ଲାଞ୍ଚ ନେବା କୁଳପତିଙ୍କୁ ମହଙ୍ଗା ପଡିଲା

ହାଇଦ୍ରାବାଦ,୧୮ା୬: ୫୦ ହଜାର ଟଙ୍କା ଲାଞ୍ଚ ହେଉଥିବା ବେଳେ ତେଲଙ୍ଗାନା ୟୁନିଭର୍ସିଟିର କୁଳପତି (ଭିସି) ଦାଚେପାଲ୍ଲି ରବୀନ୍ଦର ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ହାତରେ ଧରାପଡ଼ିଛନ୍ତି। ଏକ…

ଟଙ୍କା ଖର୍ଚ୍ଚ ପରେ ବି ମିଳୁନି ପାଣି

କର୍ଲାମୁଣ୍ଡା,୧୮।୬(ପ୍ରଦୀପ ସାହୁ): ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଇଦେବା ନେଇ ବସୁଧା ଯୋଜନାରେ ବିଭନ୍ନ ସ୍ଥାନରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ବ୍ୟବସ୍ଥା କରିଛନ୍ତି। ହେଲେ…

ହାଇ ଭୋଲ୍‌ଟେଜରୁ ପୋଡ଼ିଗଲା ଟିଭି, କୁଲର

ତେନ୍ତୁଳିଖୁଣ୍ଟି, ୧୭।୬(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ପଞ୍ଚାୟତରେ ହଠାତ୍‌ ୪୪୦ ହାଇ ଭୋଲ୍‌ଟେଜ ଆସିଯିବାରୁ ଲୋକଙ୍କ ଟିଭି, କୁଲର, ଫ୍ରିଜ୍‌, ଘରର ସମସ୍ତ…

ସ୍ବାମୀ ହତ୍ୟା ଅଭିଯୋଗରେ ସ୍ତ୍ରୀ, ଝିଅଙ୍କୁ ଉଠାଇନେଲା ଗୁଜରାଟ ପୋଲିସ

ଜି.ଉଦୟଗିରି,୧୮ା୬(ଶିଶିର ପଟ୍ଟନାୟକ): ଗୁଜରାଟ ସୁରଟ ସହରର ଟିପୋଦ୍ରାଠାରେ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସୁରଟ ପୋଲିସ ରବିବାର ଜି.ଉଦୟଗିରି ପୋଲିସ ସହାୟତାରେ ଡକେଡି ଗ୍ରାମରୁ ଅଭିଯୁକ୍ତ ସ୍ତ୍ରୀ…

ବିଦ୍ୟୁତ୍‌ ଶର୍ଟସର୍କିଟରୁ ଜଳିଗଲା ୩ ବଖରା

ବାସୁଦେବପୁର,୧୮।୬(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ଶୁଙ୍ଗୁଡ଼ା ଗ୍ରାମରେ ବିଦ୍ୟୁତ୍‌ ଶର୍ଟସର୍କିଟ୍‌ ଯୋଗୁ ସେକ୍‌ ସମସୁଲଙ୍କ ୩ ବଖରା ଘର ଜଳିଯାଇଛି। ଅଗ୍ନିକାଣ୍ଡରେ ତାଙ୍କ…

ଓଲଟି ପଡ଼ିଲା ଟ୍ରକ୍‌, ୩ ଗୁରୁତର

ଆନନ୍ଦପୁର,୧୮।୬(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ଦରଖଳା ନିକଟରେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି…

ନଦୀରେ ଭାସୁଛି କୁଢ଼ କୁଢ଼ ମଲାମାଛ

ଆନନ୍ଦପୁର,୧୮।୬(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଜଳସୁଆଁ ନିକଟ କୁଶେଇ ନଦୀର ଗଣ୍ଡଠାରୁ ୧ କି.ମି. ପର୍ଯ୍ୟନ୍ତ ତଳମୁଣ୍ଡରେ କୁଢ଼ କୁଢ଼ ମଲାମାଛ ଭାସିବା ଘଟଣା…

ଡିଆରଡିଓ-ଭାରତୀୟ ନୌସେନାକୁ ସଫଳତା, ଉଡାଇଲେ ମାନବ ବିହୀନ ବିମାନ…

ବେଙ୍ଗାଲୁରୁ,୧୮।୬ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନାର ଦଳ ଏକ ମାନବ ବିହୀନ ବିମାନକୁ ସଫଳତାର ସହ ପ୍ରଦର୍ଶନ କରିଛନ୍ତି।…

୭୨ ଘଣ୍ଟାରେ ୫୪ ଜଣଙ୍କ ମୃତ୍ୟୁ, ୪୦୦ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ/ଲକ୍ଷ୍ନୌ,୧୮।୬: ବିଗତ କିଛିଦିନ ହେଲା ଦେଶର ଚାରିଆଡ଼େ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଲାଗି ରହିଛି। ଫଳରେ ଲୋକେ ସକାଳ ୮ଟାରୁ ଗରମରେ ଆଉଟୁପାଉଟୁ ହେଉଛନ୍ତି।…

ଗୀତା ପ୍ରେସକୁ ୨୦୨୧ ଗାନ୍ଧୀ ଶାନ୍ତି ପୁରସ୍କାର, ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା…

ନୂଆଦିଲ୍ଲୀ,୧୮।୬ : ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଗୋରଖପୁରର ଗୀତା ପ୍ରେସକୁ ଦିଆଯିବ। ଧର୍ମ, ସଂସ୍କୃତି ଏବଂ ପରମ୍ପରାକୁ ଅନ୍ତର୍ଭୁକ୍ତ କରିବାରେ ପ୍ରେସର ଉଲ୍ଲେଖନୀୟ…