ମହଙ୍ଗା ମାଡରେ ଅସ୍ତବ୍ୟସ୍ତ ନେପାଳବାସୀ, ପ୍ରଶ୍ନ ଘେରରେ ସରକାର

କାଠମାଣ୍ଡୁ,୨୧।୪: ନେପାଳରେ ଦରଦାମ ବୃଦ୍ଧିକୁ କାବୁକୁ ଆଣିବାରେ ନେପାଳ ସରକାର ବିଫଳ ହୋଇଛନ୍ତି। ଗତକିଛିଦିନ ହେବ ଆସିଥିବା ସଂଖ୍ୟା ଏହା ସ୍ପଷ୍ଟ କରିଛି। ଏବେ ଏହାକୁ ନେଇ…

ଇସ୍ତଫା ଦେଲେ ବ୍ରିଟେନର ଉପ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୧।୪: ବ୍ରିଟେନର ଉପ ପ୍ରଧାନମନ୍ତ୍ରୀ ଡୋମିନିକ ରାବ ଶୁକ୍ରବାର ଦିନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ସମସ୍ତଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗରେ ତାଙ୍କ ଉପରେ…

ମୋଦି ଡାକିଲେ ଉଚ୍ଚ ସ୍ତରୀୟ ବୈଠକ, ସୁଦାନରେ ଫସିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ହେଲା ସମିକ୍ଷା

ନୂଆଦିଲ୍ଲୀ,୨୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ ଯୁଦ୍ଧ ପ୍ରଭାବିତ ସୁଦାନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ସମିକ୍ଷା କରିବାକୁ ଶୁକ୍ରବାର ଏକ ଉଚ୍ଚ ସ୍ତରୀୟ ବୈଠକ…

ବ୍ରିଟିଶ ଖବରଦାତାଙ୍କୁ ସମୋସା ଖାଇବା ଶିଖାଇଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ ଆକ୍ଟ୍ରେସ୍‌ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଗ୍ଲାମରକୁ ନେଇ ଆଜିବି ନୂଆ ଅଭିନେତ୍ରୀଙ୍କୁ ମାତ ଦେଉଛନ୍ତି। ୪୯ ବର୍ଷିୟା ଐଶ୍ୱର୍ଯ୍ୟା ତାଙ୍କ କ୍ୟାରିୟର ମଡଲିଂରୁ…

ପ୍ରକାଶ ସିଂ ବାଦଲ ଗୁରୁତର

ଚଣ୍ଡିଗଡ଼,୨୧।୪: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଜେନରାଲ…

କରନ ଜୋହରଙ୍କ ମୁଭିରେ ନଜର ଆସିବେ ସଲମାନ!

ମୁମ୍ବାଇ: ବଲିଉଡ ମୁଭି ‘କିସି କା ଭାଇ କିସି କି ଜାନ’କୁ ନେଇ ଚର୍ଚ୍ଚାରେ ଥିବା ଅଭିନେତା ସଲମାନ ଖାଁ ତାଙ୍କ ଆଗାମୀ ପ୍ରୋଜେକ୍ଟକୁ ନେଇ ପୁଣି…

ଟୁଇଟର ଭାଇ, ଟଙ୍କା ଦେଇ ସାରିଛି ଏବେ ବ୍ଲୁ ଟିକ୍‌ ଫେରାଇ ଦିଅନ୍ତୁ: ଅମିତାଭ ବଚ୍ଚନଙ୍କ ମଜାଦାର ପୋଷ୍ଟ

ମୁମ୍ବାଇ,୨୧।୪: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର ଶୁକ୍ରବାର ଅନାଦାୟ ଆକାଉଣ୍ଟଗୁଡିକର ବ୍ଲୁ ଟିକ୍‌ କାଟି ଦେଇଛି। ସେହି ଆକାଉଣ୍ଟଗୁଡିକ ମଧ୍ୟରେ ବହୁତ ସେଲିବ୍ରେଟିଙ୍କ ଟୁଇଟର ଆକାଉଣ୍ଟ ରହିଛି। ଏ…

ରାଶିଫଳ: ଶନିବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆପଣାର ଲୋକଙ୍କ ପାଇଁ କାମକୁ ସହଜରେ କରିବା ଲାଗି ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ। ଅନ୍ୟମନସ୍କ ଯୋଗୁ କୌଣସି ଭୁଲ୍‌ କାମ କରି ଅନୁତପ୍ତ…

ଗୋଧ୍ରା ଟ୍ରେନରେ ନିଆଁ ଲଗାଇବା ମାମଲା: ୮ ଦୋଷୀଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୪: ଗୁଜରାଟ ଗୋଧ୍ରାରେ ସାବରମତି ଏକ୍ସପ୍ରେସରେ ନିଆଁ ଲଗାଇବା ମାମଲାରେ ସୁପ୍ରିମକୋର୍ଟ ୮ଜଣ ଦୋଷୀଙ୍କୁ ଜାମିନ ଦେଇଛନ୍ତି। ସବୁ ଦୋଷୀ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ଏହାପୂର୍ବରୁ ସୁପ୍ରିମକୋର୍ଟ…

‘ଶହୀଦ ଯବାନଙ୍କ ପ୍ରତିଶୋଧ ନିଅ ମୋଦି ସରକାର’, ପୁଞ୍ଛ ଆକ୍ରମଣକୁ ନେଇ ରାଗିଲା ଶିବସେନା-ବିଲାଓ୍ବଲଙ୍କ ଭାରତ ଗସ୍ତକୁ ବିରୋଧ

ମୁମ୍ବାଇ,୨୧।୪: ଜମ୍ମୁ-କଶ୍ମୀରକୁ ଲାଗି ରହିଥିବା ପୁଞ୍ଛ ଜିଲାର ଭିମ୍ବର ଗଳି ଅଞ୍ଚଳରେ ଗୁରୁବାର ୨୦ ଏପ୍ରିଲରେ ଏକ ସେନା ଗାଡି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଫଳରେ…