ରାହୁଲ ଗାନ୍ଧୀଙ୍କୁ ସଂସଦରୁ ଦୂରେଇ ରଖିବା ପାଇଁ କରାଯାଉଛି ପ୍ରୟାସ: ଖାର୍ଗେ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କଂଗେସ ନେତା ରାହୁଲ ଗାନ୍ଧୀଙ୍କୁ କୋର୍ଟ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାକୁ…

ଶିବସେନା ସଂସଦୀୟ ଦଳ ନେତା ହେଲେ ଗଜାନନ କୀର୍ତ୍ତିକାର

ନୂଆଦିଲ୍ଲୀ,୨୩ା୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନେତୃତ୍ୱାଧୀନ ଶିବସେନା ସଞ୍ଜୟ ରାଉତଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇ ତାଙ୍କ ସ୍ଥାନରେ ଦଳର ଲୋକ ସଭା ସଦସ୍ୟ…

୭ ଘଣ୍ଟା ରାଜପଥ ଅବରୋଧ

ସୋହେଲା,୨୩।୩(ଡି.ଏନ.ଏ.): ସୋହେଲା-ବରଗଡ଼ ଜାତୀୟ ରାଜପଥର ଗର୍ଭଣାଠାରେ ଗୁରୁବାର ୨ଟି ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଆରୋହୀ ଗର୍ଭଣା ଗାଁର ଦୁଇ ଭାଇ ତନ୍ମୟ ପଧାନ…

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର,ଏ ବର୍ଷ ବଢିବନି ବିଦ୍ୟୁତ୍‌ ଦର

ଭୁବନେଶ୍ୱର,୨୩।୩: ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏ ବର୍ଷ ବଢିବନି ବିଦ୍ୟୁତ୍‌ ଦର। ଏନେଇ ରାଜ୍ୟ ବିଦ୍ୟୁତ୍‌ ନିୟାମକ ଆୟୋଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।…

ହଟ୍ଟଗୋଳରୁ ରାଜ୍ୟ ସଭା ଦିନକ ପାଇଁ ମୁଲତବୀ

ନୂଆଦିଲ୍ଲୀ, ୨୩ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନରେ ଭାରତର ଗଣତନ୍ତ୍ରକୁ ନେଇ ଦେଇଥିବା ମନ୍ତବ୍ୟ ଏବଂ ଆଦାନୀ ଗ୍ରୁପ୍‌ ବିରୋଧରେ ଅଭିଯୋଗର ତଦନ୍ତ ଦାବି ନେଇ…

କେନ୍ଦୁପତ୍ର ଚୋରା ଚାଲାଣ: ବନ୍ଧା ହେଲେ ୪ ଅଭିଯୁକ୍ତ

ନାକଟିଦେଉଳ,୨୩ା୩(ଡ଼ି.ଏନ.ଏ.): ନାକଟିଦେଉଳ ଥାନା ବାଟଗାଁ-ଛତାବର ରାସ୍ତା କୁଞ୍ଜାମୁରା ଶିବ ମନ୍ଦିର ନିକଟରୁ ଚୋରା କେନ୍ଦୁପତ୍ର ଜବତ ମାମଲାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର…

ମୁମ୍ବାଇରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ଅଭିନେତା, ମୂଲ୍ୟ ଜାଣିଲେ …

ମୁମ୍ବାଇ: ସାଉଥ ସିନେମାର ପ୍ରସିଦ୍ଧ ଅଭିନେତା ସୂର୍ଯ୍ୟାଙ୍କର ଫ୍ୟାନ୍‌ ଫଲୋଇଙ୍ଗ୍‌ କିଛି କମ୍‌ ନୁହେଁ। ‘ଉଡାନ’ ଏବଂ ‘ଜୟ ଭୀମ’ ଭଳି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ଦର୍ଶକ…

ଶ୍ରେଷ୍ଠ ଆୟୋଜକ ଭାବେ ହକି ଇଣ୍ଡିଆ ପୁରସ୍କୃତ

ନୂଆଦିଲ୍ଳୀ,୨୩ା୩: ଏସିଆନ୍‌ ହକି ମହାସଂଘ(ଏଏଚ୍‌ଏଫ୍‌) ପକ୍ଷରୁ ହକି ବିଶ୍ୱକପ୍‌ ୨୦୨୩ର ସଫଳ ଆୟୋଜନ ପାଇଁ ହକି ଇଣ୍ଡିଆକୁ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି। ଏପରିକି ଶ୍ରେଷ୍ଠ ଆୟୋଜକ ଭାବେ…

ବଦଳିଲା ବରୁଣ-ଜାହ୍ନବୀଙ୍କ ମୁଭି ‘ବୱାଲ’ର ରିଲିଜ ଡେଟ

ମୁମ୍ବାଇ: ବଲିଉଡର ଅପକମିଂ ମୁଭି ‘ବୱାଲ’ ସହ ବରୁଣ ଧୱନ ଓ ଜାହ୍ନବୀ କପୁରଙ୍କ ଯୋଡିକୁ ପ୍ରଥମଥର ଲାଗି ବଡ ପରଦାରେ ଦେଖିବାକୁ ମିଳିବ । ଏବେ…

ନବଜୋତ ସିଂ ସିଦ୍ଧୁଙ୍କ ସ୍ତ୍ରୀ କ୍ୟାନସରରେ ପୀଡିତ, ଟୁଇଟ୍‌ କରି ହେଲେ ଭାବବିହ୍ବଳ

ନୂଆଦିଲ୍ଲୀ,୨୩।୩: ରାଜନେତା ନବଜୋତ ସିଂ ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୌର କ୍ୟାନସର ରୋଗରେ ପୀଡିତ ଅଛନ୍ତି। ଏନେଇ ନିଜେ ସିଦ୍ଧୁଙ୍କ ସ୍ତ୍ରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି।…