ନୟାଗଡ଼ରେ ପହଞ୍ଚିଲା ୪୮୦୦ ଇଭିଏମ୍‌

ନୟାଗଡ଼ ଅଫିିସ,୨୦ା୪: ନିର୍ବାଚନକୁ ବର୍ଷେ ଥିବା ବେଳେ ନୟାଗଡ଼ରେ ପହଞ୍ଚିଛି ଇଭିଏମ୍‌ ମେଶିନ। ୪ଟି କଣ୍ଟେନରେ ପ୍ରାୟ ୪ ହଜାର ୮ଶହ ଇଭିଏମ୍‌ ଏବଂ ଅନ୍ୟାନ୍ୟ ନିର୍ବାଚନ…

ବିଦେଶରେ ବି ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକ, ପର୍ବତ ଶିଖରରେ ଉଡ଼ାଇଲେ ପତାକା

ପ୍ରଶଂସକଙ୍କ ବିନା ଆଇପିଏଲ ଅସମ୍ପୂର୍ଣ୍ଣ ଅଟେ। ପ୍ରତ୍ୟେକ ଫ୍ରାଞ୍ଚାଇଜ ଫଲୋ କରୁଥିବା ପ୍ରଶଂସକ ଏତେ ଅଧିକ ଯେ, ଲୋକମାନେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିବାକୁ କିଛି ବି…

କ୍ଷେତ୍ର ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ

କେନ୍ଦୁଝର, ୨୦।୪(ସ୍ବ.ପ୍ର.) ଓଡିଶା ସରକାରଙ୍କ ଗ୍ରାମ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଜି.ଏସ୍‌.ଟି. କମିଶନର ସଞ୍ଜୟ କୁମାର…

ନରୋଡା ହିଂସା ମାମଲାରେ ମାୟା କୋଡନାନୀ, ବାବୁ ବଜରଙ୍ଗି ସମେତ ସମସ୍ତ ୬୯ ଅଭିଯୁକ୍ତ ମୁକ୍ତ, ୧୧ ଜଣଙ୍କର ହୋଇଥିଲା ମୃତ୍ୟୁ

ଗାନ୍ଧିନଗର,୨୦।୪: ନରୋଡା ହିଂସା ମାମଲାରେ ପୂର୍ବତନ ମନ୍ତ୍ରୀ ମାୟା କୋଡନାନୀ, ବାବୁ ବଜରଙ୍ଗି, ଜୟଦୀପ ପଟେଲ ସମେତ ୬୯ ଅଭିଯୁକ୍ତ ମୁକ୍ତ ହୋଇଛନ୍ତି। ଏହି ହତ୍ୟାକାଣ୍ଡରେ ୧୧…

ଗ୍ରାଉଣ୍ଡ ଜିରୋରୁ ସ୍ଥିତି ଅନୁଧ୍ୟାନ କଲେ ଉପଜିଲାପାଳ

ଆନନ୍ଦପୁର,୨୦ା୪(ସ୍ବ.ପ୍ର.): ଆନନ୍ଦପୁର ପୌରାଞ୍ଚଳରେ ପାନୀୟ ଜଳ ସଙ୍କଟ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ୧୬ଟି ଓ୍ବାର୍ଡ ମଧ୍ୟରୁ କେତେକ ଓ୍ବାର୍ଡରେ ପରିସ୍ଥିତି ସଙ୍ଗୀନ ହୋଇଛି। ଅସହ୍ୟ ତାତି ସାଙ୍ଗକୁ…

ଧୋନୀ ନୁହନ୍ତି କି ରୋହିତ, ଏହି ଖେଳାଳିଙ୍କୁ ଶ୍ରେଷ୍ଠ କହିଲେ କୋହଲି

ଆରସିବି ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କର ଗୋଟିଏ ବିବୃତ୍ତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଅନେକ ଭେଟେରାନ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କୁ ଆଇପିଏଲର ‘GOAT’…

ଜନସଂଖ୍ୟାରେ ଚାଇନା ଠାରୁ ଟପିଲେ ମଧ୍ୟ ବେରୋଜଗାରୀରେ ପଛରେ ଅଛି: କପିଲ ସିବଲ

ନୂଆଦିଲ୍ଲୀ, ୨୦।୪: ଭାରତ ଚାଇନାକୁ ପଛରେ ପକାଇ ଏବେ ବିଶ୍ୱର ଜନବହୁଳ ଦେଶ ଭାବେ ପରିଗଣିତ ହୋଇଛି। ତେବେ ଏ ନେଇ ବରିଷ୍ଠ ଆଇନଜୀବୀ କପିଲ ସିବଲ…

ଅକ୍ଟୋବରରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି-ରାଘବ

ନୂଆଦିଲ୍ଲୀ/ମୁମ୍ବାଇ,୨୦।୪: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଘରେ ଖୁବ୍‌ଶୀଘ୍ର ଶେହନାଇ ବାଜିବାକୁ ଯାଉଛି। ମିଳିଥିବା ରିପୋର୍ଟ ଅନୁସାରେ ଏଏପି ଏମ୍‌ପି ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରା…

ପୁଣିଥରେ ’ଅତିକ-ଅଶରଫ’ଙ୍କୁ ହେଲା ଗୁଳି

ପ୍ରୟାଗରାଜ,୨୦।୪: ମାଫିଆ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫ ଅହମଦଙ୍କ ହତ୍ୟା ଘଟଣାରେ ଯାଞ୍ଚ କମିଟି ପ୍ରତିଟି ଦିଗରୁ ଯାଞ୍ଚ କରୁଛି। ଏବେ ୧୫ ଏପ୍ରିଲ…

ବାରିପଦା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ଆସନ୍ତା ମେ’ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦା ଆସିବେ। ମେ’ ୯ରେ ବାରିପଦା ଏମ୍‌ଏସ୍‌ସିବି ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।…