କରିନାଙ୍କ ପାଇଁ ବ୍ରେକଫାଷ୍ଟ ପରସିଲେ ଜେହ

ମୁମ୍ବାଇ: ଅଭିନେତ୍ରୀ କରିନା କପୁର ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଅନେକ ସମୟରେ ସେ ତାଙ୍କର ଆକ୍ଟିଭିଟିଜ ସହ ଫ୍ୟାମିଲି ପିକ୍ଚର୍ସ ସୋସିଆଲ ମିଡିଆରେ ଶେୟାର କରିଥାଆନ୍ତି।…

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ପୂର୍ବରୁ ଭାଜପା କାର୍ଯ୍ୟାଳୟରେ ଏକ ଧମକପୂର୍ଣ୍ଣ…

ବିଶ୍ୱର ଅଦ୍ଭୁତ ଭିଡିଓ ଜାରି କଲା ନାସା

ଓ୍ବାଶିଂଟନ,୨୩ା୪: ବ୍ରହ୍ମାଣ୍ଡ ବିଷୟରେ ଜାଣିବା, ବୁଝିବା ଏବଂ ପଢ଼ିବା ଏକ ରହସ୍ୟ ଆବିଷ୍କାର କରିବା ପରି। ନାସାର ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲ ହେଉଛି ଯେଉଁମାନେ ରହସ୍ୟ ଭିତରକୁ ଗଭୀର…

ଭାରତ ଯାତ୍ରା ପୂର୍ବରୁ ହୋମୱାର୍କ କରିବା ଆବଶ୍ୟକ: ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୩।୪: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଆସନ୍ତା ମାସରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଗସ୍ତ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଜଣାପଡିଛି।…

ଝିଅ ପାଇଁ ଇଟାଲୀରୁ ବିଶେଷ ଉପହାର ଆଣିଲେ ପ୍ରିୟଙ୍କା-ନିକ

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ ଜୋନାସ ଅନେକ ସମୟରେ କିଛି ନା କିଛି କାରଣକୁ ନେଇ ଥାଆନ୍ତି ଚର୍ଚ୍ଚାରେ।…

ବିଜେବି କଲେଜରେ ପଶି ହାଣିବା ଘଟଣା: ୪ ଗିରଫ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ବିଜେବି କଲେଜ କ୍ୟାମ୍ପସରେ ପଶି କିଛି ଅଣଛାତ୍ର ଆତଙ୍କରାଜ ଘଟାଇଥିଲେ। ତେବେ ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ରବିବାର ଗିରଫ କରିଛି। ସେମାନଙ୍କଠାରୁ…

ସେନା ଶିବିର ନିକଟରେ କାର ବୋମା ବିସ୍ଫୋରଣ: ୧୦ ମୃତ…

ବମାକୋ,୨୩।୪ : କେନ୍ଦ୍ରୀୟ ମାଲିର ଏକ ସାମରିକ ବେସ ନିକଟରେ ହୋଇଥିବା ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ମାଲି…

ଆଇନ ଶୃଙ୍ଖଳାରେ ବାଧା ସୃଷ୍ଟି କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୩।୪: ‘ଓ୍ବାରିସ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂ ଗିରଫ ହେବା ପରଠାରୁ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇତିମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ…

ଜାପାନରେ ପ୍ରଥମଥର ପାଇଁ ଗର୍ଭପାତ ଔଷଧକୁ ମିଳିଲା ମଞ୍ଜୁରୀ

ଟୋକିଓ,୨୩।୪: ଜାପାନରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ୟାନେଲ ଦେଶରେ ପ୍ରଥମ ଥର ପାଇଁ ଗର୍ଭପାତ ଔଷଧକୁ ଅନୁମୋଦନ କରିଛି। ଜାପାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଜାପାନର ପ୍ୟାନେଲ…

ରାଶିଫଳ: ସୋମବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ବନ୍ଧୁମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ। ସାହିତ୍ୟ, କଳାସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ପରିବାରରେ ନିଜ ଲୋକମାନଙ୍କ ପକ୍ଷପାତିତାକୁ ଦେଖି ବ୍ୟସ୍ତ…