ବଲିଉଉଡ୍‌ର ଏହି ସବୁ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ଅକ୍ଷୟ କୁମାର: ସ୍ତ୍ରୀଙ୍କ ଥିଲା କଡ଼ା ନଜର

ସେପ୍ଟେମ୍ବର ୯ରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର। କୌଣସି ଗଡ୍‌ଫାଦର ନଥାଇ ଅକ୍ଷୟ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିଥିଲେ। ଆଜି ତାଙ୍କର ପ୍ରାୟ ପ୍ରତ୍ୟେକ ଫିଲ୍ମ କୋଟି କୋଟି ଟଙ୍କା ଆୟ କରୁଛି। ସେ ତାଙ୍କର ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନ ଯୋଗୁ ଆଲୋଚନାରେ ରହିଥାନ୍ତି। ଏପରିକି ତାଙ୍କ ନାମ ଅନେକ ବରିଷ୍ଠ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି। ଜାଣନ୍ତୁ କେଉଁ କେଉଁ ଅଭିନେତ୍ରୀମାନଙ୍କ ସହିତ ବେଲବଟମ୍‌ ତାରକା ଅକ୍ଷୟ କୁମାରଙ୍କ ନାମ ଯୋଡ଼ା ଯାଇଥିଲ।…

ଶିଳ୍ପା ସେଟ୍ଟୀ
ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସହ ଅଭିନେତା ଅକ୍ଷୟ କୁମାରଙ୍କ ସମ୍ପର୍କକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ଦର୍ଶକ ପରଦା ଏବଂ ବାସ୍ତବ ଜୀବନରେ ଉଭୟଙ୍କୁ ଦେଖିବାକୁ ପସନ୍ଦ କରୁଥିଲେ। ଅକ୍ଷୟ ଶିଳ୍ପା ଏବଂ ଟ୍ବିଙ୍କଲ ଖାନ୍ନାଙ୍କୁ ଏକାଠି ଡେଟ କରୁଥିଲେ। ପରେ ସେ ଟ୍ବିଙ୍କଲଙ୍କୁ ବିବାହ କରିଥିଲେ। ଉଭୟଙ୍କ ବ୍ରେକଅପ ପରେ ଅକ୍ଷୟ ଏବଂ ଶିଳ୍ପାଙ୍କ ଫିଲ୍ମ ଧଡକନ୍‌ ରିଲିଜ୍‌ ହୋଇଥିଲା।

ରେଖା
କ ହିନ୍ଦୀ ସିନେମାର ସୁନ୍ଦର ଅଭିନେତ୍ରୀ ରେଖାଙ୍କ ସହ ମଧ୍ୟ ଅକ୍ଷୟଙ୍କ ନାମ ଯୋଡ଼ା ଯିବା ହେବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରେଖା ତାଙ୍କ ଫିଲ୍ମ ‘ଖିଲାଡିଓ କେ ଖିଲାଡି’ ସମୟରେ ଅକ୍ଷୟଙ୍କ ପ୍ରେମରେ ପଡିଥିଲେ। ଏକଦା ଅକ୍ଷୟଙ୍କ ଗର୍ଲଫ୍ରେଣ୍ଡ ଥିବା ରବିନା ଟଣ୍ଡନ ଗଣମାଧ୍ୟମ ଆଗରେ କହିଥିଲେ ଯେ, ରେଖା ତାଙ୍କ ସୀମାରେ ରହିବା ଉଚିତ୍‌।

ରବିନା ଟଣ୍ଡନ

୯୦ ଦଶକର ହିଟ ଯୋଡ଼ିମାନଙ୍କ ମଧ୍ୟରୁ ଅକ୍ଷୟ ଏବଂ ରବିନାଙ୍କ ନାମ ମଧ୍ୟ ବହୁତ ଚର୍ଚ୍ଚା ହୋଇଥିଲା। ଫିଲ୍ମ ମୋହରାର ସେଟରେ ଭେଟିବା ପରେ ଦୁହେଁ ତିନି ବର୍ଷ ଧରି ଏକାଠି ଥିଲେ। କିନ୍ତୁ, ପ୍ରତ୍ୟେକ ଝିଅ ସହିତ ଫ୍ଲର୍ଟ କରିବାର ଅକ୍ଷୟଙ୍କ ଅଭ୍ୟାସ ହେତୁ ସମ୍ପର୍କ ଭାଙ୍ଗିଯାଇଥିଲା।

ଆୟେଶା ଜୁଲ୍କା
ଅଭିନେତା ଅକ୍ଷୟ କୁମାରଙ୍କ ନାମ ୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ଆୟେଶା ଜୁଲ୍କାଙ୍କ ସହ ମଧ୍ୟ ଯୋଡ଼ା ଯାଇଥିଲା। ପ୍ରତ୍ୟେକ ସମ୍ପର୍କ ପରି, ଏହି ସମ୍ପର୍କରେ ମଧ୍ୟ ଆୟେଶା ଅକ୍ଷୟଙ୍କୁ ବିବାହ କରିବା ପାଇଁ ଗମ୍ଭୀର ଥିଲେ, ତଥାପି ଅକ୍ଷୟ ଏଥିରେ ରାଜି ହୋଇ ନ ଥିଲେ।

କ୍ୟାଟ୍ରିନା କୈଫ
ଅଭିନେତ୍ରୀ କ୍ୟାଟ୍ରିନା କୈଫ ଙ୍କ ନା ଅକ୍ଷୟ କୁମାରଙ୍କ ସହ ଯୋଡ଼ା ଯାଇଥିଲା ତେବେ ଦୁହେଁ ଏହାକୁ କେବଳ ଗୁଜବ ବୋଲି ଖଣ୍ଡନ କରିଥିଲେ।

ପ୍ରିୟଙ୍କା ଚୋପ୍ରା

ଅକ୍ଷୟଙ୍କ ବିବାହ ପରେ ମଧ୍ୟ ତାଙ୍କ ପ୍ରେମ ସମ୍ପର୍କିୟ ଚର୍ଚ୍ଚା ଥମି ନ ଥିଲା। ବିବାହର କିଛି ବର୍ଷ ପରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଥିଲା। ତେବେ ଉଭୟ ଏହି ପ୍ରସଙ୍ଗରେ କୌଣସି ସ୍ପଷ୍ଟୀକରଣ ଦେଇ ନ ଥିଲେ। କିନ୍ତୁ, ଟ୍ବିଙ୍କଲ ଅକ୍ଷୟଙ୍କୁ ପ୍ରିୟଙ୍କାଙ୍କ ସହ କାମ କରିବାକୁ ବାରଣ କରିଥିଲେ।

ପୂଜା ବାତ୍ରା
ଅଭିନେତ୍ରୀ ପୂଜା ବାତ୍ରା ମଧ୍ୟ ଅକ୍ଷୟଙ୍କୁ ଡେଟ କରିଥିଲେ। କିନ୍ତୁ ଉଭୟଙ୍କ ସମ୍ପର୍କ ବେଶି ଦିନ ତିଷ୍ଠି ନ ଥିଲା।
ଟୁଇଙ୍କଲ ଖାନ୍ନା

ଟ୍ବିଙ୍କଲ ଖାନ୍ନା ତାଙ୍କର ପୁରୁଣା ସମ୍ପର୍କ ହେତୁ ଅକ୍ଷୟଙ୍କ ସହ ନିର୍ବନ୍ଧ ଭାଙ୍ଗିଥିଲେ। କିନ୍ତୁ, ପରେ ଅକ୍ଷୟ ବୁଝାଇବା ପରେ ବିବାହ ପାଇଁ ଟ୍ବିଙ୍କଲ ତାଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ ଯେ, ଯଦି ଫିଲ୍ମ ମେଲା ଫ୍ଲପ ହୁଏ ତେବେ ସେ ତାଙ୍କୁ ବିବାହ କରିବେ। ଶେଷରେ ତାହାହିଁ ଘଟିଥିଲା। ଫିଲ୍ମ ମେଲା ବକ୍ସ ଅଫିସରେ ଫ୍ଲପ ହେବା ପରେ ଉଭୟ ବିବାହ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri