ଚଢ଼ାଉ ସତ୍ତ୍ୱେ ବନ୍ଦ ହେଉନି ଗଞ୍ଜେଇ କାରବାର

ରାୟଗଡ଼ା(ସ୍ବ.ପ୍ର)/ରାୟଗଡା ଅଫିସ୨୫ା୪: ରାୟଗଡା ସହରଦେଇ ବ୍ୟବସାୟୀମାନେ ଗଞ୍ଜେଇ ନେଇ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ତଥା ରାଜ୍ୟ ବାହାରକୁ ଚୋରାଚାଲାଣ କରୁଥିବା ବେଳେ ସେମାନଙ୍କର ଅବକାରୀ ତଥା ସ୍ଥାନୀୟ…

ମାନବିକତା ଦେଖାଇଲେ ଅର୍ଥମନ୍ତ୍ରୀ

ସୋନପୁର,୨୫।୪(ନି.ପ୍ର.): ବାଇକ୍‌ରୁ ଖସି ପଡ଼ି ଗୁରୁତର ଆହତ ହୋଇଥିବା ଜଣେ ମହିଳାଙ୍କୁ ଡାକ୍ତରଖାନା ପଠାଇ ମାନବିକତା ଦେଖାଇଛନ୍ତି ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ, ସ୍ବାସ୍ଥ୍ୟ ଓ…

କାଳବୈଶାଖୀ ପ୍ରଭାବ: ଗଛ ପଡ଼ି ଘର ଭାଙ୍ଗିଲା

କୁଆଁରମୁଣ୍ଡା,୨୫।୪(ଡି.ଏନ.ଏ.): ସୋମବାର ଭୋର ସମୟରେ ପ୍ରବଳ ପବନ ସହ ବର୍ଷା ହୋଇଥିଲା। ଏହାର ପ୍ରଭାବରେ କାଲସୋହରିଆ ପଞ୍ଚାୟତର ୪ ନମ୍ବର ୱାର୍ଡରେ ୨ ଜଣଙ୍କ ଘର ଉପରେ…

ନିଜ ସର୍ଭିସ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କଲେ ସେକେଣ୍ଡ ଇନ୍‌ କମାଣ୍ଡର

ରାୟଗଡ଼ା,୨୫।୪(ସ୍ବ.ପ୍ର.)- ରାୟଗଡ଼ା ସହର ସ୍ଥିତ ସିଆରପିଏଫ ଚତୁର୍ଥ ବାଟାଲିୟନଠାରେ କାର୍ଯ୍ୟରତ ସେକେଣ୍ଡ ଇନ୍‌ କମାଣ୍ଡ ସୁନୀଲ କୁମାର ଆତ୍ମହତ୍ୟା କରିଛନ୍ତି। ସେ ନିଜ ସର୍ଭିସ ରାଇଫଲରୁ ଗୁଳି…

ରୁଷିଆ-ୟୁକ୍ରେନ ଯୁଦ୍ଧ:ଆମେରିକା ଯୋଗୁ ବଢୁଛି ନ୍ୟୁକ୍ଲିୟର ଯୁଦ୍ଧ ଆଶଙ୍କା

ମସ୍କୋ,୨୫।୪: ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୧୪ମାସରୁ ଅଧିକ ସମୟ ହୋଇଗଲାଣି। କିନ୍ତୁ ଏହା ଥମିବାର ନାଁ ନେଉନାହିଁ। ଯୁଦ୍ଧ ଯୋଗୁ ଦୁଇଦେଶକୁ ବହୁ କ୍ଷତି ସହିବାକୁ…

ରୋଗୀଙ୍କୁ ନେଇ ଯାଉଥିବା ବେଳେ ଫାଟିଲା ୧୦୮ ଆମ୍ବୁଲାନ୍ସ ଚକା

ନୀଳଗିରି, ୨୫।୪(ସ୍ବ.ପ୍ର): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବରହମପୁର ମେଡିକାଲରୁ ରୋଗୀ ନେଇ ଯାଉଥିବା ବେଳେ ଅଧାବାଟରେ ୧୦୮ ଆମ୍ବୁଲାନ୍ସ ଚକା ଫାଟିଯାଇଛି। ହେଲେ ଏକ…

ସୀମାପାର ଆତଙ୍କବାଦର ଅଭ୍ୟାସ କରୁଥିବା ପଡୋଶୀଙ୍କ ସହ ସମ୍ପର୍କ ରଖିବା କଷ୍ଟକର, ପାକିସ୍ତାନକୁ ଟାର୍ଗେଟ କଲେ ଜୟଶଙ୍କର

ପନାମା ସିଟି,୨୫।୪: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଦକ୍ଷିଣ ଆମେରିକା ଗସ୍ତରେ ଅଛନ୍ତି। ଜୟଶଙ୍କର ସୋମବାର(ସ୍ଥାନୀୟ ସମୟ) ପରୋକ୍ଷ ଭାବେ ପାକିସ୍ତାନକୁ କଟାକ୍ଷ କରିଛନ୍ତି…

ଆଜି ଗୁଜରାଟରେ ଜିଟି-ଏମ୍‌ଆଇ ମୁହାଁମୁହିଁ…

ଅହମ୍ମଦାବାଦ,୨୫।୪: ଆଇପିଏଲ-୨୦୨୩ର ୩୫ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ)କୁ ଭେଟିବ ଗୁଜରାଟ ଟାଇଟନ୍ସ(ଜିଟି)। ମଙ୍ଗଳବାର ସନ୍ଧ୍ୟା ୭ଟା୩୦ରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଦଳ ଦ୍ୱିତୀୟ…

ରେସଲରଙ୍କ ଆବେଦନ ଉପରେ ନୋଟିସ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ସୁପ୍ରିମକୋର୍ଟଙ୍କ ଦ୍ୱାରା ମଙ୍ଗଳବାର ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଏଫଆଇଆର ଦେଇଥିବା କୁସ୍ତିଯୋଦ୍ଧାଙ୍କ ଆବେଦନ ଉପରେ ଦିଲ୍ଲୀ ପୋଲିସ ଓ…

ଅନୈତିକ ସମ୍ପର୍କ: ଯୁବକଙ୍କୁ ପିଟିପିଟି ମାରିଦେଲେ ବାପ-ପୁଅ

ମୋରଡା,୨୫।୪(ଡି.ଏନ୍‌.ଏ.): ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟିପିଟି ମାରିଦେବା ଚର୍ଚ୍ଚାର ବିଷୟ ହୋଇଛି। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ…