ଝାଳ ବୋହୁଥିଲେ…

ଖରାଦିନେ ସମସ୍ତଙ୍କର ଝାଳ ବୋହିଥାଏ। ବେଳେବେଳେ ଏହି ଝାଳ ଖୁବ୍‌ ଦୁର୍ଗନ୍ଧ ମଧ୍ୟ ହୋଇଥାଏ। ଯଦ୍ୱାରା ଅପ୍ରୀତିକର ପରିସ୍ଥିତି ଉପୁଜିଥାଏ। ବିଶେଷଜ୍ଞଙ୍କ ମତରେ, ଶରୀରରୁ ଝାଳ ବୋହିବା…

ଏକାଠି ହେବେ ୩ ରାଜ୍ୟର ଖାପ ନେତା, ଧାରଣାରେ ବସିଥିବା ରେସଲରଙ୍କ ପାଇଁ ଗଠନ କରିବେ କମିଟି

ଚଣ୍ଡିଗଡ଼,୨୧।୫: ଚୌବିସି ସର୍ଭ ଖାପ ପଞ୍ଚାୟତର ପ୍ରଧାନ ମେହର ସିଂ ନମ୍ବରଦାରଙ୍କ ଆହ୍ବାନରେ ହରିୟାଣା, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ଖାପ ପ୍ରତିନିଧି ରବିବାର ମେହମର ଐତିହାସିକ…

ବାସ୍ତୁ ଅନୁଯାୟୀ ଶୌଚାଳୟ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ କୋଣରେ ଶୌଚାଳୟ ରହିବା ଶୁଭ ହୋଇଥାଏ। ଏହାଦ୍ୱାରା ଘର ଉପରେ ଅନେକ ସୁ-ପ୍ରଭାବ ପଡିଥାଏ ବୋଲି ବିଶ୍ୱାସ କରାଯାଏ।…

‘ଉଦ୍ଧବଙ୍କ ଫାର୍ମ ହାଉସରେ ଟଙ୍କାର ଗୋଦାମ, ସେହିଠାରେ ରହିଛି ୨୦୦୦ଟଙ୍କିଆ ନୋଟ’, ନିତେଶ ରାଣାଙ୍କ ଅଭିଯୋଗ

ମୁମ୍ବାଇ,୨୧।୫: ଭାରତୀୟ ଜନତା ପାର୍ଟି(ଭାଜପା)ର ବିଧାୟକ ନିତେଶ ରାଣେ ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ସୁପ୍ରିମୋ ଉଦ୍ଧବ ଠାକରେଙ୍କ ଉପରେ ବଡ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଉଦ୍ଧବ…

ୟୁକ୍ରେନ ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କଲେ ଜେଲେନସ୍କି

ହିରୋଶିମା,୨୧।୫: ଜାପାନର ହିରୋଶିମାରେ ଆୟୋଜିତ ହୋଇଥିବା ଜି-୭ ଶିଖ ସମ୍ମିଳନୀରେ ଯୋଗ ଦେବାକୁ ବହୁ ଦେଶଣ ରାଷ୍ଟ୍ରମୁଖ୍ୟମାନେ ଆସିଥିଲେ। ପ୍ରଧାନମନ୍ତ୍ରୀ ମୋଦି ବି ଏହି ବୈଠକରେ ଯୋଗ…

ନୂଆ ପାର୍ଲାମେଣ୍ଟ ବିଲଡିଂର ଉଦଘାଟନ ରାଷ୍ଟ୍ରପତି କରିବା ଉଚିତ ପ୍ରଧାନମନ୍ତ୍ରୀ ନୁହେଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୧।୫: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରବିବାର ସେ କହିଛନ୍ତି ପାର୍ଲାମେଣ୍ଟ ବିଲଡିଂର ଉଦ୍‌ଘାଟନ ମହାମହିମ ରାଷ୍ଟ୍ରପତି…

ଗୋରୁ ବୋଝେଇ ଟ୍ରକ୍‌ ଜବତ: ୩୨ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର, ୩ ଅଟକ

ପାଟଣା,୨୧।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ କୋଲକାତା ଜାତୀୟ ଜାତୀୟ ରାଜପଥର ଖିରେଇଟାଙ୍ଗିରି ନିକଟରୁ ଶନିବାର ବିଳମ୍ବିତ ରାତିରେ…

ବିଦେଶରେ ମୋଦିଙ୍କୁ ପ୍ରଶଂସା

ନୂଆଦିଲ୍ଲୀ/ଟୋକିଓ,୨୧ା୫: ଜାପାନର ହିରୋସିମାଠାରେ ଚାଲିଥିବା ଜି-୭ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ଏଠାରେ ସେ ଅନେକ ଦେଶର ବଡ଼ ବଡ଼ ନେତାଙ୍କୁ ଭେଟିଥିଲେ।…

ଜପାନରୁ ପପୁଆ ନ୍ୟୁ ଗିନି ଅଭିମୁଖେ ଯାତ୍ରା ଆରମ୍ଭ କଲେ ମୋଦି

ହିରୋଶିମା,୨୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ଯୋଗଦେବା ପରେ ରବିବାର ଜାପାନ ଛାଡିଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ଛାଡି ଭାରତ ପ୍ରଶାନ୍ତ…

ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପୂର୍ବରୁ କେଜରିଓ୍ବାଲଙ୍କୁ ଭେଟିବାକୁ ପହଞ୍ଚିଲେ ନୀତୀଶ କୁମାର, ସାଙ୍ଗରେ ଅଛନ୍ତି ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୨୧।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ଏହି ସମୟରେ ସେ ଆମ ଆଦମୀ ପାର୍ଟି (ଏଏପି)ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…