ନାଶନାଲ ଟେକ୍ନୋଲୋଜି ଡେ’ରେ ପ୍ରଧାନମନ୍ତ୍ରୀ ମୋଦି କିଛି ବୈଜ୍ଞାନିକ ପରିଯୋଜନାର କଲେ ଶିଳାନ୍ୟାସ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଶନାଲ ଟେକ୍ନୋଲୋଜି ଡେ’ ଅବସରରେ କିଛି ବୈଜ୍ଞାନିକ ପରିଯୋଜନାର ଶିଳାନ୍ୟାସ କରିବା ସହ ସ୍ମାରକ ଡାକଟିକେଟ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି।…

‘ରାହୁଲଙ୍କ ଆଚରଣ ଦାୟିତ୍ୱହୀନ’

ନୂଆଦିଲ୍ଲୀ,୧୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବୁଧବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପୁରୁଷ ହଷ୍ଟେଲର ମୁଖ୍ୟଙ୍କ ଦ୍ୱାରା ନୋଟିସ୍‌ ପଠାଯାଇଛି। ମେ ୫ ଶୁକ୍ରବାର ଦିନ ରାହୁଲ…

ଶିବସେନା କାହାର: ପୁଣି ଲଟକିଲା ଫଇସଲା…

ନୂଆଦିଲ୍ଲୀ,୧୧।୫ : ମହାରାଷ୍ଟ୍ରର ଉଦ୍ଧବ ଠାକରେ ବନାମ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା କାହାର ମାମଲାରେ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଗୁରୁବାର ପୁଣି ଫଇସଲାକୁ ପୁଣି ଲଟକାଇଛନ୍ତି।…

କରାଚି ଶିପୟାର୍ଡରେ ଚାଇନା ନାଗରିକଙ୍କ ଉପରେ ଆକ୍ରମଣ ପାଇଁ ପହଞ୍ଚିଥିବା ବ୍ୟକ୍ତି ପୋଲିସ ଗୁଳିରେ ନିହତ

କରାଚି,୧୧।୫: ପାକିସ୍ତାନର ବନ୍ଦର ସହର କରାଚିରେ ଏକ ଶିପୟାର୍ଡରେ କାମ କରୁଥିବା ଚାଇନା ନାଗରିକଙ୍କ ଉପରେ ଆକ୍ରମଣ କରିବା ଯୋଜନା ପଣ୍ଡ ହୋଇଛି। ଆକ୍ରମଣକାରୀ ଶିପୟାର୍ଡରେ କାମ…

ଅଫିସରଙ୍କ ସ୍ଥାନାନ୍ତର ପୋଷ୍ଟିଂ ଦିଲ୍ଲୀ ସରକାରଙ୍କ ଅଧିକାର…

ନୂଆଦିଲ୍ଲୀ,୧୧।୫ : ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଅଧିକାରକୁ ନେଇ ବିବାଦ ଉପରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇ କହିଛନ୍ତି ଦିଲ୍ଲୀ ସରକାରଙ୍କୁ ଅଧିକାରୀଙ୍କ ପୋଷ୍ଟ…

କୈଳାସ ମାନସରୋବର ତୀର୍ଥଯାତ୍ରା ଖର୍ଚ୍ଚ ଦୁଇଗୁଣା: ‘ଘାସ କ୍ଷୟକ୍ଷତି ଚାର୍ଜ’ ୨୪ ହଜାର ଟଙ୍କାକୁ ବୃଦ୍ଧି କଲା ଚାଇନା…

ବେଜିଂ,୧୧।୫ : ତିନି ବର୍ଷ ବନ୍ଦ ହେବା ପରେ ଚାଇନ ସରକାର ନେପାଳ-ଚାଇନା ସୀମାରେ କୈଳାସ ମାନସରୋବର ତୀର୍ଥଯାତ୍ରା ପାଇଁ ଅନେକ ପଏଣ୍ଟ ଖୋଲିଛନ୍ତି। ତେବେ ନେପାଳର…

ଇମ୍ରାନଙ୍କ ଗିରଫ ପରେ ଦେଶରେ ଉପୁଜିଥିବା ହିଂସାକୁ ନେଇ ପାକ ସେନା କହିଲା, ଏହା ଦେଶର ଇତିହାସରେ କଳା ଅଧ୍ୟାୟ

ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାଁ ଗିରଫ ହେବା ପରେ ଦେଶରେ ହିଂସା ପରିସ୍ଥିତି ଉପୁଜିଛି। ପାକିସ୍ତାନର ପ୍ରତିଟି ସହରରେ…

ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ବୋମାମାଡ଼

ଇସଲାମାବାଦ,୧୧ା୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କ ବାସଭବନ ଉପରକୁ ବୋମାମାଡ଼ ହୋଇଛି। ଲାହୋରସ୍ଥିତ ତାଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ୩ଟି ପେଟ୍ରୋଲ ବୋମା ମାଡ଼ କରିଛନ୍ତି। ଇମ୍ରାନଙ୍କ…

ସ୍ବର୍ଣ୍ଣମନ୍ଦିର ନିକଟରେ ବିସ୍ଫୋରଣ, ୫ଗିରଫ

ଅମୃତସର,୧୧।୫: ଅମୃତସରର ସ୍ବର୍ଣ୍ଣମନ୍ଦିର ନିକଟରେ ବୁଧବାର ରାତି ୧୨ଟା ୧୫ରେ ୩ୟ ଥର ବିସ୍ଫୋରଣ ଘଟିଛି। ପଞ୍ଜାବର ପୋଲିସ କମିଶନର ନୈନିହାଲ ସିଂ ସାମ୍ବାଦିକ ସମ୍ମିଳନୀ କରି…

ସୃଷ୍ଟିହେଲା ବାତ୍ୟା, ଆଜି ମଧ୍ୟାହ୍ନ ସୁଦ୍ଧା ନେବ ଭୀଷଣ ରୂପ

ନୂଆଦିଲ୍ଲୀ,୧୧ା୫: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଗୁରୁବାର ବାତ୍ୟାର ରୂପ ନେଇଛି। ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ…