ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ

ଭୁବନେଶ୍ୱର,୨୭ା୯: ଆସନ୍ତା ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ କରାଯିବ ବୋଲି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ବୁଧବାର ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।…

ସଂସଦରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବିଧୁରୀଙ୍କୁ ଭାଜପା ଦେଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୭।୯: ସଂସଦ ସ୍ବତନ୍ତ୍ର ଅଧିବେଶନରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏମ୍‌ପି କୁଅଁର ଦାନିସ ଅଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଭାଜପାର ଲୋକ ସଭା ସଦସ୍ୟ…

ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର

କୋରାପୁଟ,୨୭ା୯(ଅମିତାଭ ବେହେରା): କୋରାପୁଟିଆ ପାଳକ ସମ୍ମିଳନୀ ପକ୍ଷରୁ ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଓ ଅବହେଳା ପ୍ରତିବାଦରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା…

ଭାରତକୁ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ

ରାଜକୋଟ,୨୭।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଆଜି ରାଜକୋଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ…

ଆପୋଲ ୧ର ୩ମହାକାଶ ଯାତ୍ରୀ ମହାକାଶରେ ହୋଇଯାଇଥିଲେ ଜୀବନ୍ତ ଦଗ୍ଧ, ଦୁର୍ଘଟଣାର ଅଡିଓ ଭାଇରାଲ

ଓ୍ବାଶିଂଟନ୍‌,୨୭।୯: ବିଶ୍ୱର ଅନେକ ଚନ୍ଦ୍ର ମିଶନ ସମ୍ପର୍କରେ କେବେ ବି ଆଲୋଚନା ହେଲେ ଆମେରିକାର ଆପୋଲୋ ୧ ବିଷୟରେ ନିଶ୍ଚେ ଆଲୋଚନା ହୁଏ। ଚନ୍ଦ୍ରରେ ପାଦ ଥାପିବା…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ଆର୍ଥିକ ସ୍ବଚ୍ଛଳତା ସତ୍ତ୍ୱେ ଆତ୍ମୀୟଙ୍କ ବିରୋଧରୁ ମାନସିକ ଶାନ୍ତି ବ୍ୟାହତ ହେବ। ପଡ଼ୋଶୀ କେହି ପ୍ରତିବାଦର ସ୍ବର…

ପୁଣି ଚମକିଲେ ଓଡ଼ିଆ ଝିଅ ମନସ୍ବିନୀ

ଗଞ୍ଜାମ,୨୭ା୯(ବିଦ୍ୟାଧର ସାହୁ): ମୁମ୍ବାଇର ଜାତୀୟ ୟାଚିଂ ସିନିୟର ସେଲିଂ ଚାମ୍ପିୟନଶିପ୍‌ରେ ଗଞ୍ଜାମର ଝିଅ ମନସ୍ବିନୀ ମହାରଣା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମନସ୍ବିନୀ ଆର୍‌ଏକ୍ସ ମହିଳା ବର୍ଗରେ…

ବିବାହ ଲେହେଙ୍ଗାରେ ଏପରି କାରୁକାର୍ଯ୍ୟ କରି ଜେଜେମାଆଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପରିଣୀତି

ମୁମ୍ବାଇ: ପରିଣୀତି ଓ ରାଘବ ଚଢାଙ୍କ ବିବାହ ଧୁମଧାମରେ ଶେଷ ହୋଇଛି। ତେବେ ମ୍ୟାରେଜରେ ପରିଙ୍କର ଲେହେଙ୍ଗାକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି। ଅଫ ହ୍ବାଇଟ ରଙ୍ଗର…

ଏଲପିଜି ସବସିଡି-ମାଗଣା ରାଶନ ଯୋଜନାର ହେବ ସମୀକ୍ଷା, ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଲାଗି ନୂଆ ରଣନୀତି …

ନୂଆଦିଲ୍ଲୀ,୨୭।୯ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ଏଲପିଜିର ସମୀକ୍ଷା କରିବାକୁ କେନ୍ଦ୍ର ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ସର୍ବବୃହତ…

୩ମାସରେ ୮୩୦୦କୋଟି ଟଙ୍କା ଋଣ ପରିଶୋଧ କରିବ ବେଦାନ୍ତ, କମ୍ପାନୀର ରେଟିଂ ହ୍ରାସ କଲା ମୁଡିଜ

ନୂଆଦିଲ୍ଲୀ,୨୭।୯: ଉଦ୍ୟୋଗପତି ଅନିଲ ଅଗ୍ରୱାଲଙ୍କ କମ୍ପାନୀ ବେଦାନ୍ତର ସମସ୍ୟା ବଢିବାରେ ଲାଗିଛି। କମ୍ପାନୀ କରଜରେ ବୁଡି ରହିଛି। ବର୍ତ୍ତମାନ ମୁଡି ଇନଭେଷ୍ଟର୍ସ ସର୍ଭିସେସ କମ୍ପାନୀର କ୍ରେଡିଟ ରେଟିଂ…