ରଥଯାତ୍ରା ପାଇଁ ସ୍ବତନ୍ତ୍ର ମୋ ବସ୍‌ ଚଳାଚଳ -୨୦ରୁ ୩୦ ତାରିଖ ଯାଏ ୩ଟି ରୁଟ୍‌ରେ ସେବା ବାତିଲ୍‌

ଭୁବନେଶ୍ୱର, ୧୯।୬ (ବନ୍ଦନା ସେଠୀ)- କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ରଥଯାତ୍ରା ପାଇଁ ସ୍ବତନ୍ତ୍ର ବସ୍‌ ସେବା ଆରମ୍ଭ କରାଯାଇଛି। ରଥାରୁଢ଼ ବିଗ୍ରହଙ୍କୁ ଦର୍ଶନ…

୧.୪୦ କୁଇଣ୍ଟାଲ ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

ଭଦ୍ରକ ଅଫିସ, ୧୯ା୬(ସନାତନ ରାଉତ): ଭଦ୍ରକ ଜିଲା ପୁରୁଣାବଜାର ଥାନା ଅଧୀନ ୨୧ ନଂ. ୱାର୍ଡର ହେଲାସାହିରେ ୨ଟି ଜାଗାରେ ପୋଲିସ ଚଢ଼ାଉ କରିଛି। ଏହି ଚଢ଼ାଉରେ…

ଗ୍ରୀସ୍‌ ଉପକୂଳରେ ବୋଟ୍‌ ବୁଡ଼ିବା ଘଟଣା: ୧୨ ମାନବ ଚାଲାଣକାରୀଙ୍କୁ ଗିରଫ କଲା ପାକ୍‌

କରାଚୀ, ୧୯ା୬: ଗ୍ରୀସ୍‌ ଉପକୂଳରେ ବୋଟ୍‌ ବୁଡ଼ି ୩୦୦ ଲୋକଙ୍କ ମୃତ୍ୟୁ ଘଟଣାରେ ପାକିସ୍ତାନ ସରକାର ଦେଶର ବିଭିନ୍ନ ସ୍ଥାନରୁ ୧୨ ଜଣ ସନ୍ଦିଗ୍ଧ ମାନବ ଚାଲାଣକାରୀଙ୍କୁ…

ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ

ଭୁବନେଶ୍ୱର,୧୯ା୬(ଅନୁରାଧା ମହାରଣା) - ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ କଳା, ବିଜ୍ଞାନ, ବାଣିଜ୍ୟ ଓ ସେଲ୍ଫ ଫାଇନାସିଂ କୋର୍ସରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା…

ଚେନ୍ନାଇ ସୁପର କିଙ୍ଗ୍ସ ସବୁଠାରୁ ଲୋକପ୍ରିୟ ଦଳ

ନୂଆଦିଲ୍ଲୀ, ୧୯।୬: ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲର ଅନ୍ୟତମ ସଫଳ ଦଳ। ଏହା ବ୍ୟତୀତ ଏହି ଟିମ୍‌ର ଫ୍ୟାନ ଫଲୋଇଙ୍ଗ୍‌…

ରାତି ପାହିଲେ ରଥଯାତ୍ରା -ଅପରାହ୍ନ ୨.୩୦ରେ ଛେରାପହଁରା, ୪ଟାରେ ରଥଟଣା

ପୁରୀ, ୧୯ା୬(ଅଜିତ୍‌ ମହାନ୍ତି): ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ମଙ୍ଗଳବାର ପବିତ୍ର ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ। କେବଳ…

ଏୟାରବସଠାରୁ ୫୦୦ ନୂଆ ଏ୩୨୦ ବିମାନ କିଣିବ ଇଣ୍ଡିଗୋ

ନୂଆଦିଲ୍ଲୀ,୧୯।୬: ଭାରତୀୟ ବିମାନ ସେବା କମ୍ପାନି ଇଣ୍ଡିଗୋ ଫ୍ରାନ୍ସ କମ୍ପାନି ଏୟାରବସଠାରୁ ୫୦୦ ନୂଆ ଏୟାରବସ ଏ୩୨୦ ବିମାନ କିଣିବାକୁ କିଣିବାକୁ ଯାଉଛି। ଏହା କୌଣସି ଭାରତୀୟ…

‘କେବେ ମାୟାବତୀ, ମୁଲାୟମ ସିଂ ମଧ୍ୟ…’, ମହାରାଷ୍ଟ୍ରରେ କେସିଆରଙ୍କ ଏଣ୍ଟ୍ରି ଉପରେ କହିଲେ ଅଜିତ ପାଓ୍ବାର

ମୁମ୍ବାଇ, ୧୯।୬: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ବିଆରଏସ ମହାରାଷ୍ଟ୍ରରେ ଏହାର ଆଧାର ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବେଳେ ଏନସିପି ନେତା ଅଜିତ…

ଗୋରୁ ବୋଝେଇ ଗାଡ଼ି ଜବତ, ଚାଳକ ଫେରାର

ଭଣ୍ଡାରିପୋଖରୀ, ୧୯।୬ (ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପୋଲିସ ରବିବାର ରାତିରେ ଏକ ଗୋରୁ ବୋଝେଇ ଟ୍ରକ୍‌ ଜବତ କରିଛି। ସୂଚନା ଅନୁଯାୟୀ, ଟ୍ରକ୍‌ଟି…

‘ଆଦିପୁରୁଷ’ ରେ ରାମଙ୍କ ଭୂମିକା ପାଇଁ ରାଜି ନ ଥିଲେ ପ୍ରଭାସ: ଓମ ରାଉତଙ୍କ ଖୁଲାସା

ମୁମ୍ବାଇ: ନିର୍ଦ୍ଦେଶକ ଓମ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’ ରିଲିଜ ହେବା ମାତ୍ରେ ଏହାକୁ ନେଇ ବିବାଦ ଲାଗି ରହିଛି। ପ୍ରଥମ ଥର ପାଇଁ ଫିଲ୍ମର ଟ୍ରେଲର ରିଲିଜ…