‘୧୯ ମାସରେ ୧୬୦୦ରୁ ଅଧିକ ମାନବିକ ଅଧିକାର ଉଲ୍ଲଂଘନ କରିଛି ତାଲିବାନ’

ନ୍ୟୁୟର୍କ,୨୦ା୯: ତାଲିବାନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଟକ ରଖାଯାଇଥିବା ଲୋକଙ୍କ ଉପରେ ୧୬୦୦ରୁ ଅଧିକ ମାନବିକ ଅଧିକାରର ଉଲ୍ଲଂଘନ କରିଥିବା ରେକର୍ଡ କରିଛି ମିଳିତ ଜାତିସଂଘ। ସେମାନଙ୍କ ମଧ୍ୟରୁ…

୫୦ ପ୍ରତିଶତ ଭୋଟର ନୋଟା ବଟନ ଦବାଇଲେ ଛାଡିଦେବି ରାଜନୀତି: ଓମାର ଅବଦୁଲ୍ଲା…

ଶ୍ରୀନଗର,୨୦।୯ : ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା କହିଛନ୍ତି ଯଦି ଜମ୍ମୁ କଶ୍ମୀରର ୫୦ ପ୍ରତିଶତ ଭୋଟର ନିର୍ବାଚନରେ ନୋଟା ବଟନ ଦବାନ୍ତି ତେବେ ମୁଁ…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଦୈହିକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ଋଣ ପରିଶୋଧ ସାଙ୍ଗକୁ ପୂର୍ବଶତ୍ରୁତା ଦୁଶ୍ଚିନ୍ତା ବୃଦ୍ଧି କରିବ। ଅବଶ୍ୟ…

ନୂଆଖାଇରେ ଦୁଲୁକିଲା କେସିଙ୍ଗା

କେସିଙ୍ଗା,୨୦ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମହାସମାରୋହରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ବୁଧବାର ଶାନ୍ତି ଶୃଙ୍ଖଳା ସହ ପାଳିତ ହୋଇଯାଇଛି। ମଙ୍ଗଳବାର ସକାଳୁ ଗ୍ରାମର…

ପୂର୍ବଓଡ଼ିଶାରେ ପଶ୍ଚିମଓଡ଼ିଶାର ମାହୋଲ

ନିଶ୍ଚିତକୋଇଲି,୨୦ା୯(ଅଶୋକ ମହାପାତ୍ର): କଟକ ଜିଲା ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ମା’ ବେଲେଶ୍ୱରୀ ପୀଠରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ମାହୋଲ ଦେଖିବାକୁ ମିଳିଛି। ଏହି ଉପଲକ୍ଷେ ପୂଜାର୍ଚ୍ଚନା…

ମଧ୍ୟପ୍ରଦେଶରେ ଭାଜପାକୁ ଝଟକା: ପୂର୍ବତନ ଏମପିଙ୍କ ସହିତ ବହୁ ନେତା କଂଗ୍ରେସରେ ଯୋଗ ଦେଲେ…

ଭୋପାଳ,୨୦।୯ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ପରିବର୍ତ୍ତନ ପ୍ରକ୍ରିୟା ଦ୍ରୁତ ଗତିରେ ଜାରି ରହିଛି। କେତେବେଳେ କଂଗ୍ରେସ ଭାଜାପା ବିରୋଧରେ ଗତି କରୁଛି, ଆଉ…

ଗଞ୍ଜାମରେ ଲାଗିରହିଛି ବର୍ଷା, ଧାନଚାଷ ପ୍ରଭାବିତ

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଦୁଇଦିନ ହେଲା ଝଡ଼ିବର୍ଷା ଲାଗିରହିଛି। ଏହି ଲଗାଣ ବର୍ଷା ଯୋଗୁ ହାତ ବାନ୍ଧି ବସିଛନ୍ତି ବିଭିନ୍ନ ବ୍ୟବସାୟୀ। ଲୋକେ ପଦାକୁ ବାହାରି…

ରାମ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ, ପୋଲିସର ହଜିଲା ନିଦ…

ଲକ୍ଷ୍ନୌ,୨୦।୯ : ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ସମୟରେ ଏକ ଧମକପୂର୍ଣ୍ଣ କଲ ପୋଲିସର ନିଦ ହଜାଇ ଦେଇଛି। କଲର୍‌ କହିଛନ୍ତି…

କର୍ଲାମୁଣ୍ଡାରେ ନୂଆଖାଇ ପର୍ବ ପାଳିତ

କର୍ଲାମୁଣ୍ଡା,୨୦ା୯(ପ୍ରଦୀପ କୁମାର ସାହୁ): ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ବୁଧବାର ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ…

କାନାଡା ଖଲିସ୍ତାନୀଙ୍କୁ ପାଣ୍ଠି ଯୋଗାଉଛି ଆଇଏସଆଇ…

ନୂଆଦିଲ୍ଲୀ,୨୦।୯ : ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ପାଇଁ ଅନ୍ତର୍ଜାତୀୟ ସ୍ତରରେ କାନାଡା ସରକାରଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। ଏଥି ସହିତ ଭାରତ ସହ ସମ୍ପର୍କରେ ସମସ୍ୟା…