ଆମେରିକାର ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଜେଲ୍‌ରେ ମୃତ୍ୟୁ, ୧୭ବର୍ଷରେ କରିଥିଲେ ୧୭ଟି ବୋମା ବିସ୍ପୋରଣ

ଓ୍ବାଶିଂଟନ୍‌,୧୧।୬: ‘ୟୁନାବାମ୍ବର’ ଭାବରେ ଜଣାଶୁଣା ଆମେରିକାର କୁଖ୍ୟାତ ଅପରାଧୀ ଥିଓଡୋର ଜନ କାଞ୍ଜିରସ୍କିଙ୍କର ଶନିବାର ଜେଲ୍‌ରେ ମୃତ୍ୟୁ ହୋଇଛି। ୮୧ବର୍ଷିୟ କାଞ୍ଜିରସ୍କି ଆମେରିକାର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ…

ବେଦାନ୍ତର ବାର୍ଷିକ ଗ୍ରୀନ୍‌ ହାର୍ଟସ ଅଭିଯାନ

ଭୁବନେଶ୍ୱର,୧୧।୬: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ବିଶ୍ୱ ପରିବେଶ ସପ୍ତାହ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ବାର୍ଷିକ ଗ୍ରୀନ୍‌ ହାର୍ଟସ ଅଭିଯାନର…

ଅରୁନ୍ଧତୀରେ ରଥଯାତ୍ରା ମେଗା ସେଲ

ଭୁବନେଶ୍ୱର,୧୧।୬: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ‘ରଥଯାତ୍ରା ମେଗା ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର ରଥଯାତ୍ରା ଉପଲକ୍ଷେ ଅରୁନ୍ଧତୀ ପକ୍ଷରୁ…

ସୁଲଭ ମୂଲ୍ୟରେ ବ୍ରାଣ୍ଡେଡ୍‌ ସାମଗ୍ରୀ

ଭୁବନେଶ୍ୱର,୧୧।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅନ୍ତଃରାଷ୍ଟ୍ରୀୟ ରପ୍ତାନିକାରୀ ସଂସ୍ଥା ପକ୍ଷରୁ ଦି ନ୍ୟୁ ମ୍ୟାରିୟନ ହୋଟେଲଠାରେ ୪ ଦିନିଆ ସର୍ବବୃହତ୍‌ ଡିସ୍‌କାଉଣ୍ଟ ସେଲ୍‌ର ଶୁଭାରମ୍ଭ କରାଯାଇଛି।…

ମଣିପୁର ପାଇଁ ଶାନ୍ତି କମିଟି ଗଠିତ

ନୂଆଦିଲ୍ଲୀ/ଗୁଆହାଟୀ, ୧୧ ।୬:  ହିଂସା କ୍ଷତିଗ୍ରସ୍ତ ମଣିପୁରରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି। ମଣିପୁର ରାଜ୍ୟପାଳ…

କାନାଡା ଓ୍ବାଇଲ୍ଡ ଫାୟାର: ଦେଶର ଅନେକ ସହରକୁ ବ୍ୟାପିପାରେ ନିଆଁ

ଅଟଓ୍ବା,୧୧।୬: କାନାଡାର ଜଙ୍ଗଲରେ ନିଆଁ ଏବେ ଧୀରେ ଧୀରେ ବିକଟାଳ ରୂପ ନେବାରେ ଲାଗିଛି। ନିଆଁ ଏବେ ୟୁରୋପୀୟ ଦେଶ ନରଓ୍ବେରେ ପହଞ୍ଚିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ…

ପ୍ରିନ୍ସ ଓ୍ବିଲିୟମ୍‌ଙ୍କ ଆଗରେ ପରେଡ୍‌ ବେଳେ ୩ ସୈନ୍ୟ ମୂର୍ଚ୍ଛାଗଲେ

ଲଣ୍ଡନ,୧୧।୬: ବ୍ରିଟେନରେ ଶନିବାର ସବୁଠୁ ଉତ୍ତପ୍ତ ଦିନ ଥିଲା। ଦିନର ତାପମାତ୍ରା ୩୦ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚତ୍ଥିଲା। ଏହି ସମୟରେ ପ୍ରିନ୍ସ ଓ୍ବିଲିୟମଙ୍କ ସମ୍ମୁଖରେ ସୈନ୍ୟମାନେ ପରେଡ୍‌…

ସୋସିଆଲ ମିଡିଆରେ ଲାଟେଷ୍ଟ ଫଟୋ ଶେୟାର କରି କ୍ରିତି କହିଲେ…

ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନନ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଚକୋଲେଟ କଲରର ଶାଢ଼ିି ପିନ୍ଧି ବୋଲ୍ଡ ପୋଜ ଦେଉଥିବାର ନଜର…

ସ୍ବିଜରଲାଣ୍ଡ

ୟୁରୋପୀୟ ଦେଶ ସ୍ବିଜରଲାଣ୍ଡ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସର୍ବଦା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଜାଣିବା ଏହି ଦେଶ ସମ୍ପର୍କରେ ଅନେକ ରୋଚକ ତଥ୍ୟ... ଦେଶର…

ଟାଟୁ କରୁଥିଲେ…

କେବଳ ହାତ, ପିଠି କିମ୍ବା ଗୋଡ଼ରେ ନୁହେଁ; ଶରୀରର ବିଭିନ୍ନ ଅଂଶ ଏମିତିକି ଆଖିରେ ବି ଟାଟୁ କରିବାକୁ ପଛାଉ ନାହାନ୍ତି ଯୁବପିଢ଼ି। ହେଲେ କୌଣସି ଟାଟୁ…