Categories: Video

Amazing health benefits of Karela | ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଲରା

Bitter melon, also known as bitter gourd is a unique vegetable-fruit that has a number of health benefits with ability to manage diabetes, reduce symptoms of cancer, effects of hemorrhoids, improve respiratory health, improve skin quality and boost the immune system.

କଲରା ନାଁ ଶୁଣିଲେ ସାଧାରଣତଃ ପିତାଳିଆ ସ୍ୱାଦ କଥା ମନକୁ ଆସିଥାଏ । ସବୁଜ ରଙ୍ଗର ଏହି ପରିବାଟିର ସ୍ୱାଦ ଯଦିଓ ପାଟିକୁ ସ୍ୱାଦିଷ୍ଟ ଲାଗି ନପାରେ, ମାତ୍ର ଏଥିରେ ଭରିରହିଛି ଅନେକ ପ୍ରକାରର ପୋଷଣ। ଏହି ପରିବାଟି ଶରୀର ପାଇଁ ବେଶ୍ ଉପକାରୀ। ତେବେ ଏହା ଖାଇବା ଦ୍ୱାରା ଶରୀରକୁ କେଉଁ ପ୍ରକାରର ସୁଫଳ ମିଳିଥାଏ ଆସନ୍ତୁ ଜାଣିବା।