କେରଳ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଲେ କେ.ଏମ୍‌ ଶାହାଜାହନ

ଥିରୁଭାନଥପୁରମ୍‌,୧୦।୬:କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ଅଚ୍ୟୁତାନନ୍ଦଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ କେ.ଏମ୍‌. ଶାହାଜାହାନ କେରଳ ବିଚାରପତିଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଛନ୍ତି। ଯାହା ତାଙ୍କ ଉପରେ ମହଙ୍ଗା…

ଭାଜପା-ଜେଜେପି ମେଣ୍ଟରେ ଫାଟକୁ ନେଇ ମୁହଁ ଖୋଲିଲେ ଦୁଷ୍ୟନ୍ତ ଚୌଟାଲା

ଚଣ୍ଡିଗଡ଼,୧୦।୬: ହରିୟାଣାରେ ଭାଜପା-ଜେଜେପି ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ରାଜ୍ୟରେ ସ୍ଥିର…

ଯୋଗ ରାଜନୀତି, ପଞ୍ଜାବରେ ମୋଦିଙ୍କ ଭଳି ୧୫ ହଜାର ଲୋକଙ୍କୁ ଯୋଗାଭ୍ୟାସ କରାଇବ ଏଏପି, ସାମିଲ ହେବେ କେଜରିଓ୍ବାଲ

ଚଣ୍ଡିଗଡ଼,୧୦।୬: ଜୁନ ୨୧ରେ ପାଳନ ହେବାକୁ ଯାଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏବେ ଏହାକୁ ନେଇ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ହେଲେ ପଞ୍ଜାବର…

ପୋରବନ୍ଦରରୁ ୫ ସନ୍ଦିଗ୍ଧଙ୍କୁ ଗିରଫ କଲା ଗୁଜରାଟ ଏଟିଏସ

ପୋରବନ୍ଦର,୧୦।୬: ଗୁଜୁରାଟର ଏଟିଏସ ଟିମ ପୋରବନ୍ଦରରେ ଏକ ବଡ ଅପରେସନରେ ସଫଳତା ପାଇଛନ୍ତି। ଏଟିଏସ ଆଇଏସ ମଡ୍ୟୁଲ ପର୍ଦ୍ଦାଫାଶ କରିବାକୁ ଯାଇ ପୋରବନ୍ଦରରୁ ଜଣେ ମହିଳାଙ୍କ ସମେତ…

ମଞ୍ଚରେ ପଡିଯାଇ ଭାରତ ନାଟ୍ୟମ ନୃତ୍ୟ ଗୁରୁ ଶ୍ରୀଗଣେଶନଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୦।୬: ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ହୋଇଥିବା ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଘଟଣ। ଶୁକ୍ରବାର କାର୍ଯ୍ୟକ୍ରମର ତୃତୀୟ…

୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଜୀବିତ ଉଦ୍ଧାର ହେଲେ ୪ ପିଲା, ବିମାନ ଦୁର୍ଘଟଣାରେ ଥିଲେ ନିଖୋଜ

ବଗୋଟା,୧୦।୬: ମେ’୨ରେ ଆମାଜନ ଜଙ୍ଗଲରେ ଘଟିଥିବା ଏକ ବିମାନ ଦୁର୍ଘଟଣାରେ ବର୍ତ୍ତିଯାଇଥିବା ୪ ଜଣ ପିଲା ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ସୁରକ୍ଷିତ ଭାବେ ଉଦ୍ଧାର…

ସେମ ହେମ୍ବ୍ରମନୂତନ ଜିଲା କଂଗ୍ରେସ ସଭାପତି ନିଯୁକ୍ତ

ଦେବଗଡ,୧୦।୬: ଦେବଗଡ ଜିଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ପୂର୍ବତନ ଜିଲା କଂଗ୍ରେସ ସଭାପତି ସେମ ହେମ୍ବ୍ରମ ନିଯୁକ୍ତ ହୋଇଛନ୍ତି । ପ୍ରଦେଶ କଂଗ୍ରେସ କମିଟିର…

ମହାରାଷ୍ଟ୍ର ରାଜନୀତିରେ ପୁଣି ଅଶାନ୍ତି, ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେ ଇସ୍ତଫା ଦେବା ନେଇ ଚର୍ଚ୍ଚା

ମୁମ୍ବାଇ,୧୦।୬: ମହାରାଷ୍ଟ୍ର ରାଜନୀତିରେ ଗତ କିଛି ଦିନ ହେବ ଉତ୍ତେଜନା ଦେଖାଦେଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଏବଂ ଭାଜପା ମଧ୍ୟରେ ମତଭେଦ ଦେଖାଦେଇଛି।…

ଏହି ଦିନଠୁ ଆରମ୍ଭ ହେବ ‘ଆଦିପୁରୁଷ’ର ଆଡଭାନ୍ସ ବୁକିଂ, ୧୦ ହଜାର ଟିକେଟ୍‌ କିଣିଲେ ରଣବୀର, ଜାଣନ୍ତୁ କାରଣ…

ମୁମ୍ବାଇ: ଜୁନ ୧୬ରେ ଅଭିନେତ୍ରୀ କ୍ରିତି ସାନନ ଏବଂ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ବଡ ପରଦାରେ ମୁକ୍ତିଲାଭ କରିବ। ତେବେ ଏହା ପୂର୍ବରୁ ମଧ୍ୟ ଏହାକୁ…

ଟିମ୍‌ ଇଣ୍ଡିଆରେ ରିଷଭ ପନ୍ତଙ୍କ ଅନୁପସ୍ଥିତି ପରିଲକ୍ଷିତ ହେଉଛି: ଡବ୍ଲୁଟିସି ମ୍ୟାଚକୁ ନେଇ ଏଭଳି କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୦।୬: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଓଭାଲରେ ଚାଲିଛି। ଅଷ୍ଟ୍ରେଲିଆ ଟିମ୍‌ ୪୬୯ ରନ ସ୍କୋର କରିଥିବା ବେଳେ…