର୍ଡ…

ଆକର୍ଷଣୀୟ ଅକ୍ଷୟ ତୃତୀୟା ଅଫର

ଭୁବନେଶ୍ୱର,୧୯।୪: ରାଜ୍ୟର ପ୍ରମୁଖ ରୂପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାର ପକ୍ଷରୁ ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଆକର୍ଷଣୀୟ ଅକ୍ଷୟ ତୃତୀୟା ଅଫର ସମ୍ପର୍କରେ ଘୋଷଣା…

ନିସ୍‌କୁ ଶ୍ରେଷ୍ଠ ଘରୋଇ ଶିକ୍ଷାନୁଷ୍ଠାନର ସମ୍ମାନ

ଭୁବନେଶ୍ୱର,୧୯।୪: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ନିସ୍‌କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷ କରି ଶିକ୍ଷା ଓ ସମାଜ ସେବା କ୍ଷେତ୍ରରେ…

ଜିଓ ସିନେମାରେ ରେକର୍ଡ ସଂଖ୍ୟକ ଦର୍ଶକ

ନୂଆଦିଲ୍ଲୀ,୧୯।୪: ରିଲାଏନ୍ସ ଜିଓର ପ୍ରମୁଖ ପ୍ଲାଟଫର୍ମ ଜିଓ ସିନେମାରେ ଚଳିତ ବର୍ଷର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସିଧା ପ୍ରସାରଣ କରାଯାଉଛି। ଏପରିକି ଜିଓ ସିନେମାରେ ମ୍ୟାଚ୍‌…

ରାଉରକେଲାରେ କଲ୍ୟାଣ ଜୁଏଲର୍ସ ଉଦ୍‌ଘାଟିତ

ଭୁବନେଶ୍ୱର/ରାଉରକେଲା ଅଫିସ,୧୯।୪: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ଓଡ଼ିିଶା ୟୁନିଟ୍‌ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ରାଉରକେଲା ସିଭିଲ ଟାଉନଶିପ…

ଆଜି ଖସିବ ନାସା ସାଟେଲାଇଟ୍‌

ଓ୍ବାଶିଂଟନ୍‌,୧୯।୪: ନାସାର ଏକ ଅଚଳ ଉପଗ୍ରହ ବୁଧବାର ପୃଥିବୀପୃଷ୍ଠକୁ ଖସିବା ନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ସତର୍କ କରାଯାଇଛି। ୬୦୦ ପାଉଣ୍ଡ (୨୭୨ କିଲୋଗ୍ରାମରୁ…