‘ସ୍ତ୍ରୀଙ୍କ ସହଯୋଗ ବିନା ଏହା ସମ୍ଭବ ନ ଥିଲା’

ଓଡ଼ିଶା ପ୍ରଶାସନିକ ସେବା(ଓସିଏସ୍‌) ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଟାଙ୍ଗରପଡ଼ାର ସୁଦେବ କୁମାର ପୃଷ୍ଟି ରାଜ୍ୟରେ ଟପ୍ପର ହୋଇଛନ୍ତି।…

କଲମ୍ବିଆରେ ସେନା ସହ ଅପରାଧି ମୁହାଁମୁହିଁ, ଅତିକମରେ ୨୦ ମୃତ

ବୋଗୋଟା,୧।୮: କଲମ୍ବିଆ ସେନାର ଏଫଏଆରସି ଅସନ୍ତୁଷ୍ଟ ଓ କ୍ଲେନ ଡେଲ ଗୋଲଫୋ ଅପରାଧିଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଏହି ସଂଘର୍ଷରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି।…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥଗିତ

ପୁରୀ,୧।୮(ଅଜିତ ମହାନ୍ତି):ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥଗିତ ହୋଇଥିବା ନେଇ ବିଶେଷ ସୂତ୍ରରୁ…

ବିଏମ୍‌ସିର ଉଠାଦୋକାନୀ ପ୍ରୀତିକୁ ନେଇ ଅସନ୍ତୋଷ

ଭୁବନେଶ୍ୱର, ୧।୮ (ବନ୍ଦନା ସେଠୀ):ରାଜଧାନୀର ପ୍ରମୁଖ ମାର୍କେଟ କୁହାଯାଉଥିବା ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ଜୁଲାଇ ୧୭ରୁ ବନ୍ଦ ରହିଛି। ୧୫ ଦିନ ଧରି ମାର୍କେଟ ବନ୍ଦ ରହିବା…

୨ ଦିନ ପ୍ରବଳ ଛେଚିବ

ଭୁବନେଶ୍ୱର,୧ା୮(ଅନିଲ ଦାସ):କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟାରେ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଅଗଷ୍ଟ ୪ ତାରିଖ…

ପୃଥିବୀର କକ୍ଷ ପଥ ଛାଡି ଚନ୍ଦ୍ର ଆଡକୁ ଗତିକଲା ଚନ୍ଦ୍ରାୟନ-୩, ଅଗଷ୍ଟ ୫ ଗୁରୁତ୍ୱପୂର୍ଣ୍ଣ

ବେଙ୍ଗାଲୁରୁ,୧।୮: ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ମଙ୍ଗଳବାର ଚନ୍ଦ୍ରାୟନ-୩ ଅନ୍ତରୀକ୍ଷ ଯାନକୁ ପୃଥିବୀର କକ୍ଷରୁ ବାହାର କରି ସଫଳତାପୂର୍ବକ ଚନ୍ଦ୍ରର କକ୍ଷ ଆଡକୁ ପଠାଇଛି। ଇସ୍ରୋ ତା’ର…

୭ ଦିନିଆ ଓଡ଼ିିଶା ଗସ୍ତରେ ମୋହନ ଭାଗବତ

ଭୁବନେଶ୍ବର, ୧ା୮(ସୁନିତ୍‌ ମିଶ୍ର): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ସୋମବାର ୭ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଗଣ୍ଡମୁଣ୍ଡାସ୍ଥିତ ସ୍ବାମୀ ବିବେକାନନ୍ଦ କେନ୍ଦ୍ରର…

ସବୁ ସରକାରୀ କୋଠା ଆଲୋକରେ ଝଲସିବ

ଭୁବନେଶ୍ବର, ୧ା୮(ସୁନିତ୍‌ ମିଶ୍ର):ଚଳିତ ବର୍ଷ ୭୭ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ସୋମବାର…

ସମ୍ବଲପୁରରେ ୨୬୦ ଛୁଇଁଲା ଟମାଟୋ

ସମ୍ବଲପୁର, ୧ା୮ (ଶୁଭାଶିଷ ପାଢ଼ୀ):ଗତ ଜୁନ୍‌ ମାସରୁ ରାଜ୍ୟରେ ଟମାଟୋ ଦର ଅନିୟନ୍ତ୍ରିତ ହୋଇରହିଛି। ଜିଲା ସ୍ତରରେ ଏହାର ଦର ଭିନ୍ନ ରହୁଛି। ପାଣିପାଗରେ ଅନିୟମିତତା, ଅଧିକ…

ବଦଳିଲା ଯୁକ୍ତ୨ ପାଠ୍ୟକ୍ରମ

ଭୁବନେଶ୍ୱର,୧ା୮(ଅନୁରାଧା ମହାରଣା):ଯୁକ୍ତ୨ରେ କେତେକ ପାଠ୍ୟକ୍ରମ ବଦଳିବା ସହ ସିବିଏସ୍‌ଇ ଢାଞ୍ଚାରେ ସରଳୀକରଣ କରାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…