‘ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ନିଘୋଡ଼ ନିଦ୍ରାରେ’

ଭୁବନେଶ୍ବର, ୨୬ା୭(ସୁନିତ୍‌ ମିଶ୍ର): ମଣିପୁରରେ ଦେଖାଦେଇଥିବା ହିଂସାକୁ ନେଇ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ୍‌ ୟାସିର ନୱାଜଙ୍କ ନେତୃତ୍ୱରେ ମଣିପୁର ହିିଂସାକାଣ୍ଡ,…

ଫିଫା ମହିଳା ବିଶ୍ୱକପ: ଫିଲିପାଇନ୍ସ, କଲମ୍ବିଆ ବିଜୟୀ

ଓ୍ବେଲିଂଟନ୍‌, ୨୬ା୭(ପି.ଟି.): ଫିଫା ମହିଳା ଫୁଟବଲ୍‌ ବିଶ୍ୱକପ୍‌ରେ ମଙ୍ଗଳବାର ଫିଲିପାଇନ୍ସ, କଲମ୍ବିଆ ବିଜୟ ହାସଲ କରିଥିବା ବେଳେ ସୁଇଜରଲାଣ୍ଡ ବିପକ୍ଷରେ ପଏଣ୍ଟ ବାଣ୍ଟିଛି ନରଓ୍ବେ। ଫିଲିପାଇନ୍ସ ବିଶ୍ୱକପ୍‌…

ଦ୍ୱିତୀୟ ସ୍ଥାନକୁ ଖସିଲା ଭାରତ

ଦୁବାଇ,୨୬ା୭(ପି.ଟି.): ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ ଡ୍ର ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଷ୍ଟାଣ୍ଡିଂରେ ଦ୍ୱିତୀୟ ସ୍ଥାନକୁ ଖସିଆସିଛି। ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ…

ଭାରତ ୫ ଟେଷ୍ଟ, ୩ ଦିନିକିଆ, ୮ ଟି୨୦ ଖେଳିବ

ନୂଆଦିଲ୍ଲୀ, ୨୬।୭ (ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ୨୦୨୩-୨୪ ଘରୋଇ ସିଜନ ପାଇଁ ଟିମ୍‌ ଇଣ୍ଡିଆର କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି। ଏହି ସମୟ…

ଭାରତୀୟ ଦଳରେ ଓଡ଼ିଶାର ଅମିତ

ନୂଆଦିଲ୍ଲୀ, ୨୬।୭: ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫି ଚେନ୍ନାଇର ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଅଗଷ୍ଟ ୩ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ…

ଦ୍ରାସରେ କାର୍ଗିଲ ବିଜୟ ଦିବସର ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଜନାଥ ସିଂ

ନୂଆଦିଲ୍ଲୀ,୨୬।୭: ୨୪ ତମ କାର୍ଗିଲ ବିଜୟ ଦିବସ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଯୁଦ୍ଧ ସ୍ମାରକକୁ ଚୂଡାନ୍ତ ରୂପ ଦିଆଯାଇଛି। ୧୯୯୯ରେ ଏହି ଦିନ ଭାରତ ଦୁନିଆର…

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ, ଅଧୀର ରଞ୍ଜନଙ୍କ ଘୋଷଣା

ନୂଆଦିଲ୍ଲୀ,୨୬।୭: ସଂସଦର ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ମଧ୍ୟ ଗୃହ ଉତ୍ତେଜନାପୂର୍ଣ୍ଣ ଥିଲା। ମଙ୍ଗଳବାର ଲୋକ ସଭା ଓ ରାଜ୍ୟ ସଭାରେ ବହୁ ଅସନ୍ତୋଷ ଦେଖାଦେଇଥିଲା। ମଣିପୁର…

ଆଲଜେରିଆ ଜଙ୍ଗଲରେ ନିଆଁ: ଗଲାଣି ୩୪ ଜଣଙ୍କର ଜୀବନ

ଅଲଜିୟର୍ସ,୨୬।୭: ଉତ୍ତର ଆଲଜେରିଆର ଜଙ୍ଗଲ, ଗ୍ରାମ ଏବଂ ସହରଗୁଡ଼ିକରେ ଲାଗିଥିବା ଅଗ୍ନିକାଣ୍ଡରେ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ବୈଦେଶିକ ଗଣମାଧ୍ୟମ ଅନୁଯାୟୀ, ଆଲଜେରିଆ ପ୍ରତିରକ୍ଷା…

ଭାରତୀୟ ମୂଳ ମାଧବ ଚିନ୍ନାପ୍ପାଙ୍କୁ ଚାକିରିରୁ ହଟାଇଲା ଗୁଗୁଲ

କାଲିଫର୍ନିଆ,୨୬।୭: ବିଶ୍ୱର ସର୍ବବୃହତ ଟେକ କମ୍ପାନୀ ଗୁଗୁଲ ଏହାର ନ୍ୟୁଜ ଇକୋସିଷ୍ଟମ ଡେଭଲପମେଣ୍ଟର ନିର୍ଦ୍ଦେଶକ ମାଧବ ଚିନ୍ନାପ୍ପାଙ୍କୁ ହଟାଇ ଦେଇଛି। ଭାରତୀୟ ମୂଳ ମାଧବ ଚିନ୍ନାପ୍ପା ୧୩…