ଲୋକ ସଭାରେ ଆଜି ଆଗତ ହେବ ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୯।୯: ଆଜି ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍‌ ଆଗତ ହେବ। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ ଗୃହରେ ଉପସ୍ଥାପନ କରିବେ। ଆସନ୍ତାକାଲି…

ଆକ୍ସନ ମୋଡରେ ଭାରତ, କାନାଡା ହାଇ କମିଶନରଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୯: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦିପ ସିଂ ନିଜ୍ଜରଙ୍କ ହତ୍ୟା ସଂପର୍କରେ କାନାଡା ପ୍ରଧାନମନ୍ତ୍ରୀ ଭାରତ…

ପୁରୁଣା ସଂସଦ ଭବନରେ ଚାଲିଛି ଫଟୋ ସେସନ

ନୂଆଦିଲ୍ଲୀ,୧୯।୯: ସଂସଦର ବିଶେଷ ଅଧିବେଶନର ମଙ୍ଗଳବାର ହେଉଛି ଦ୍ୱିତୀୟ ଦିନ। କେନ୍ଦ୍ର ସରକାରଙ୍କ ଦ୍ୱାରା ଡକାଯାଇଥିବା ସଂସଦର ପାଞ୍ଚ ଦିନିଆ ସ୍ବତନ୍ତ୍ର ଅଧିବେଶନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନରୁ…

ଇମ୍ଫାଲ ଘାଟୀରେ ମହିଳା ସଂଗଠନର ୪୮ ଘଣ୍ଟା ବନ୍ଦ ଡାକରା, ଗିରଫ ହୋଇଥିବା ୫ ଯୁବକଙ୍କୁ ମୁକ୍ତ କରିବାକୁ ଦାବି

ଇମ୍ଫାଲ,୧୯।୯: ମଣିପୁରର ଇମ୍ଫାଲ ଘାଟୀ ଜିଲାରେ ମେଇତେଇ ମହିଳା ସଂଗଠନର ମୀରା ପୈବି ଏବଂ ଅନ୍ୟାନ୍ୟ ସ୍ଥାନୀୟ କ୍ଲବ ମଧ୍ୟରାତ୍ରିରୁ ୪୮ ଘଣ୍ଟା ପାଇଁ ବନ୍ଦ ଡାକରା…

ତାମିଲ ଅଭିନେତା-ନିର୍ମାତା ବିଜୟଙ୍କ ୧୬ ବର୍ଷର ଝିଅ କଲେ ଆତ୍ମହତ୍ୟା

ହାଇଦ୍ରାବାଦ: ତାମିଲ ଅଭିନେତା ତଥା ନିର୍ମାତା ବିଜୟ ଆଣ୍ଟୋନିଙ୍କ ଝିଅ ମୀରାଙ୍କ ୧୯ ସେପ୍ଟେମ୍ବର ଅର୍ଥାତ୍‌ ମଙ୍ଗଳବାର ସକାଳେ ପରଲୋକ ଘଟିଛି। କୁହାଯାଉଛି ଯେ, ବିଜୟଙ୍କ ୧୬…

ଏଠାରେ କୌଣସି ମେଳା ହେଉନି: ସଂଯୁକ୍ତ ରାଷ୍ଟ୍ର ମହାସଭାରେ ବାଇଡେନଙ୍କ ବ୍ୟତୀତ ପହଞ୍ଚିଲେ ନାହିଁ ଆଉ କୌଣସି ବଡ ନେତା

ନ୍ୟୁୟର୍କ,୧୯।୯: ସଂଯୁକ୍ତ ରାଷ୍ଟ୍ର ମହାସଭାରେ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଅଧିକାଂଶ ନେତା ଅନୁପସ୍ଥିତ ରହିପାରନ୍ତି। କେବଳ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସଂଯୁକ୍ତ ରାଷ୍ଟ୍ର…

କାନାଡାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲା ଭାରତ

ନୂଆଦିଲ୍ଲୀ/ଓଟାଓ୍ବା,୧୯।୯: ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ହାତ ଥାଇପାରେ ବୋଲି କାନାଡା ଅଭିଯୋଗକୁ ଭାରତ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଛି। କାନାଡାର ପ୍ରଧାନମନ୍ତ୍ରୀ…

ରୁଷିଆ ଆକ୍ରମଣରେ କମ୍ପିଲା ୟୁକ୍ରେନ ସହର ଲଭିଭ, ଗୋଦାମରେ ଅଗ୍ନିକାଣ୍ଡ, କେତେକ ଲୋକ ଆହତ

କିଭ୍‌,୧୯।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ଧରୁନାହିଁ। ପୁଣିଥରେ ପଶ୍ଚିମ ୟୁକ୍ରେନ ସହର ଲଭିଭରେ ମଙ୍ଗଳବାର ସକାଳେ ବିସ୍ଫୋରଣରେ କମ୍ପିତ…

ବର୍ଷା ଲାଗି ୧୯ ଜିଲାକୁ ସତର୍କତା

ଭୁବନେଶ୍ୱର,୧୯।୯: ତୁହାକୁ ତୁହା ବର୍ଷାରେ ଭିଜୁଛି ଓଡ଼ିଶା । ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଜାରି ରହିଛି । ଓଡ଼ିଶାର ଅଧିକାଂଶ ଜିଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ…

ଫେକ୍‌ ଭୋଟରଙ୍କୁ ହଟାଇବା ଦାବି

ନୟାଗଡ଼,୧୯।୯(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାରେ ସ୍ଥାନୀତ ହୋଇଥିବା ୨୦ ହଜାର ଫେକ ଭୋଟରଙ୍କୁ ହଟାଇବା ପାଇଁ ନୟାଗଡ଼ର କେତେଜଣ ଭୋଟର ସୌମ୍ୟ ରଞ୍ଜନ…