ହିଂସାକାଣ୍ଡ ଭିଆଇଥିବା ଇମ୍ରାନ ସମର୍ଥକଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ପାକିସ୍ତାନୀ ସେନା…

ଇସଲାମାବାଦ,୧୬।୫ : ନିକଟରେ ରାୱଲପିଣ୍ଡିରେ ଥିବା ସେନା ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ସମେତ ସାମରିକ ପ୍ରତିଷ୍ଠାନ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷ…

ଜିଲାପରିଷଦ ପ୍ରାର୍ଥୀଙ୍କ ନାଁରେ ଠକେଇ ଅଭିଯୋଗ

ଗଞ୍ଜାମ, ୧୬।୫(ଡିଏନଏ ): ଗତ ପଞ୍ଚାୟତ ନିର୍ବାଚନରେ ୧୫ ନମ୍ବର ଜୋନ ପାଇଁ ଜିଲାପରିଷଦ ସଭ୍ୟ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସୁମନ୍ତ ଦାସଙ୍କ ବିରୁଦ୍ଧରେ ରମ୍ଭା…

ବିଳମ୍ବରେ ଆସିବ ମୌସୁମୀ

ଭୁବନେଶ୍ୱର,୧୬।୫:ଏବର୍ଷ ବିଳମ୍ବରେ ଆସିବ ମୌସୁମୀ। ଜୁନ୍‌ ୪ତାରିଖରେ କେରଳ ଛୁଇଁବା ନେଇ ସମ୍ଭାବନା କରାଯାଉଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଓଡିଶାକୁ ବିଳମ୍ବରେ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ…

ଛତିଶଗଡ଼-ମଧ୍ୟପ୍ରଦେଶ ନେଇ ଭାଜପାର ଚିନ୍ତା ବଢ଼ିଲା…

ନୂଆଦିଲ୍ଲୀ,୧୬।୫ : କର୍ନାଟକ ନିର୍ବାଚନ ଫଳାଫଳ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଚିନ୍ତା ବଢ଼ାଇ ଦେଇଛି। ଭାଜପା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକରେ ପରାଜୟ…

କର୍ନାଟକ ଫଳାଫଳର ସାଇଡ ଇଫେକ୍ଟ: ଏମପିଙ୍କୁ ମାସକ ମଧ୍ୟରେ ରିପୋର୍ଟ କାର୍ଡ ତଲବ କଲେ ଭାଜପା ହାଇକମାଣ୍ଡ…

ନୂଆଦିଲ୍ଲୀ,୧୬।୫ : କର୍ନାଟକରେ ହୋଇଥିବା ଅପମାନଜନକ ପରାଜୟରେ ଅସନ୍ତୁଷ୍ଟ ହୋଇ ଭାଜପା ଏହାର ସମସ୍ତ ଏମପିଙ୍କ ରିପୋର୍ଟ କାର୍ଡ ମାଗିଛି। ସମସ୍ତ ରାଜ୍ୟ ସଭାପତିଙ୍କୁ ଏକ ମାସ…

ଓଇଏସ ପାଇଲେ କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ

କୋକସରା,୧୬।୫(ଡି.ଏନ.ଏ) ଓଡିଶା ଏଜୁକେସନ ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି ମଧୁସ୍ମିତା ନାଏକ । ସେ ବର୍ତ୍ତମାନ କୋକସରା ଜବାହର ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।…

କିଏ ହେବେ ମୁଖ୍ୟମନ୍ତ୍ରୀ: ନିଷ୍ପତ୍ତି ବୁଧବାରକୁ ଲଟକିଲା…

ବେଙ୍ଗାଲୁରୁ,୧୬।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ କଂଗ୍ରେସ ହାଇ କମାଣ୍ଡ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରି ନାହାନ୍ତି। କଂଗ୍ରେସ ଅଧ୍ୟକ୍ଷ…

ସୁପ୍ରିମକୋର୍ଟକୁ ମିଳିପାରନ୍ତି ଦୁଇ ନୂଆ ବିଚାରପତି, ଏହି ଦୁଇ ଜଣଙ୍କ ନାମ ଉପରେ କେନ୍ଦ୍ରକୁ ସୁପାରିଶ୍‌ କଲେ କଲେଜିୟମ

ନୂଆଦିଲ୍ଲୀ,୧୬।୫:ସୁପ୍ରିମକୋର୍ଟର ବିଚାରପତିଙ୍କ ପାଇଁ ୩୪ ଟି ସୀକୃତିପ୍ରାପ୍ତ ପଦବୀରୁ ୨ ଟି ପଦବୀ ଖାଲି ଅଛି। ମଙ୍ଗଳବାର କଲେଜିୟମ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ପ୍ରଶାନ୍ତ କୁମାର…

କଂଗ୍ରେସ ଅନୁମତି ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ଲଢ଼ିବି ନିର୍ବାଚନ: ଦିଗବିଜୟ ସିଂ…

ଭୋପାଳ,୧୬।୫ : ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ମଧ୍ୟପ୍ରଦେଶରେ ରାଜନୀତି ସରଗରମ ହୋଇସାରିଛି।…

ତଣ୍ଟିରେ କୋଳି ଲାଗି ଚାଲିଗଲା ଶିଶୁର ଜୀବନ

ଆନନ୍ଦପୁର,୧୬।୫(ସ୍ବ.ପ୍ର.): ଅଙ୍ଗନବାଡି କେନ୍ଦ୍ରକୁ ଆସିଥିବା ଶିଶୁଟିଏ କୋଳି ଖାଇବା ସମୟରେ ତଣ୍ଟିରେ କୋଳିମଞ୍ଜି ଲାଗିଯିବାରୁ ଶ୍ୱାସରୁଦ୍ଧ ହୋଇ ଜୀବନ ଚାଲିଯିବା ଭଳି ଘଟଣା ହୃଦବିଦାରକ ହୋଇଛି। ଆନନ୍ଦପୁର…