ନାଳପାଣିରେ ଭାସି ମହିଳା ମୃତ

ପାଟଣା,୨୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ମଲାରପଦା ଗ୍ରାମ ନାଳରେ ଶୁକ୍ରବାର ଜଣେ ମହିଳା ଗାଧୋଇବାକୁ ଯାଇ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା…

ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତି, ସେପ୍ଟେମ୍ବର ୧ଯାଏ ବଢିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୨୫।୮: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳିଛି। ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ଅନ୍ତରୀଣ ଜାମିନକୁ ସର୍ବୋଚ୍ଚ ନ୍ୟାୟାଳୟ ସେପ୍ଟେମ୍ବର…

ୟୋ-ୟୋ ଟେଷ୍ଟରେ କୋହଲି ହାସଲ କଲେ ରେକର୍ଡ ଅଙ୍କ, ଫଟୋ ପୋଷ୍ଟ କରି…

ନୂଆଦିଲ୍ଲୀ,୨୫।୮: ଏସିଆ କପ୍‌ ୨୦୨୩ ପୂର୍ବରୁ ଭାରତୀୟ କ୍ରିକେଟର ଗୁରୁବାର ଫିଟନେସ୍‌ ‘ଡ୍ରିଲ୍ସ’ର ଅଭ୍ୟାସ କରିଥିଲେ। ଏଥିରେ ୟୋ-ୟୋ ଟେଷ୍ଟ ସାମିଲ ଥିଲା। ଏହି ଟେଷ୍ଟରେ ବିରାଟ…

ସଂସଦ ଭବନରେ ପ୍ରଦର୍ଶିତ ହେବ ‘ଗଦର ୨’

ସନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଫିଲ୍ମ ‘ପଠାନ’ ପରେ ୨୦୨୩ ବର୍ଷର…

ମୁଁ ଗ୍ୟାରେଣ୍ଟି ଦେଉଛି, ୨୦୨୪ରେ ଆମେ ଭାଜପାକୁ ହରାଇବୁ: ରାହୁଲ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ଲଦାଖରେ କାର୍ଯ୍ୟକର୍ତ୍ତାଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ…

ଭାଜପା ସହ ଆଦୌ ମେଣ୍ଟ କରିବୁ ନାହିଁ:ସୁଖବୀର ସିଂ ବାଦଲ

ଚଣ୍ଡିଗଡ,୨୫।୮: ପଞ୍ଜାବର ରାଜନୈତିକ ସର୍କଲରେ ଶିରୋମଣି ଅକାଳୀ ଦଳ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ମିଳିତ ମେଣ୍ଟକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି।…

ଚହଲଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲେ ହରଭଜନ

ନୂଆଦିଲ୍ଲୀ,୨୫।୮: ଅଗଷ୍ଟ ୩୦ରେ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍‌ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟରେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସ୍ଥାନ ମିଳିନାହିଁ।…

କ୍ୟାପ୍‌ଟେନ୍‌ କୁଲଙ୍କ ସେଲିବ୍ରେଶନ୍‌, ଦେଖନ୍ତୁ ଭାଇରାଲ ଭିଡିଓ 

ନୂଆଦିଲ୍ଲୀ,୨୫।୮: ୨୩ ଅଗଷ୍ଟ ୨୦୨୩ ଭାରତ ଲାଗି ଐତିହାସିକ ଦିନ ଥିଲା। ପ୍ରତ୍ୟେକ ଦେଶବାସୀଙ୍କ ନଜର ‘ଚନ୍ଦ୍ରୟାନ-୩’ ମିଶନ ଉପରେ ଥିଲା। ଅପରାହ୍ନ ୬.୦୪ରେ ସଫଳତାର ସହ…

ଅଗଷ୍ଟରେ ହେବନି ‘ଇଣ୍ଡିଆ’ର ବୈଠକ

ନୂଆଦିଲ୍ଲୀ,୨୫।୮: ୩୦-୩୧ ଅଗଷ୍ଟରେ ମୁମ୍ବାଇରେ ହେବାକୁ ଥିବା ‘ଇଣ୍ଡିଆ’ ବୈଠକ ବର୍ତ୍ତମାନ ସେପ୍ଟେମ୍ବର ୧ ତାରିଖରେ ଅନୁଷ୍ଠିତ ହେବ। ଏନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରେ ଶୁକ୍ରବାର…

ମିଳୁନି ପାରିଶ୍ରମିକ, ଦୁଃଖ ଶେୟାର କଲେ ହସର ରାଣୀ

ମୁମ୍ବାଇ: ଛୋଟପରଦାର ସବୁଠାରୁ ସଫଳ ହାସ୍ୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଭାରତୀ ସିଂ ଅନ୍ୟତମ। ସେ ବର୍ଷ ବର୍ଷ ଧରି କମେଡି ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି। ତାଙ୍କ…