ଚର୍ଚ୍ଚାରେ ହୋଲ୍‌ଗର

ଅନ୍ତର୍ଜାତୀୟ ସ୍ତରରେ ଏବେ ଅନେକ ପ୍ରତିଭାସମ୍ପନ୍ନ ଟେନିସ ଖେଳାଳି ବିଶ୍ୱର ନାମୀଦାମୀ ଖେଳାଳିଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବାରେ ଲାଗିଛନ୍ତି। ଏପରି କିଛି କରିସ୍ମା ପାଇଁ ଏବେ…

ଭାରତ, ଜାପାନ, ଭିଏଟ୍‌ନାମ, ଉଜବେକିସ୍ତାନ ଗୋଟିଏ ଗ୍ରୁପ୍‌ରେ

ନୂଆଦିଲ୍ଲୀ,୧୯ା୫(ପି.ଟି.): ଏଏଫ୍‌ସି ମହିଳା ଅଲିମ୍ପିକ କ୍ୱାଲିଫାୟର୍ସ ରାଉଣ୍ଡ-୨ ଆସନ୍ତା ଅକ୍ଟୋବର ୨୩ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ଭାରତ, ଜାପାନ, ଭିଏଟ୍‌ନାମ ଓ ଆୟୋଜକ ଉଜ୍‌ବେକିସ୍ତାନ…

ସୂର୍ଯ୍ୟକାନ୍ତଙ୍କ ଶତକ, ତାପସ, ଅଙ୍କିତକାରଙ୍କୁ ୫ ଉଇକେଟ

ଭୁବନେଶ୍ୱର,୧୯ା୫(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଆୟୋଜିତ ଆନ୍ତଃଜିଲା କଳାହାଣ୍ଡି କପ୍‌ କ୍ରିକେଟରେ ଗୁରୁବାର ଇକୋର୍ସା, କଟକ ‘ଏ’, ଅବଶିଷ୍ଟ ଓଡ଼ିଶା ‘ଡି’ ଓ…

ଶୁଟିଂ ସେନ୍‌ସେଶନ

ଭାରତର ନୂଆ ଶୁଟିଂ ସେନ୍‌ସେଶନ ଭାବେ ଉଭା ହୋଇଛନ୍ତି ଟିନ୍‌ଏଜର ରିଦିମ୍‌ ସାଙ୍ଗଓ୍ବାନ। ନିକଟରେ କାଇରୋରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପର ମିକ୍ସଡ ଟିମ୍‌ ଇଭେଣ୍ଟରେ ସେ ସ୍ବର୍ଣ୍ଣ…

ଲକ୍ଷ୍ନୌ ଦଳରେ ଉନାଡକଟ୍‌ଙ୍କ ସ୍ଥାନରେ ସୂର୍ଯ୍ୟାଂଶ

ଲକ୍ଷ୍ନୌ,୧୯ା୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ ଫ୍ରାଞ୍ଚାଇଜ୍‌ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଆଘାତପ୍ରାପ୍ତ ଅଲରାଉଣ୍ଡର ଜୟଦେବ ଉନାଡକଟ୍‌ଙ୍କ ସ୍ଥାନରେ ମୁମ୍ବାଇ ଯୁବ ଅଲରାଉଣ୍ଡର ସୂର୍ଯ୍ୟାଂଶ ଶେଜ୍‌ଙ୍କୁ ଦଳରେ ସାମିଲ…

ଆରୋପ ପ୍ରତ୍ୟାରୋପ

ବ୍ରିଜ୍‌ଭୂଷଣ ନିଜ କ୍ଷମତାର ଦୁରୁପଯୋଗ କରି ମହିଳା ଖେଳାଳିମାନଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ଏପରିକି ତାଙ୍କ ଜାଣତରେ ଅନ୍ୟ କିଛି କୋଚ୍‌ ଖେଳାଳିଙ୍କ ସହିତ ଏଭଳି କରିଥିବା…

କିରଣ ଭାରତୀୟ ଦଳର କୋଚ୍‌

ଭୁବନେଶ୍ୱର, ୧୯।୫ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର (ଡବ୍ଲ୍ୟୁଜିଏମ୍‌) କିରଣ ମନୀଷା ମହାନ୍ତି କ୍ୟାରୟରରେ ଆଉ ଏକ ଗୁରୁଦାୟିତ୍ୱ ନିର୍ବାହ କରିବାକୁ ଯାଉଛନ୍ତି। ସର୍ବଭାରତୀୟ…

କିପ୍‌ଚୋଗେଙ୍କୁ ଅଷ୍ଟ୍ରିଆସ୍‌ ଆଓ୍ବାର୍ଡ

ମାଡ୍ରିଡ୍‌,୧୯ା୫(ଏପି): କେନିଆର ମାରାଥନ ସ୍ପେଶାଲିଷ୍ଟ ଏଲୁଡ୍‌ କିପ୍‌ଚୋଗେ ୨୦୨୩ ବର୍ଷ ପାଇଁ ପ୍ରିନ୍‌ସେସ୍‌ ଅଫ୍‌ ଅଷ୍ଟ୍ରିଆସ ଆଓ୍ବାର୍ଡ ପାଇଛନ୍ତି। ସ୍ପାନିଶ ଫାଉଣ୍ଡେଶନ ତରଫରୁ ଏହି ପୁରସ୍କାର ଦିଆଯାଉଛି।…

ରେସ୍‌ଲରଙ୍କ ରୋଷ

ଭାରତୀୟ ମହିଳା ଆଥଲେଟ୍‌ମାନେ କୋଚ୍‌ ଏବଂ କର୍ମକର୍ତ୍ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବାର ବହୁ ଦୃଷ୍ଟାନ୍ତ ପୂର୍ବରୁ ରହିଛି। ମାତ୍ର ଏଥର ଭାରତୀୟ ରେସ୍‌ଲରମାନେ ଯେଉଁ…

ହେପ୍ଟାଥଲନରେ ପୂର୍ଣ୍ଣିମାଙ୍କୁ ରୌପ୍ୟ

ରାଞ୍ଚି,୧୯ା୫ (ପି.ଟି.): ଚଳିତ ଫେଡେରେଶନ କପ୍‌ ଆଥଲେଟକ୍ସ ଚାମ୍ପିୟନଶିପ୍‌ ହେପ୍ଟାଥଲନରେ ଓଡ଼ିଆ ଆଥଲେଟ ପୂର୍ଣ୍ଣିମା ହେମ୍ବ୍ରମ ରୌପ୍ୟ ପଦକ ହାସଲ କରିଛନ୍ତି। ପୂର୍ଣ୍ଣିମା ୫୧୨୮ପଏଣ୍ଟ ସହ ଦ୍ୱିତୀୟ…