ସଂଖ୍ୟାବଳର ଅହଂକାର

ନୂଆଦିଲ୍ଲୀ/ଇମ୍ଫାଲ,୨୯ା୭: (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୩ ମାସ ପୂରିବାକୁ ବସିଲାଣି ମଣିପୁର ହିଂସାକୁ। ସରକାର ହିସାବ ଦେଇପାରୁ ନାହାନ୍ତି କେତେ ମୃତ, କେତେ ଆହତ ଓ କେତେଜଣ…

ଗୋଚର ଜମିରେ ବେଆଇନ ନିର୍ମାଣ

ଯାଜପୁର,୨୯ା୭(ହର୍ଷବର୍ଦ୍ଧନ ବେହେରା): ସରକାରୀ ଜମି ଥିବା ସତ୍ତ୍ୱେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ପକ୍ଷରୁ ଗୋଚର ଜମିରେ ଗଛ କାଟି ବେଆଇନ ଭାବେ ମେଗା…

୩୫ ବର୍ଷ ପରେ ମାଆଙ୍କୁ ପାଇଲେ ପୁଅ

ପଟିଆଲା,୨୯ା୭: ଦୀର୍ଘ ୩୫ ବର୍ଷ ପରେ ଜଣେ ମହିଳାଙ୍କୁ ତାଙ୍କ ପୁଅ ଖୋଜି ପାଇଛନ୍ତି। ଜଗଜିତ୍‌ ସିଂ ବନ୍ୟା ଉଦ୍ଧାର କାର୍ଯ୍ୟରେ ସ୍ବେଚ୍ଛାସେବୀ ଭାବେ ନିୟୋଜିତ ଥିବାବେଳେ ନିଜ…

ଇଂଲଣ୍ଡ, ଚାଇନା ବିଜୟୀ: ଆର୍ଜେଣ୍ଟିନା-ଦକ୍ଷିଣ ଆଫ୍ରିକା ମ୍ୟାଚ ଡ୍ର

ସିଡ୍‌ନୀ/ଡୁନେଡିନ୍‌/ ଆଡିଲେଡ୍‌, ୨୯ା୭: ଚଳିତ ଫିଫା ମହିଳା ଫୁଟବଲ ବିଶ୍ୱକପ୍‌ରେ ଶୁକ୍ରବାର ଇଂଲଣ୍ଡ ଓ ଚାଇନା ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ଆର୍ଜେଣ୍ଟିନା ଓ…

ଅଭିଷେକ ବାନାର୍ଜୀଙ୍କ ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀ ଏବଂ ତାଙ୍କ ସ୍ତ୍ରୀ ରୁଜିରାଙ୍କ ନାଁରେ ଇସ୍ୟୁ ହୋଇଥିବା ଲୁକ୍‌ ଆଉଟ୍‌…

ଆଣବିକ ଖଣିଜ ଉତ୍ତୋଳନ ପାଇଁ ଘରୋଇ ସଂସ୍ଥାକୁ ମିଳିବ ଅନୁମତି

ନୂଆଦିଲ୍ଲୀ,୨୯ା୭: ଲିଥିୟମ ସମେତ ୬ ଆଣବିକ ଖଣିଜ ଉତ୍ତୋଳନ ଲାଗି ଘରୋଇ ସଂସ୍ଥାକୁ ଅନୁମତି ମିଳିବ। ଏଥିପାଇଁ ଶୁକ୍ରବାର ଲୋକ ସଭାରେ ଖଣି ଓ ଖଣିଜ(ବିକାଶ ଓ ନିୟନ୍ତ୍ରଣ)…

୨ ପ୍ରଯୋଜକ ଗୋଷ୍ଠୀ ମୁହଁାମୁହିଁ, ଯୁକ୍ତିତର୍କରୁ ହାତାହାତି

ଭୁବନେଶ୍ୱର,୨୯।୭(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ସିନେ ପ୍ରଯୋଜକଙ୍କୁ ନେଇ ଗଠିତ ଉତ୍କଳ ସିନେ ଚାମ୍ବର୍ସ ଅଫ୍‌ କମର୍ସ(ୟୁସିସି)ରେ ଏବେ ଗୋଷ୍ଠୀକନ୍ଦଳ ଚରମ ସୀମାରେ ପହଞ୍ଚତ୍ଛି। ୟୁସିସି ଅଧୀନରେ କାର୍ଯ୍ୟ…

ସ୍ମିଥ୍‌ଙ୍କ ଅର୍ଦ୍ଧଶତକ ସମ୍ମାନ ରଖିଲା

ଲଣ୍ଡନ, ୨୯।୭: ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ୫ମ ତଥା ଅନ୍ତିମ ଆଶେସ କ୍ରିକେଟ ଟେଷ୍ଟରେ ଷ୍ଟିଭେନ୍‌ ସ୍ମିଥଙ୍କ ଅର୍ଦ୍ଧଶତକ ଅଷ୍ଟ୍ରେଲିଆର ସମ୍ମାନ ରଖିଛି। ପ୍ରଥମ ଇନିଂସରେ ଇଂଲଣ୍ଡ…

ଫିଲିପାଇନ୍ସରେ ବୋଟ୍‌ ଦୁର୍ଘଟଣା: ୨୭ ମୃତ

ମାନିଲା,୨୯ା୭: ଫିଲିପାଇନ୍ସର ଏକ ହ୍ରଦରେ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯିବାରୁ ୨୭ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବୋଟ୍‌ରେ ସାମର୍ଥ୍ୟଠାରୁ ଅଧିକ ଯାତ୍ରୀ ଥିବା ଜାଣି ମଧ୍ୟ ଏହାକୁ ଚଳାଇବା…

ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ୪୫୦ ଛୁଇଁଲା

ଭୁବନେଶ୍ୱର, ୨୯।୭ (ବନ୍ଦନା ସେଠୀ): ଦିନକୁ ଦିନ ରାଜଧାନୀ ଭୁବନେଶ୍ବର ଡେଙ୍ଗୁ ହଟ୍‌ସ୍ପଟ୍‌ ପାଲଟୁଛି। ୨୬ ତାରିଖ ସୁଦ୍ଧା ସହରରୁ ୩୫୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ…