ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ୩୧ରେ

ନୂଆଦିଲ୍ଲୀ,୬।୮: ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଗୁୟାନା,୬।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଆଜି ଖେଳାଯିବ। ଏହି ମ୍ୟାଚ ଗୁୟାନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ।…

ଜଣେ ଲେଖାଏ ଶିକ୍ଷକରେ ଚାଲିଛି ଜିଲାର ୭୨ ସ୍କୁଲ

ନବରଙ୍ଗପୁର,୬।୮(ସଦାଶିବ ପ୍ରହରାଜ)ପ୍ରତ୍ୟେକ କ୍ଷେତ୍ରରେ ମୂଳଦୁଆ ହେଉଛି ମୁଖ୍ୟ। ଶିକ୍ଷା କ୍ଷେତ୍ରରେ ପ୍ରାଥମିକ ଶିକ୍ଷାକୁ ଜ୍ଞାନ ଅର୍ଜନର ମୂଳଦୁଆ କୁହାଯାଏ। ତେବେ ଜିଲାରେ ୭୨ ବିଦ୍ୟାଳୟ ଜଣେ ଲେଖାଏ…

ଆମେରିକା ମୁହାଁ ଚାଇନା: ଆଉ ୨୦ ମିଟର ଦୂରରେ…

ଓ୍ବାଶିଂଟନ/ବେଜିଂ,୬।୮ : ଆମେରିକାର ସାଉଥ କମାଣ୍ଡ ଜେନେରାଲ ଲୌରା ରିଚାର୍ଡସନ ଅଗଷ୍ଟ ୬ରେ ୱାଶିଂଟନରେ କହିଛନ୍ତି ଚାଇନା ନିଜର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ମାଧ୍ୟମରେ ଲାଟିନ…

୫୦୮ ରେଳ ଷ୍ଟେଶନର ପୁନର୍ନିର୍ମାଣ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୬।୮ : ଭାରତରେ ୫୦୮ ରେଳ ଷ୍ଟେଶନର ପୁନର୍ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଏହି…

ରୁଷିଆ-ୟୁକ୍ରେନ ବିବାଦର ସମାଧାନ ପାଇଁ ଭାରତ ସକ୍ରିୟ: ଡୋଭାଲ…

ଜେଦା,୬।୮ : ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସାଉଦି ଆରବ ସହର ଜେଦାରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ…

ତ୍ରିପୁରାରେ ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ସ୍କୁଲରେ ପୂରାଇ ଦିଆଗଲାନି

ଅଗରତାଲା,୬।୮: ତ୍ରିପୁରାର କୋରୋଇମୁରା ଉଚ୍ଚ ମାଧ୍ୟମିକ ସ୍କୁଲରେ ହିଜାବକୁ ନେଇ ହିନ୍ଦୁ ଓ ମୁସଲମାନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭାଜନ ଦେଖାଦେଇଛି। ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀମାନଙ୍କୁ ସ୍କୁଲ୍‌ରେ…

ଲୁଣାନଦୀର ବନ୍ୟାସ୍ରୋତରେ ଚାଲିଛି ଯାତ୍ରୀବାହୀ ଡଙ୍ଗା

ମହାକାଳପଡ଼ା,୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ମହାନଦୀ, ଲୁଣା ଓ ପାଇକା ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ହେଲେ କେତେକ ଫେରି ଘାଟର ଘାଟିଆମାନେ…

ଘରେ ପଶି ମହିଳାଙ୍କ ପାଦ ଘଷୁଥିବା ଆମେରିକୀୟ ଗିରଫ

ଓ୍ବାଶିଂଟନ,୬।୮: ଘରେ ପଶି ଶୋଇଥିବା ମହିଳାମାନଙ୍କ ପାଦ ଘଷୁଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଆମେରିକାର ନେଭାଡ଼ାରୁ ଗିରଫ କରିଛି। ମାର୍କ ଆନ୍ଥୋନୀ ଗୋଞ୍ଜାଲେସ୍‌ (୨୬) ନାମକ ଏହି ଯୁବକ…

ମେହବୁବା ମୁଫ୍‌ତି ଗୃହବନ୍ଦୀ

ଶ୍ରୀନଗର,୬।୮(ପି.ଟି.): ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଶନିବାର ୪ ବର୍ଷ ପୂରିଛି। ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଓ ତାଙ୍କ ଦଳର କେତେଜଣ ବରିଷ୍ଠ ନେତାଙ୍କୁ…