ମମତାଙ୍କୁ ସମର୍ଥନ କଲେ ଅଖିଳେଶ, ଯୋଗୀଙ୍କୁ ଦେଲେ ଜବାବ

ଲକ୍ଷ୍ନୌ,୧୪।୭: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଦେଇଥିବା ବୟାନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଅଖିଳେଶ…

ଓଟିଟିରେ ଡେବ୍ୟୁ କଲେ କାଜୋଲ

ଆଜିକାଲି ବଡ ବଡ କଳାକାର ଓଟିଟିରେ ପାଦ ରଖୁଛନ୍ତି। ଏହି କ୍ରମରେ ବଲିଉଡ୍‌ ଅଭିନେତ୍ରୀ କାଜୋଲ ମଧ୍ୟ ଏଣ୍ଟ୍ରି ମାରିଛନ୍ତି। କାଜୋଲଙ୍କ ଅଭିନୀତ ସିରିଜ୍‌ ‘ଦି ଟ୍ରାଏଲ’…

ଶପଥ ନେଲେ ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି

ନୂଆଦିଲ୍ଲୀ,୧୪।୭: ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଉଜୱଲ ଭୁଇଁୟା ଏବଂ ଜଷ୍ଟିସ ଏସ.ଭେଙ୍କଟନାରାୟଣ ଭଟ୍ଟୀ। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ତାଙ୍କୁ ଶପଥ ପାଠ…

ଆଉ କିଛି ସମୟ ପରେ ପରୀକ୍ଷଣ ହେବ ଚନ୍ଦ୍ରୟାନ-୩, ପ୍ରଧାନମନ୍ତ୍ରୀ କହିଲେ ଆଜିର ଦିନଟି ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ରହିବ

ନୂଆଦିଲ୍ଲୀ,୧୪।୭: ଅପରାହ୍ନ ୨.୩୦ରେ ଶ୍ରୀହରିକୋଟାରୁ ଚନ୍ଦ୍ରୟାନ-୩ର ପରୀକ୍ଷଣ ହେବ। ଯାହା ଦେଶ ପାଇଁ ଗର୍ବର ବିଷୟ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କହିଛନ୍ତି, ଆଜିର ଦିନଟି…

ଆମ ଉପରେ ଲଦି ଦିଆଯାଉଛି ୟୁସିସି: ଓଓ୍ବାଇସି

ନୂଆଦିଲ୍ଲୀ,୧୪।୭: ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ଚାଲିଥିବା ଟଣାଭିଡା ଭିତରେ ଏଆଇଏମଆଇଏମର ମୁଖ୍ୟ ତଥା ଏମପି ଅସଦୁଦ୍ଦିନ ଓଓ୍ବାଇସି ଲଗାତାର ଏହାକୁ ନେଇ ତାଙ୍କର ପ୍ରତିକ୍ରିୟା ଦେଇ…

୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ମାଲକାନଗିରି,୧୪ା୭(ଦୁର୍ଯ୍ୟୋଧନ ପାତ୍ର): ଶୁକ୍ରବାର ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା ଦେଇଛି ଜିଲା କଂଗ୍ରେସ l ୫ ଦଫା ଦାବି ନେଇ ଜିଲା କଂଗ୍ରେସର ଏକ ଟିମ୍‌…

ନିଅଣ୍ଟିଆ ବର୍ଷା, ଖରିଫ ଚାଷ ବିଳମ୍ବ

ସୋନପୁର,୧୪।୭(ମୃତ୍ୟୁଞ୍ଜୟ ଶତପଥୀ): ଚଳିତବର୍ଷ ବିଳମ୍ବରେ ମୌସୁମୀ ଆସିଥିବା ବେଳେ ସୁବର୍ଣ୍ଣପୁର ଜିଲାରେ ନିଅଣ୍ଟିଆ ବର୍ଷା ଜାରି ରହିଛି। ବର୍ଷା ନ ଥିବାରୁ ଜିଲାରେ ଖରିଫ ଚାଷ ବିଳମ୍ବିତ…

୧୧ବର୍ଷ ବିତିଲା, କାର୍ଯ୍ୟକ୍ଷମ ହୋଇନି

ଖଡ଼ିଆଳ,୧୪ା୭(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମରେ ରହିଛି ଆଦିବାସୀ ଛାତ୍ରୀ ନିବାସ। ୨୦୧୨-୧୩ ମସିହାରେ ଶହେ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ…

ଦେଶର ସୁରକ୍ଷା ପାଇଁ ଚାଇନା ବିପଦ, ଏହାର ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ: ସଂସଦୀୟ କମିଟି ରିପୋର୍ଟ

ଇଂଲଣ୍ଡ,୧୪।୭: ବ୍ରିଟେନର ସଂସଦୀୟ କମିଟି ଦେଶର ଜାତୀୟ ସୁରକ୍ଷାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ଦର୍ଶାଯାଇଛି ଯେ ବ୍ରିଟେନର ଜାତୀୟ ସୁରକ୍ଷା ପାଇଁ…

ଏଠାରେ କିଲୋ ପ୍ରତି ୯୦ ଟଙ୍କା ଦାମରେ ମିଳୁଛି ଟମାଟୋ

ନୂଆଦିଲ୍ଲୀ,୧୪।୭: ଟମାଟୋର ଦର ବୃଦ୍ଧିକୁ ଦେଖି ସରକାର ଯେଉଁ ପଦକ୍ଷେପ ନେବା କଥା ତା’ର ପ୍ରଭାବ ଶୁକ୍ରବାରଠାରୁ ଦେଖିବାକୁ ମିଳିଛି। ଦିଲ୍ଲୀ-ଏନସିଆରରେ ଶସ୍ତାରେ ଟମାଟୋ ମିଳିବା ଆରମ୍ଭ…