ବଢୁଛି ଇମ୍ରାନ୍‌ଙ୍କ ଲୋକପ୍ରିୟତା, ୨୪ ଘଣ୍ଟାରେ ୧.୨୦ ମିଲିୟନ ଟିକ୍‌ ଟକ୍‌ ଫଲୋର୍ସ

ଇସଲାମାବାଦ,୧୯।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ମୁଖ୍ୟ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ୍‌ ଖାନ କିଛି ଦିନ ହେବ ସମସ୍ୟା ଘେରରେ ଅଛନ୍ତି। ହେଲେ ତାଙ୍କର…

ବିନା ଅନୁମତିରେ ଉତ୍ତର କୋରିଆ ସୀମାକୁ ପଶି ଆସିଲେ ଆମେରିକୀୟ ନାଗରିକ, ହେଲେ ଗିରଫ

ସିଓଲ,୧୯।୭: ଉତ୍ତର କୋରିଆ ଏବଂ ଆମେରିକା ମଧ୍ୟରେ ତିକ୍ତତା ଜାରି ରହିଛି। ଏହି ସମୟରେ ଉତ୍ତର କୋରିଆ ଜଣେ ଆମେରିକୀୟ ନାଗରିକଙ୍କୁ ଅଟକ ରଖିଛି। ଉତ୍ତର କୋରିଆର…

ଜାଲ୍‌ ଜାତି ପ୍ରମାଣପତ୍ର ବିରୋଧରେ ଉଲଗ୍ନ ପ୍ରତିବାଦ

ରାୟପୁର,୧୯।୭: ଛତିଶଗଡ଼ ରାଜଧାନୀ ରାୟପୁରରେ ମଙ୍ଗଳବାର ଜାଲ୍‌ ଜାତିଗତ ପ୍ରମାଣ ପତ୍ର ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର କେତେଜଣ ଉଲଗ୍ନ ହୋଇ ପ୍ରତିବାଦ କରିଛନ୍ତି।…

ସାହାରା ଜମାକାରୀଙ୍କୁ ଅର୍ଥ ଫେରସ୍ତରେ ସହାୟତା ପାଇଁ ପୋର୍ଟାଲ ଲଞ୍ଚ୍‌ ହେଲା

ନୂଆଦିଲ୍ଲୀ,୧୯।୭: ଦୀର୍ଘଦିନ ଧରି ଅପେକ୍ଷା କରିଥିବା ୧୦ କୋଟି ସାହାରା ଜମାକାରୀଙ୍କୁ ଅର୍ଥ ଫେରାଇବାରେ ସହାୟତା ପାଇଁ ସିଆର୍‌ସିଏସ୍‌-ସାହାରା ରିଫଣ୍ଡ ପୋର୍ଟାଲ ମଙ୍ଗଳବାର ଶୁଭାରମ୍ଭ ହୋଇଛି। ସାହାରା…

ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୯ା୭: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ କେନ୍ଦ୍ର ସରକାର ବୁଧବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଉକ୍ତ ବୈଠକରେ ଅଧିବେଶନକୁ ନେଇ ବିଭିନ୍ନ…

ଅଷ୍ଟ୍ରେଲିଆ ଉପକୂଳରେ ଲାଗିଥିବା ବସ୍ତୁ ଇସ୍ରୋ ରକେଟ ଭଗ୍ନାବଶେଷ ହୋଇଥାଇପାରେ

ମେଲ୍‌ବୋର୍ନ,୧୯ା୭(ପି.ଟି.): ସମୁଦ୍ରରୁ ଭାସିଆସି ଅଷ୍ଟ୍ରେଲିଆ ଉପକୂଳରେ ଲାଗିଥିବା ଗମ୍ବୁଜ ଆକୃତିର ଏକ ରହସ୍ୟମୟ ବସ୍ତୁ ୨୦ ବର୍ଷ ପୁରୁଣା ଭାରତୀୟ ରକେଟର ଭଗ୍ନାବଶେଷ ହୋଇପାରେ ବୋଲି କଳ୍ପନାଜଳ୍ପନା…

ସହଜ ହେବନି ଭାଗବଣ୍ଟା

ନୂଆଦିଲ୍ଲୀ,୧୯ା୭: କେନ୍ଦ୍ରରେ ଭାଜପାକୁ କ୍ଷମତାଚ୍ୟୁତ କରିବା ପାଇଁ ବେଙ୍ଗାଲୁରୁରେ ୨୬ ବିରୋଧୀ ଦଳ ଏକାଠି ହୋଇ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଥିବାବେଳେ ମଙ୍ଗଳବାର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ…

ଏନ୍‌ଡିଏ ବନାମ ଇଣ୍ଡିଆ

ବେଙ୍ଗାଲୁରୁ,୧୯ା୭: ୨୦୨୪ ଲୋକ ସଭା ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)କୁ ଟକ୍କର ଦେବ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ’ (ଇଣ୍ଡିଆ)। ଏଥିସକାଶେ…

ମନୁଷ୍ୟଙ୍କ ପାଇଁ ମୋବାଇଲ ଟାଓ୍ବାର କେତେଦୂର କ୍ଷତି କାରକ: ସେପ୍ଟେମ୍ବର ୫ ରୁ ଆବେଦନର ବିଚାର କରିବେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୮।୭ : ଚଳିତ ବର୍ଷ ସେପ୍ଟେମ୍ବର ୫ ତାରିଖରୁ ମୋବାଇଲ ଟାୱାରର ମଣିଷ ଏବଂ ପଶୁମାନଙ୍କ ଉପରେ ହେଉଥିବା କ୍ଷତିକାରକ ପ୍ରଭାବ ସମ୍ପର୍କରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ…

ପାକିସ୍ତାନକୁ ୬୦ କୋଟି ଡଲାର ଋଣ ଦେଲା ଚାଇନା…

ବେଜିଂ/ଇସଲାମାବାଦ,୧୮।୭ : ପାକିସ୍ତାନର ଅବସ୍ଥା ଗୁରୁତର ହୋଇଛି। ମୁଦ୍ରାସ୍ଫୀତି ଯୋଗୁଁ ଦେଶରେ ବିଶୃଙ୍ଖଳା ଦେଖାଦେଇଛି। ଏଭଳି ପରିସ୍ଥିତିରେ ଚାଇନା ପୁଣି ଥରେ ଅର୍ଥନୈତିକ ସଙ୍କଟ ଦେଇ ଗତି…