ଅଣ୍ଢରା ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୩୧ା୭(ଅକ୍ଷୟ ବିଶ୍ୱାଳ):କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳ ବନ୍ୟାବିପନ୍ନ ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୧୯୭୧ରେ ଅଣ୍ଢରା ସ୍ବାସ୍ଥ୍ୟସହାୟକ କେନ୍ଦ୍ର ପ୍ରତିଷ୍ଠା…

ଥାନାରେ ଦଳିତଙ୍କୁ ନ୍ୟାୟ ମିଳୁନି

ରସୁଲପୁର,୩୧ା୭(ରଞ୍ଜିତ ରାଉତ):କୁଆଖିଆ ଥାନା ଅଧୀନ ବିଭିନ୍ନ ପଞ୍ଚାୟତର ଦଳିତ ଲୋକଙ୍କୁ ଥାନାରେ ନ୍ୟାୟ ମିଳୁନାହିଁ। ଫଳରେ ସାମାଜିକସ୍ତରରରେ ଦଳିତ ବର୍ଗର ଲୋକେ ନିର୍ଯାତିତ ହେଉଛନ୍ତି। ପ୍ରଭାବଶାଳୀ ବ୍ୟକ୍ତିଙ୍କ…

ବିନା ଅନୁମତିରେ ୬ମାସ ଛୁଟିରେ ଥିଲେ ଗୋପାଳ

ସମ୍ବଲପୁର,୩୧ା୭ (ଶୁଭାଶିଷ ପାଢ଼ୀ):ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଚାର୍ଜଶିଟ୍‌ ଦାଖଲ କରିବା ପରେ ଏବେ ଲୋକଲୋଚନକୁ ଆସୁଛି ଅନେକ ପ୍ରସଙ୍ଗ। ଚାର୍ଜଶିଟ୍‌…

୪ ତାରିଖଯାଏ ବର୍ଷିବ

ଭୁବନେଶ୍ୱର,୩୧ା୭(ଅନୁରାଧା ମହାରଣା):ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଶନିବାର ଉତ୍ତର ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ପହିଲାରୁ ଯୁକ୍ତ୨ ପାଠପଢ଼ା

ଭୁବନେଶ୍ୱର,୩୧।୭(ଅନୁରାଧା ମହାରଣା):ଅଗଷ୍ଟ ପହିଲାରୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ୨୦୨୩-୨୪ ଶିକ୍ଷାବର୍ଷରେ ନାମ ଲେଖାଇଥିବା ପିଲାଙ୍କ ପାଇଁ…

‘ରାଜ୍ୟରେ ଶିକ୍ଷାର ମାନ ହ୍ରାସ ପାଉଛି’

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ)/ ଜଟଣୀ,୩୧ା୭(ରବୀନ୍ଦ୍ର ନାଥ ମହାକୁଡ଼):ରାଜ୍ୟରେ ବର୍ତ୍ତମାନ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ମାନ ହ୍ରାସ ପାଇବାରେ ଲାଗିଛି। ଯାହାଦ୍ୱାରା ଛାତ୍ରୀଛାତ୍ରଙ୍କ ପାଠପଢ଼ା ଉପରେ ପ୍ରଭାବ ପଡୁଛି।…

ଆର୍ନିଆ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ…

ଶ୍ରୀନଗର,୩୧।୭ : ଜମ୍ମୁ-କଶ୍ମୀରରେ ସୀମା ପାରରୁ ଅନୁପ୍ରବେଶ ଉଦ୍ୟମକୁ ପୁଣି ଥରେ ବିଏସଏଫ ଯବାନମାନେ ପଣ୍ଡ କରିଛନ୍ତି। ଯବାନମାନେ ଜଣେ ଅନୁପ୍ରବେଶକାରୀଙ୍କୁ ଗୁଳି କରିଛନ୍ତି। ରବିବାର-ସୋମବାର ରାତି…

ଆଉ ଜଣେ ବାବା ଆଖିବୁଜିଲେ

ପୁରୀ,୩୧।୭(ଅଜିତ ମହାନ୍ତି):ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ଲୋକନାଥ ରୋଡ୍‌ସ୍ଥିତ ଗୁରୁକୃପା ଆଶ୍ରମରେ ସାଧୁ ଅର୍ଜୁନ ବାବାଙ୍କୁ ହତ୍ୟା ଘଟଣାରେ ଗୁରୁତର ଆହତ ହୋଇଥିବା ଦୟାନିଧି ବାବା…

କ୍ଷମତା ଦଖଲ ନେତାଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ, ନାଇଜର ବିରୋଧରେ ଅର୍ଥନୈତିକ ପ୍ରତିବନ୍ଧକ…

ନିଆମେ,୩୧।୭ : ପଶ୍ଚିମ ଆଫ୍ରିକୀୟ ନାଇଜର ଦେଶରେ ସେନା ଦାବି କରିଛି ସେମାନେ ଏକ କ୍ଷମତା ଦଖଲ ଆକ୍ରମଣ କରିଛନ୍ତି ଏବଂ ସେମାନେ ରାଷ୍ଟ୍ରପତି ମହମ୍ମଦ ବାଜୁମଙ୍କ…

ଜୟପୁର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ଗୁଳିକାଣ୍ଡ: ୪ ମୃତ

ନୂଆଦିଲ୍ଲୀ,୩୧।୭: ଜୟପୁର ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ଗୁଳିକାଣ୍ଡ ଘଟିଛି। ଏହି ଗୁଳି କାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣା ମହାରାଷ୍ଟ୍ରର ପାଲଘରରୁ ଆସିଛି।…