ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି, ୮୦ରୁ ଅଧିକ ଆହତ

ଇସଲାମାବାଦ,୬ା୮: ପାକିସ୍ତାନର ସିନ୍ଧ ପ୍ରଦେଶରେ ରବିବାର ଏକ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ରାଓ୍ବଲପିଣ୍ଡି ଅଭିମୁଖେ ହାଜ୍‌ରା ଏକ୍ସପ୍ରେସର ମୋଟ୍‌ ୧୦ଟି ବଗି କରାଚିଠାରୁ ୨୭୫ କିଲୋମିଟର…

ଢେଙ୍କାନାଳ, ମେରାମୁଣ୍ଡଳୀ ଷ୍ଟେଶନର ହେବ ପୁନର୍ବିକାଶ

ଢେଙ୍କାନାଳ, ୮ା୬(ରତନ ନାୟାର): ଅମୃତ ଭାରତ ଷ୍ଟେଶନ ଯୋଜନାରେ ରବିବାର ଭାରତର ୫୦୮ ରେଳଷ୍ଟେଶନ ପୁନର୍ବିକାଶର ଶିଳାନ୍ୟାସ କରାଯାଇଛି । ନୂଆ ଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ…

ଫ୍ରେଣ୍ଡଶିପ ଡେ’ରେ ନିଜେ ଫୁଡ ଡେଲଭରି ଦେଲେ ଜୋମାଟୋ ସିଇଓ

ନୂଆଦିଲ୍ଲୀ,୬।୮: ରେଷ୍ଟୋରେଣ୍ଟ ଏଗ୍ରିଗେଟର ଓ ଫୁଡ ଡେଲିଭରି କମ୍ପାନୀ ଜୋମାଟୋର ସିଇଓ ଦିପିନ୍ଦର ଗୋୟଲ ରବିବାର କିଛି ଭିନ୍ନ ଢଙ୍ଗରେ ଫ୍ରେଣ୍ଡଶିପ ଡେ’ ବା ବନ୍ଧୁତ୍ୱ ଦିବସକୁ…

ଭବାନୀପାଟଣା ରେଳ ଷ୍ଟେଶନ ପାଇଁ ଖର୍ଚ୍ଚ ହେବ ୨୧ କୋଟି

ଭବାନୀପାଟଣା,୬।୮(ଉତ୍ତମ କୁମାର ଦାଶ): କେନ୍ଦ୍ର ସରକାର ଅମୃତ ଭାରତ ଷ୍ଟେଶନ ଯୋଜନାରେ ରବିବାର କଳାହାଣ୍ଡି ଜିଲା ଭବାନୀପାଟଣା ରେଳ ଷ୍ଟେଶନକୁ ସାମିଲ କରିଛନ୍ତି। ଫଳରେ ଷ୍ଟେଶନର ପୁନଃନିର୍ମାଣ…

ସୁସ୍ଥ ହେଉଛନ୍ତି ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ

କୋଲକାତା,୬।୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ (୭୯) ଙ୍କ ସ୍ବାସ୍ଥ୍ୟରେ ଲଗାତାର ଉନ୍ନତି ହେଉଛି। ରବିବାର ଉଡଲ୍ୟାଣ୍ଡସ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ…

ରାସ୍ତାରେ ଗଛ ପଡ଼ି ଅବରୋଧ

ଦାରିଙ୍ଗବାଡ଼ି,୬ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର କୁଡ଼ିମୁଞ୍ଜାଠାରୁ ଡକରବାଡ଼ିକୁ ସଂଯୋଗ କରୁଥିବା ରାସ୍ତାରେ ବିରାଟକାୟ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଖୁଣ୍ଟ…

ଭର୍ଚୁଆଲ ମୋଡ୍‌ରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ, ବଡ଼ବିଲ ରେଳଷ୍ଟେଶନ ପାଇଁ ୧୬ କୋଟି ଟଙ୍କା ବ୍ୟୟ ବରାଦ

ବଡ଼ବିଲ,୬ା୮(ଦେବପ୍ରିୟ ରଣା): ଅମୃତ ଭାରତ ଷ୍ଟେଶନ ଯୋଜନାରେ ଭାରତୀୟ ରେଳବାଇର ୧୩୦୯ଟି ଷ୍ଟେଶନର ପୁନଃ ବିକାଶ ହେବାକୁ ଯାଉଛି। ଏହି ଯୋଜନା ଅଧୀନରେ ଓଡ଼ିଶାର ୫୭ଟି ଷ୍ଟେଶନକୁ…

ନା ଏସି, ନା ଭିଭିଆଇପି ଟ୍ରିଟମେଣ୍ଟ; ୮୦୪ କଏଦୀ ଥିବା ଜେଲରେ ରହୁଛନ୍ତି ଇମ୍ରାନ, ବ୍ରିଟିଶ ଶାସକ ସମୟର ଅଟୋକ ଜେଲ

ଇସଲାମାବାଦ,୬।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଅଟୋକ ଜେଲରେ ବନ୍ଦୀ କରି ଦିଆଯାଇଛି। ପଞ୍ଜାବ ଅଞ୍ଚଳର ସୀମାରେ ଥିବା ଅଟୋକ ଜେଲ ଏକ ଐତିହାସିକ ଜେଲ,…

‘ବିରୋଧୀ ମହାମେଣ୍ଟର ନେତା ଏବେ ବ୍ୟାକବେଞ୍ଚର ହୋଇ ରହିଗଲେ’, ନୀତୀଶଙ୍କୁ ଟାର୍ଗେଟ କଲେ ଚିରାଗ

ପାଟନା,୬।୮: ଏଲଜେପି ମୁଖ୍ୟ (ରାମ ଭିଲାସ) ଏବଂ ଏମପି ଚିରାଗ ପାସୱାନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଖୁବ ବର୍ଷିଛନ୍ତି। ରବିବାର ସେ କହିଛନ୍ତି ଯେ…

ଅଷ୍ଟ୍ରେଲିଆରେ ହୃଦୟ ବିଦାରକ ଘଟଣା, ନିଆଁରେ ପୋଡି ହୋଇ ପିତାଙ୍କ ସମେତ ୫ ଶିଶୁ ମୃତ

ସିଡନୀ,୬।୮: ଅଷ୍ଟ୍ରେଲିଆର ରସେଲ ଦ୍ୱୀପରେ ରବିବାର ଜଣେ ପିତାଙ୍କ ସମେତ ୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାକୁ ହୃଦୟ ବିଦାରକ ଓ ଭୟଙ୍କର…