ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର: ପ୍ରତି ପଞ୍ଚାୟତକୁ ୫ ଲକ୍ଷ

ଭୁବନେଶ୍ୱର,୧୦।୭ (ଅନୀଲ ଦାସ): ରାଜ୍ୟ କ୍ୟାବିନେଟ ବୈଠକ ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ପଞ୍ଚାୟତିରାଜ ବିଭାଗରେ ନୂଆ ଯୋଜନା କାର୍ଯ୍ୟକାରୀ…

ନାଟୋ ଶିଖର ସମ୍ମିଳନୀ ପୂର୍ବରୁ ବିଟ୍ରେନରେ ବାଇଡେନ-ସୁନକଙ୍କ ଆଲୋଚନା

ଲଣ୍ଡନ,୧୦।୭: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ବ୍ୟାପକ ଭୂ-ରାଜନୀତିକୁ ନେଇ…

ଅପରେଶନ୍‌ ବେଳେ ଠାବ ହେଲା ମାଓବାଦୀ କ୍ୟାମ୍ପ: ବିଭିନ୍ନ ସାମଗ୍ରୀ ଜବତ 

ମାଲକାନଗିରି,୧୦।୭(ନୃସିଂହ ଚରଣ ମହାନ୍ତି): କାଲିମେଳା ଥାନା ଅନ୍ତର୍ଗତ  ବଡ଼ିଗେଟା ପଞ୍ଚାୟତର  ମାରିଗେତା ଗ୍ରାମ ନିକଟ ଗମ୍ପାକୋଣ୍ଡା  ରିଜର୍ଭ ଜଙ୍ଗଲରେ ୧୪୨ ବାଟାଲିୟନର ବିଏସ୍‌ଏଫ ସୁରକ୍ଷାକର୍ମୀ  ସୋମବାର ଅପରେଶନ…

୩ ଲକ୍ଷ ଟଙ୍କାର ହୁଡା ପିନ୍ଧି ଟ୍ରୋଲ ହେଲେ ମଲାଇକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ନିଜର ହଟ ଲୁକ୍‌ ଏବଂ ଫିଗର ପାଇଁ ବେଶ୍‌ ଜଣାଶୁଣା। ମଲାଇକା ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ।…

କ୍ରିକେଟରେ ଧୋନି ସବୁଠାରୁ ବଡ଼ ଚେହେରା: ଗାଭାସ୍କର

ନୂଆଦିଲ୍ଲୀ,୧୦।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଲିଟିଲ ମାଷ୍ଟର ଭାବରେ ଜଣାଶୁଣା ସୁନୀଲ ଗାଭାସ୍କର ୭୪…

ଟାଇଟଲ ହାତେଇଲେ ସେନ୍‌

କାଲଗାରି,୧୦ା୭: ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ କାନାଡା ଓପନ୍‌ ବିଡବ୍ଲ୍ୟୁଏଫ୍‌ ସୁପର୍‌ ୫୦୦ ଟାଇଟଲ ବିଜୟୀ ହୋଇଛନ୍ତି। ଫାଇନାଲରେ ମ୍ୟାଚ୍‌ରେ ଅଲ୍‌ ଇଂଲଣ୍ଡ ଚାମ୍ପିୟନ…

ସମ୍ପତ୍ତି ପାଇଁ ମା’କୁ ଆକ୍ରମଣ କଲା ପୁଅ

ପାରଳାଖେମୁଣ୍ଡି,(ଗିରିଧାରୀ ପରିଛା)୧୦।୭: ପାରଳାଖେମୁଣ୍ଡି ସହରର ଅର୍ଣ୍ଣପୂର୍ଣ୍ଣା ନଗର-୨ରେ ଜଣେ ପୁଅ ସମ୍ପତ୍ତି ପାଇଁ ନିଜ ମା’କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସମ୍ପତ୍ତି ପାଇଁ ପରିଣତ ବୟସରେ…

ସିରିଜ୍‌ ବୋମା ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ଗିରଫ

ବେଗୁନିଆପଡ଼ା,୧୦ା୭(ସୁଶାନ୍ତ ପଟ୍ଟନାୟକ): ଗଞ୍ଜାମ ଜିଲା କୋଦଳା ଏନଏସି ଅଧୀନ ବଂଗଲା ସାହିରେ ସିରିଜ୍‌ ବୋମା ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତଙ୍କୁୁ ସୋମବାର ପୋଲିସ କୋର୍ଟ ଚାଲାଣ କରିଛି।…

୧୨ ଜୁଲାଇରେ ସମ୍ପ୍ରସାରଣ ହୋଇପାରେ ମୋଦି କ୍ୟାବିନେଟ

ନୂଆଦିଲ୍ଲୀ,୧୦।୭: ସମସ୍ତ ମୁଖ୍ୟ ଦଳ ଲୋକ ସଭା ନିର୍ବାଚନ-୨୦୨୪ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୋଟିଏ ପଟେ ବହୁ ବିରୋଧୀ ଦଳ ଏକ ବୃହତ୍‌ ମେଣ୍ଟ ଗଠନ ପ୍ରକ୍ରିୟାରେ…

ବିଭିନ୍ନ ସମସ୍ୟା ନେଇ ବନ୍ଦ ହେଲା ଦୋକାନ

ଛତ୍ରପୁର,୧୦ା୭(ସନ୍ତୋଷ ପାଢ଼ୀ ): ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ସୋମବାର ଦୋକାନ ବନ୍ଦ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ଏନ୍‌ଏସି…