‘ଗଦ୍ଦର ୩’କୁ ନେଇ ପ୍ରତିକ୍ରିୟା ରଖିଲେ ଅମିଶା

ମୁମ୍ବାଇ: ବଲିଉଡର ଅଗାଧାଡିର ନାୟକ ସନ୍ନି ଦଓ୍ବେଲ ଓ ଆଗଧାଡିର ନାୟିକା ଅମିଶା ପଟେଲଙ୍କ ଅଭିନୀତ ମୁଭି ‘ଗଦ୍ଦର ୨’ ବକ୍ସ ଅଫିସରେ ତହଲକା ମଚାଉଛି। ଫିଲ୍ମ ଏମିତି ସକସେସ ହେବ ବୋଲି କେହି ଆଶା ବି କରି ନ ଥିଲେ। ବିଦେଶରେ ବି ଗଦ୍ଦର ୨ର ତୁଫାନ ଜାରି ରହିଛି। ସନ୍ନି ଓ ଅମିଶା ଦୁବଇରୁ ଲଣ୍ଡନ ପର୍ଯ୍ୟନ୍ତ ଗଦ୍ଦର ୨ର ପ୍ରମୋଟ କରଛନ୍ତି। ଏହାତ ଏବେ ସୁପର ଡୁପର ହିଟ୍‌ ହୋଇଯାଇଛି। ହେଲେ ଏବେ ଦର୍ଶକ ଅପେକ୍ଷା କରିଛନ୍ତି ‘ଗଦ୍ଦର ୩’କୁ। ଏହାକୁ ନେଇ ଅଭିନେତ୍ରୀ ଏକ ଇଣ୍ଟରଭ୍ୟୁରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।

ଅମିଶା କହିଛନ୍ତି ‘ଗଦ୍ଦର ୩’କୁ ନେଇ ମୋ ପାଖରେ କିଛି ଆଇଡିଆ ନାହିଁ। ଏ ସର୍ମ୍ପକରେ କଥା ହେବା ଏବେ ଜଲଦବାଜି ହୋଇପାରେ। ଦର୍ଶକେ ଏବେ ଗଦ୍ଦରର ମଜା ଉଠାଉଛନ୍ତି। ଏବେ ଦର୍ଶକେ ଗଦ୍ଦର ୨ର ପ୍ରେମରେ ପଡିଯାଇଛନ୍ତି। ତେଣୁ ଏବେ ଏହା ପୁଣିଥରେ ଇତିହାସ ରଚିବାକୁ ଯାଉଛି। ତେଣୁ ମୋତେ ଲାଗୁ ନାହିଁ କେହି ଏବେ ଗଦ୍ଦର ୩କୁ ନେଇ କିଛି ଚିନ୍ତା କରିଥିବେ।
ଅଭିନେତ୍ରୀ କହିଛନ୍ତି ଦେଶରେ ଏବେ ଗଦ୍ଦର ୨ର ସୁନାମି ଚାଲିଛି। ସମସ୍ତେ ଏବେ ତାରା ସିଂ ଓ ସକିନାକୁ ଏକାଠି ଦେଖିବାକୁ ଉତ୍ସାହିତ ଅଛନ୍ତି। ଫିଲ୍ମକୁ ନେଇ ମିଳିଥିବା ରିଭ୍ୟୁ ବିଷୟରେ ବି ଅମିଶା କଥା ହୋଇଛନ୍ତି। ସେ କହିଛନ୍ତି, ଲୋକେ ଗଦ୍ଦର ୨ରେ ତାଙ୍କୁ ଏବଂ ସନ୍ନିଙ୍କୁ ଅଧିକ ସମୟ ସ୍କ୍ରିନରେ ଦେଖିବାକୁ ଚାହୁଁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟେନ୍‌ସନ୍‌ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ

ଓ୍ବାଶିଂଟନ୍‌,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri