ବିଜେଡି କର୍ପୋରେଟରଙ୍କ ଭାଇ, ପୁତୁରାଙ୍କୁ ଗୁଳିମାଡ଼

ଭୁବନେଶ୍ୱର,୨୯।୬ (ସତ୍ୟଜିତ ରାଉତ)ରାଜଧାନୀ ରାସ୍ତାରେ ଗୁରୁବାର ରାତିରେ ଗୁଳିମାଡ଼ ହୋଇଛି। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଜଗନ୍ନାଥ ନଗର ଲେନ୍‌-୧ସ୍ଥିତ ଶ୍ରୀ ପ୍ରଜାପତି ବିବାହ ମଣ୍ଡପ ସାମ୍ନାରେ…

ହୋଣ୍ଡା ଆକ୍ଟିଭାର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯।୬: ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ସ୍କୁଟର ବ୍ରାଣ୍ଡ୍‌ ହୋଣ୍ଡା ଆକ୍ଟିଭା ନିକଟରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ହୋଣ୍ଡା ଆକ୍ଟିଭା…

ଆମେରିକା ଦୂତବାସ ସମ୍ମୁଖରେ ଗୁଳିକାଣ୍ଡ, ୨ମୃତ୍ୟୁ

ରିୟାଦ,୨୯।୬:ସାଉଦି ଆରବର ଜେଡ୍ଡାସ୍ଥିତ ଆମେରିକାର ଦୂତବାସ ସମ୍ମୁଖରେ ଗୁଳିକାଣ୍ଡ ଘଟିଛି। ଗୁଳି ବିନିମୟରେ ଉଭୟ ସୁରକ୍ଷାକର୍ମୀ ଏବଂ ବନ୍ଧୁକଧାରୀଙ୍କ ମୃତ୍ୟୁ ଘଟିଛି। ପୋଲିସ କହିଛିି ଯେ, ବନ୍ଧୁକଧାରୀ…

ଆଜିଠାରୁ ଡିଏସ୍‌ଏସ୍‌ର ୨୬ତମ ସଂସ୍କରଣ

ଭୁବନେଶ୍ୱର,୨୯।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଦୁବାଇର ବହୁ ପ୍ରତୀକ୍ଷିତ ପ୍ରଦର୍ଶନୀ ଦୁବାଇ ସମର ସର୍‌ପ୍ରାଇଜ (ଡିଏସ୍‌ଏସ୍‌)ର ଶୁଭାରମ୍ଭ ହେବାକୁ ଯାଉଛି। ଏପରିକି ୨୦୨୩ ଜୁନ୍‌ ୨୯ରୁ…

ପିଏନ୍‌ବି ପକ୍ଷରୁ ହିନ୍ଦୀ କାର୍ଯ୍ୟଶାଳା, ପ୍ରତିଯୋଗିତା

ଭୁବନେଶ୍ୱର,୨୯।୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ସମ୍ବଲପୁର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ‘ରାଜଭାଷା କାର୍ଯ୍ୟାନ୍ବୟନ ସମିତିର ଜୁନ୍‌ ତ୍ରୈମାସିକ ବୈଠକ ତଥା କର୍ମଚାରୀମାନଙ୍କ ପାଇଁ ରାଜଭାଷା ନୀତି…

ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ଶୁଖିଲା ରାଶନ ବଣ୍ଟନ

ଭୁବନେଶ୍ୱର,୨୯।୬ (ଅଭୟ ଦାଶ): ଓଡ଼ିଶାର ବାଲେଶ୍ୱର ଜିଲା ଅନ୍ତର୍ଗତ ବାହାନଗାଠାରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାର ମୃତକ ଓ ଗୁରୁତର ଆହତଙ୍କ ପରିବାର ସଦସ୍ୟମାନଙ୍କୁ ସହାୟତା ଉଦ୍ୟମ…

ମୋହଡାରେ ଦୃର୍ବୃତ୍ତଙ୍କ ଆତଙ୍କରାଜ, ଦୁଇ ଯୁବକଙ୍କୁ ହତ୍ୟା ପରେ ପୋଡିଦେଲେ

ବ୍ରହ୍ମପୁର,୨୯।୬( ସୁବାସ ଚନ୍ଦ୍ର ପାଢ଼ୀ) ଅଶାନ୍ତ ହୋଇଛି ବ୍ରହ୍ମପୁର ସହର ଓ ସହରତଳି ଅଞ୍ଚଳ। କେତେବେଳେ ପିଟିପିଟି ହତ୍ୟା ପରେ ପୋଡି ହତ୍ୟା କରୁଛନ୍ତି ତ ରାସ୍ତାରେ…

ଆଇସିସି ଓ୍ବାଲର୍‌ଡକପ୍‌ ୨୦୨୩: ମ୍ୟାଚ୍‌କୁ ନେଇ ଭାଜପା ଏବଂ ଶିବସେନାକୁ ଟାର୍ଗେଟ କଲା ଏମଏନସି, କହିଲେ, ମ୍ୟାଚ୍‌ ଭାରତ ମାଟିରେ ଖେଳାଯିବା ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ,୨୯।୬:ଆଇସିସି ଓ୍ବାଲର୍‌ଡକପ୍‌ ୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହାର ପ୍ରଥମ ମ୍ୟାଚ ଅକ୍ଟୋବର ୨ରେ ଗୁଜରାଟର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ତେବେ କାର୍ଯ୍ୟସୂଚୀ ଅନୁଯାୟୀ…

ଓସ୍କାର ବିଜୟୀ କେଭିନ୍‌ଙ୍କ ବିରୋଧରେ ୧୨ ଯୌନ ନିର୍ଯାତନା ମାମଲା

ଲଣ୍ଡନ,୨୯।୬: ହଲିଉଡ୍‌ରର ଜଣାଶୁଣା ଅଭିନେତା କେଭିନ୍‌ ସ୍ପେସିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲା ନେଇ ଲଣ୍ଡନର ସାଉଥ୍‌ଓ୍ବର୍କ କ୍ରାଉନ୍‌ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ବୁଧବାର…

ବିକଳ୍ପ ସାରର ପ୍ରସାର ଲାଗି ରାଜ୍ୟକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୨୯ା୬: ରାସାୟନିକ ସାର ପ୍ରୟୋଗ କମାଇବା ସହ ବିକଳ୍ପ ସାରର ପ୍ରସାର କରାଉଥିବା ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ପ୍ରୋତ୍ସାହନ ଯୋଗାଇଦେବେ। ଏଥିପାଇଁ ନୂଆ ଯୋଜନା ପିଏମ୍‌-ପ୍ରଣାମକୁ କେନ୍ଦ୍ର…