ପଦ୍ମାବତୀ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

ହାଇଦ୍ରାବାଦ୍‌,୧୯।୭: ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ପଦ୍ମାବତୀ ଏକ୍ସପ୍ରେସ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଛି। ବୁଧବାର ସନ୍ଧ୍ୟାରେ ତିରୁପତି ରେଳ ଷ୍ଟେଶନରେ ପଦ୍ମାବତୀ ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା।…

‘ପ୍ରୋଜେକ୍ଟ କେ’ରୁ ପ୍ରଭାସଙ୍କ ଫାଷ୍ଟ ଲୁକ୍‌ ଆଉଟ୍‌

ବମ୍ବେ: ଫିଲ୍ମ ‘ଆଦିପୁରୁଷ’ ପରେ ଏବେ ସାଉଥ୍‌ ସୁପରଷ୍ଟାର ପ୍ରଭାସ ‘ପ୍ରୋଜେକ୍ଟ କେ’ ଜରିଆରେ ବଡ଼ ପରଦାକୁ ଫେରୁଛନ୍ତି। ବୁଧବାର ଏହାର ଫାଷ୍ଟ ଲୁକ୍‌ ଶେୟାର କରିଛନ୍ତି…

ପାକିସ୍ତାନ ୨୦୫ ରନ୍‌ରେ ଅଲଆଉଟ୍‌

କଲମ୍ବୋ,୧୯।୭: ଏମର୍ଜିଙ୍ଗ ଏସିଆ କପରେ ଭାରତୀୟ-ଏ ଦଳ ଏବଂ ପାକିସ୍ତାନ-ଏ ଦଳ ମଧ୍ୟରେ ମୁକାବିଲା ଚାଲିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା…

ଚତୁର୍ଥ ପର୍ଯ୍ୟାୟ ୫-ଟି ସ୍କୁଲ ରୂପାନ୍ତର ନକ୍ସା ପ୍ରସ୍ତୁତ

ଭୁବନେଶ୍ୱର,୧୯ା୭(ଅସମାପିକା ସାହୁ): ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଛାତ୍ରୀଛାତ୍ର ତଥା ଅଭିଭାବକମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଛି। ସ୍କୁଲ ଭିତ୍ତିଭୂମିର ରୂପାନ୍ତର ସହିତ ପାଠ ପଢ଼ିବା…

ବିରୋଧୀଙ୍କ ଦାବି ପରେ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ 

ନୂଆଦିଲ୍ଲୀ,୧୯।୭: ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ। ଏହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ। ଏହାପୂର୍ବରୁ ବୁଧବାର(ଜୁଲାଇ ୧୯) କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ…

ଉପରକୁ ଉଠିଲେ ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୧୯।୭: ଭାରତୀୟ ପ୍ରିମିୟର ଲିଗର ୧୬ତମ ସିଜନରେ ଖରାପ ପ୍ରଦର୍ଶନ ପରେ ରୋହିତ ଶର୍ମା ଫର୍ମକୁ ଫେରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ରୋହିତ ଚମତ୍କାର ଶତକ…

ପାକିସ୍ତାନୀ ବନ୍ଧୁଙ୍କ ସହ ଫଟୋ ଶେୟାର କଲେ ଭାରତୀୟ ବ୍ୟକ୍ତି, ଲେଖିଲେ ଏମିତି…

ଆଜିକାଲି ସୀମା ହାଇଦର ଏବଂ ସଚିନଙ୍କ ମାମଲା ଚର୍ଚ୍ଚାରେ ରହିଛି। ଜଣେ ଭାରତୀୟ ଯୁବକଙ୍କୁ ଭଲ ପାଇବା ପରେ ଭାରତକୁ ଆସିଥିବା ଜଣେ ପାକିସ୍ତାନୀ ମହିଳାଙ୍କ ପ୍ରେମ…

ରାଶିଫଳ: ଗୁରୁବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବହୁଦିନରୁ ଚିନ୍ତାକରିପାରି ନ ଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ ଅସୁବିଧା ହେବ ନାହିଁ।…

ଆମେରିକାରେ ପ୍ରଦର୍ଶନ ହେବ ଭାରତୀୟ ସଂସ୍କୃତି, ନୀତା ଅମ୍ବାନୀ କରିବେ ସହାୟତା

ଓ୍ବାଶିଂଟନ,୧୯ା୭: ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କ ସହାୟତାରେ ଆମେରିକାର ପ୍ରତିଷ୍ଠିତ ମେଟ୍‌ ସଂଗ୍ରହାଳୟ ଭାରତୀୟ ଇତିହାସ ଉପରେ ଏକ ପ୍ରଦର୍ଶନୀ ଆୟୋଜନ କରିବାକୁ…

ସ୍ବଳ୍ପ ବର୍ଷା, ଆଗେଇ ପାରୁନାହିଁ ଚାଷକାର୍ଯ୍ୟ

କେସିଙ୍ଗା,୧୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ସ୍ବଳ୍ପ ବର୍ଷା ଯୋଗୁ ଚାଷ କାମ ଆଗେଇ ପାରୁନାହିଁ। ସମଗ୍ର କେସିଙ୍ଗା ବ୍ଲକରେ ୨୯ ହଜାର ୭୩୦ ହେକ୍ଟର…