କୋବ୍ରା ବାଟାଲିୟନର ଚିତ୍ରକଳା ପ୍ରଦର୍ଶନୀ

କୋରାପୁଟ,୧୫।୫(ସ୍ବ.ପ୍ର.): କୋରାପୁଟସ୍ଥିତ ଆଞ୍ଚଳିକ ଆର୍ଟ ଗ୍ୟାଲେରିରେ ୨୦୨ କୋବ୍ରା ବାଟାଲିୟନ ପକ୍ଷରୁ ‘ଭାଇବ୍ରାଣ୍ଟ ଟ୍ରାଇବ’ ଉପରେ ଆଧାରିତ ଏକ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଯାଇଛି। ୨୦୨ କୋବ୍ରା…

୧୭୦ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଲା ବିମାନ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ଦୁବାଇରୁ ଓଡ଼ିଶା ଆସିଲା ବିମାନ । ବିନା ଷ୍ଟପେଜରେ ୧୭୦ ଜଣ ଯାତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ସାଢେ ଚାରି ଘଣ୍ଟାର ଯାତ୍ରା ପରେ…

ଇମ୍ରାନ ଖାଁଙ୍କୁ ମୁକୁଳାଇଥିବା ଚିଫ ଜଷ୍ଟିସଙ୍କୁ ହଟାଇବାକୁ ଯୋଜନା, ସଂସଦରେ ଆଗତ ହେବ ନିନ୍ଦା ପ୍ରସ୍ତାବ

ଇସଲାମାବାଦ,୧୫।୫: ପାକିସ୍ତାନରେ ରାଜନୈତିକ ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ…

ଦମ୍ପତିଙ୍କୁ ଗୁଳିମାରି ଫେରାର ହେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼,୧୫।୫(ଡି.ଏନ୍.ଏ.): ସୁନ୍ଦରଗଡ କିଞ୍ଜିରକେଲା ଥାନା ହୁରମେଇ ଗ୍ରାମରେ ସୋମବାର ଗୁଳିମାଡ଼ ହୋଇଛି। ଗୁଳିମାଡରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ସ୍ବାମୀ ହେଲେ…

‘ଯେତେବେଳେ କଂଗ୍ରେସ ବିଧାୟକ ଛାଡି ଯାଇଥିଲେ ସେତେବେଳେ ବି ମୁଁ…’ ଡିକେ ଶିବକୁମାର

ବେଙ୍ଗାଲୁରୁ,୧୫।୫: କର୍ନାଟକର ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚାଲିଛି ମନ୍ଥନ। ଇତିମଧ୍ୟରେ ସିଦ୍ଦାରାମାୟା ନୂଆଦିଲ୍ଲୀ ପହଞ୍ଚି ସାରିଛନ୍ତି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ରେସରେ ସାମିଲ…

ଦିଲ୍ଲୀ ଗଲେ ସିଦ୍ଦାରାମାୟା

ବେଙ୍ଗାଲୁରୁ,୧୫।୫: କର୍ନାଟକରେ ପରବର୍ତ୍ତୀ ସରକାର କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗିରହିଛି। ଗୋଟିଏ ପଟେ ସିଦ୍ଦାରାମାୟା ରହିଥିବା ବେଳେ ଅନ୍ୟପଟେ କର୍ନାଟକ କଂଗ୍ରେସ ମୁଖିଆ ଡି.କେ ଶିବକୁମାର…

୧୬ ବିଧାୟକ ଅଯୋଗ୍ୟ ଘୋଷିତ ହେଲେବି ଭାଙ୍ଗିବନି ଶିନ୍ଦେ-ଫଡ୍‌ନବିସ ସରକାର: ଅଜିତ ପାଓ୍ବାର

ମୁମ୍ବାଇ,୧୫।୫: ମହାରାଷ୍ଟ୍ରର ରାଜନୈତିକ ସଙ୍କଟକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ଶୁଣାଯାଇଥିବା ରାୟ ପରେ ଏବେ ସମସ୍ତଙ୍କ ଅପେକ୍ଷା ମହାରାଷ୍ଟ୍ର ବିଧାନସଭାର ଅଧ୍ୟକ୍ଷଙ୍କ ନିଷ୍ପତ୍ତି ଉପରେ। କାରଣ ସେ…

ଡାଲି ବ୍ୟବସାୟୀ ଫାରୁକ୍‌ ହତ୍ୟା ମାମଲା : ଡି-ବ୍ରଦର୍ସ ନିର୍ଦ୍ଦୋଷରେ ଖଲାସ

କଟକ ଅଫିସ,୧୫।୫: କଟକ ମାଲଗୋଦାମ ଡାଲି ବ୍ୟବସାୟୀ ସେକ୍‌ ଫାରୁକ ହତ୍ୟା ମାମଲାରେ ଡି-ବ୍ରଦର୍ସ ସୋମବାର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଉଭୟ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ…

ଗହଣା ଶୋ’ରୁମରେ ବଡ଼ ଧରଣର ଡକାୟତି

ଭୁବନେଶ୍ୱର,୧୫।୫(ବ୍ୟୁରୋ): ଯାଜପୁର ଜିଲା ବ୍ୟାସନଗର ବଜାରରେ ଥିବା ଏକ ‘ସେନ୍‌କୋ’ ଗହଣା ଶୋ’ ରୁମରେ ବଡ଼ ଧରଣର ଲୁଟ୍‌ ହୋଇଛି। ସୋମବାର କର୍ମଚାରୀଙ୍କୁ ମାଡ ମାରି ୭…

ପ୍ଲାଟଫର୍ମରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତେଦହ

ଖଲ୍ଲିକୋଟ,୧୫।୫(ଡି.ଏନ୍‌.ଏ.): ପ୍ଲାଟଫର୍ମରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତେଦହ । ଏଯାବତ୍‌   ମୃତକଙ୍କ ପରିଚୟ ମିଳିପାରି ନାହିଁ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଛତ୍ରପୁର ବଡ଼ ରେଳଷ୍ଟେଶନ…