ବୁମ୍‌ରା ନ ଖେଳିବା ମୁମ୍ବାଇ ପାଇଁ ବଡ଼ ସମସ୍ୟା: ରୋହିତ

ବେଙ୍ଗାଲୁରୁ,୩।୪: ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଆଇପିଏଲ୍‌ର ପଞ୍ଚମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ଅଧିନାୟକ ରୋହିତ ଶର୍ମା। ଆଇପିଏଲ୍‌ରେ…

ମାତିଛନ୍ତି ଝାଡ଼ଖଣ୍ଡ ଲୁଟେରା

ଅନୁଗୋଳ ଅଫିସ,୩।୪: ଅନୁଗୋଳରେ ମାତିଛନ୍ତି ଝାଡ଼ଖଣ୍ଡୀ ଲୁଟେରା ଗ୍ୟାଙ୍ଗ୍‌। ସାମାନ୍ୟ ଅନ୍ୟମନସ୍କ ହେଲେ ଆଖି ପିଛୁଳାକେ ସେମାନେ ମୋବାଇଲ ଫୋନ୍‌ ଝାମ୍ପି ନେଇ ଚମ୍ପଟ ମାରୁଛନ୍ତି। ତାଲା…

ଚଳଚଞ୍ଚଳ କୁଲାଡ଼ ଅଞ୍ଚଳ

ବଅଁରପାଳ, ୩।୪(ଡି.ଏନ୍‌.ଏ.): ଦିନକ ପରେ ମା’ ମଙ୍ଗଳାଙ୍କ ବାର୍ଷିକ ଯାତ୍ରା। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଅନୁଗୋଳ ଜିଲା ବଅଁରପାଳ ବ୍ଲକର କୁଲାଡ଼ ଗ୍ରାମ। ଅଞ୍ଚଳର ଆରାଧ୍ୟା…

ସୁରଟ କୋର୍ଟ ବାହାରିଲେ ରାହୁଲ ଗାନ୍ଧୀ, ଆଇନ ମନ୍ତ୍ରୀ କହିଲେ ଭିଡରେ କୋର୍ଟ ଯିବା ନାଟକ

ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ମୋଦି ସରନେମ’ସହ ଜଡିତ ମାନହାନି ମାମଲାରେ ସୋମବାର ସୁରଟ କୋର୍ଟ ପହଞ୍ଚିବେ। ଏହି ମାମଲାରେ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡ…

ଅବଧି ସରିଲାଣି, ସରୁନି ନିର୍ମାଣ କାର୍ଯ୍ୟ

ପୋଲସରା,୩ା୪(ଡି.ଏନ.ଏ.): ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ବ୍ୟବସାୟୀମାନଙ୍କ ସୁବିଧା ଲାଗି ୩୯୬.୦୦ଲକ୍ଷରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଲାଗି ଭୂମି ପୂଜନ କରିବା ସହ ଟେଣ୍ଡର ପ୍ରକ୍ରିୟା ହୋଇଥିଲା।…

ଯୋଗ୍ୟଙ୍କୁ ମିଳୁନି ରାସନ କାର୍ଡ

ପାରଳାଖେମୁଣ୍ଡି,୩ା୪(ଡି.ଏନ୍‌.ଏ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି। ହେଲେ ଅନେକ ସ୍ଥାନରେ ଏହି…

ହସ୍ପିଟାଲରୁ ନବଜାତକଙ୍କୁ ଟାଣି ନେଇ ଝୁଣି ଖାଇଲା କୁକୁର…

ବେଙ୍ଗାଲୁରୁ,୩।୪ : କର୍ନାଟକର ଶିବମୋଗା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଜିଲା ସରକାରୀ ହସ୍ପିଟାଲରୁ ଜଣେ ନବ ଜାତକଙ୍କୁ କୁକୁର ଟାଣିନେଇ ବାହାରକୁ…

ଟେଣ୍ଡର ପେପର ଖୋଲିବା ପୂର୍ବରୁ କାମ ଆରମ୍ଭ

ଭଞ୍ଜନଗର,୩।୪(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍‌ଏସିରେ ବିଭିନ୍ନ ସମୟରେ ବିଭିନ୍ନ କାମରେ ଅନିୟମିତତା ନେଇ ଅଭିଯୋଗ ହେଉଥିବା ବେଳେ ରବିବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି…

ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ମାସରେ ୯ ଦିନ ଉଡ଼ିବ ବିମାନ

ଭୁବନେଶ୍ୱର,୩ା୪(ବ୍ୟୁରୋ):  ଭୁବନେଶ୍ୱରରୁ-ରଙ୍ଗେଇଲୁଣ୍ଡା, ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ବିମାନ ଉଡ଼ାଣର ତାରିଖ ଓ ସମୟ ଧାର୍ଯ୍ୟ କରିଛନ୍ତି ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ। ସପ୍ତାହକୁ ୨ଦିନ ଏବଂ ମାସକୁ ୯ଦିନ…

ଆଇପିଏଲର ଷଷ୍ଠ ମ୍ୟାଚ: ସିଏସକେ ବନାମ ଏଲଏସଜି…

ଚେନ୍ନାଇ,୩।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ଷଷ୍ଠ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ…