ହ୍ବାଟସଆପ ଚ୍ୟାନେଲରେ ଯୋଡି ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ହ୍ବାଟସଆପ ଚ୍ୟାନେଲରେ ଯୋଡି ହୋଇଯାଇଛନ୍ତି। ହ୍ବାଟସ ଆପ ଚ୍ୟାନେଲରେ ଯୋଗଦେବାର କିଛି ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କର ୨୩ହଜାରରୁ ଅଧିକ ଫଲୋୟର୍ସ…

ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ିଆସୁଛି ବିରାଟକାୟ ଉଲ୍‌କା ପିଣ୍ଡ, ଯାହାକି ୨୨ ପରମାଣୁ ବୋମା ଶକ୍ତି ସହ ସମାନ: ନାସା

ନ୍ୟୁୟର୍କ,୨୧ା୯: ମହାକାଶରୁ ପୃଥିବୀ ଆଡ଼କୁ ଆସୁଥିବା ଏକ ବିରାଟକାୟ ଉଲ୍‌କାପିଣ୍ଡ ପୃଥିବୀକୁ ଧ୍ୱଂସ କରିବ ବୋଲି ନାସାର ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକମାନେ ପ୍ରକୃତ ତାରିଖ ବି କହିସାରିଲେଣି।…

‘୪୦ ଲକ୍ଷ ହିସାବରେ କିଣା ଯାଇଥିଲେ ୪ ଏମପି’, କ୍ୟାଶ ଫର ଭୋଟ ଅଭିଯୋଗ ଉପରେ ସୁପ୍ରିମକୋର୍ଟରେ କାହିଁକି ଆବଶ୍ୟକ ପଡିଲା ପୁଣି ଶୁଣାଣି

ନୂଆଦିଲ୍ଲୀ,୨୧।୯: ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ୧୯୯୩ ଭୋଟ (ନୋଟ ବଦଳରେ ଭୋଟ) ମାମଲାର ଶୁଣାଣି କରିବ। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଗଠିତ ୫ସଦସ୍ୟ ବିଶିଷ୍ଟ…

‘ହିନ୍ଦୁ-ଶିଖ ସମ୍ପ୍ରଦାୟକୁ ବିଭାଜନ କରିବାକୁ ଚେଷ୍ଟା’, ଖଲିସ୍ତାନୀ ଆତଙ୍କବାଦୀଙ୍କୁ କଡା ଜବାବ ଦେଲେ ସାଂସଦ

ଓଟାଓ୍ବା,୨୧।୯: କାନାଡା ଏବଂ ଭାରତ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ କାନାଡାର ଭାରତୀୟ ମୂଳବାସିନ୍ଦା ସାଂସଦ ଚନ୍ଦ୍ର ଆର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ମୌଳକବାଦୀ ଉପାଦାନଗୁଡ଼ିକ…

ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ଖେଳିବେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌, ବାଦ୍‌ ପଡିଲେ ଏହି ୨ ଖେଳାଳି

ସିଡ଼ନୀ,୨୧।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୨୨ସେପ୍ଟେମ୍ବରରୁ ଦିନିକିଆ ସିରିଜ୍‌ ଆରମ୍ଭ ହେଉଛ। ସିରିଜର ପ୍ରଥମ ମ୍ୟାଚ ମୋହାଲିରେ ଖେଳାଯିବ। ଏହା ପୂର୍ବରୁ ଅଷ୍ଟ୍ରେଲୀୟ ପ୍ରଶଂସକଙ୍କ ପାଇଁ…

ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ୪ ବର୍ଷ ପରେ ନିର୍ବାଚନ

ନୂଆଦିଲ୍ଲୀ,୨୧।୯: ଚାରି ବର୍ଷ ପରେ ଅର୍ଥାତ୍‌ କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ ଅନୁଷ୍ଠିତ ହେବ। ଅଧ୍ୟକ୍ଷ, ଉପାଧ୍ୟକ୍ଷ,…

ବାଟବଣା କଲା ଗୁଗ୍‌ଲ ମ୍ୟାପ, ଘଟିଲା ଏମିତି…

ଓ୍ବାଶିଂଟନ,୨୧ା୯: ଆଜିକାଲି ଟେକ୍ନୋଲୋଜି ବହୁତ ଆଗେଇଛି। ଲୋକେ ଆଗେ ଅଜଣା ସ୍ଥାନ ବିଷୟରେ ଲୋକଙ୍କୁ ପଚାରିବା ସହ ଅଯଥା ସମୟ ନଷ୍ଟ କରୁଥିଲେ। ମାତ୍ର ଗୁଗ୍‌ଲ ମ୍ୟାପ୍‌…

ଇମ୍ରାନଙ୍କ ନାଁରେ ହିଂସା ଉସକାଉଥିବା ଅଭିଯୋଗ, ହୋଇପାରେ ମୃତ୍ୟୁ ଦଣ୍ଡ!

ଇସଲାମାବାଦ,୨୧।୯: : ମେ ୯ରେ ହୋଇଥିବା ହିଂସା ଘଟଣାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ‘ଅପରାଧିକ ଷଡଯନ୍ତ୍ର’ ଅଭିଯୋଗ କରାଯାଇଛି। ଏହାର ସର୍ବାଧିକ ଦଣ୍ଡ…

ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ସ୍ଥାନରେ, ଦ୍ୱିତୀୟରେ ବିବେକ ରାମସ୍ବାମୀ

ଓ୍ବାଶିଂଟନ୍‌,୨୧।୯: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ଭାରତୀୟ ବଂଶୋଭବ ବିବେକ ରାମସ୍ବାମୀ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ସ୍ଥାନରେ ଅଛନ୍ତି।…

୨୦୨୪ ନିର୍ବାଚନ ପୂର୍ବରୁ ଜେଜେପିକୁ ବଡ ଧକ୍କା

ଚଣ୍ଡିଗଡ଼,୨୧।୯: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ସେମାନଙ୍କର ରାଜନୀତିର ସମିକରଣ ସେଟ କରିବାରେ ଲାଗି ପଡିଛନ୍ତି। ଯେହେତୁ ପ୍ରତ୍ୟେକ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକରେ…