ମୋଦି ଜିତିବା ପରେ ଏମାନଙ୍କୁ ହେଲା ବଡ଼ ଫାଇଦା, ବଢ଼ିଗଲା ସେୟାର

ନୂଆଦିଲ୍ଲୀ, ୯ା୬: ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ସେୟାର ବଜାରରେ ଏକ ପ୍ରକାର ଭୂକମ୍ପ ଦେଖିବାକୁ ମିଳିଥିଲା। ଜୁନ୍‌ ୪ରେ ସେନ୍‌ସେକ୍ସ ପାଖାପାଖି ୬ ପ୍ରତିଶତ ହ୍ରାସ ହୋଇଯାଇଥିଲା। ବଡ଼ ବଡ଼ କମ୍ପାନୀ ମାନଙ୍କର ସେୟାର ଅହେତୁକ ହ୍ରାସ ପାଇଥିଲା। ଯେଉଁଥିରେ ମୁକେଶ ଅମ଼୍ବାନୀଙ୍କ ରିଲାଏନ୍ସ, ଭାରତୀ ଏୟାରଟେଲ୍‌, ଟିସିଏସ୍‌ ଭଳି କମ୍ପାନୀର ସେୟାର ରହିଥିଲା । ହେଲେ ଏହାର ପରଦିନ ଅର୍ଥାତ ଜୁନ୍‌ ୫ ତାରିଖରୁ ବଜାର ସ୍ଥିତି ଧିରେ ଧିରେ ସୁଧୁରି ଥିଲା । ତିନିଦିନ ଲଗାତାର ବଜାରରେ ବୃଦ୍ଧି ହୋଇଥିଲା। ପୁନର୍ବାର ମୋଦି ସରକାର ଆସୁଥିବାରୁ ବଜାରରେ ଏପରି ବୃଦ୍ଧି ହୋଇଥିଲା ଯେ, ସେନ୍‌ସେକ୍ସ ଏବଂ ନିଫ୍ଟି ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି, ନୂଆ ରେକର୍ଡ ସ୍ତର ଛୁଇଁଥିଲା।

ପୂର୍ବ ସପ୍ତାହରେ ୧୦ଟି ସବୁଠାରୁ ବଡ଼ କମ୍ପାନୀଙ୍କ ମଧ୍ୟରୁ ୮ଟିର ମାର୍କେଟ୍‌ କ୍ୟାପିଟଲ୍‌ରେ ପାଖାପାଖି ୩.୨୮ ଲକ୍ଷ କୋଟି ଯୋଡ଼ି ହୋଇଛି । ଟାଟା ଗ୍ରୁପ୍‌ର ସବୁଠାରୁ ବଡ଼ କମ୍ପାନୀ ଟିସିଏସ୍‌ର ବଜାର ମୂଲ୍ୟାଙ୍କନ ୮୦,୮୨୮.୦୮ କୋଟି ବୃଦ୍ଧିପାଇ ୧୪,୦୮,୪୮୫.୨୯ କୋଟିରେ ପହଞ୍ଚିଯାଇଛି। ଏହାପରେ ସବୁଠାରୁ ବଡ଼ ଏଫ୍‌ଏମ୍‌ସିଜି କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ରେ ୫୮,୨୫୮.୧୧ କୋଟି ଯୋଡ଼ି ହୋଇଛି। ଫଳରେ ଏହାର ମାର୍କେଟ୍‌ କ୍ୟାପିଟଲ୍‌ ୬,୦୫,୪୦୭.୪୩ କୋଟି ଟଙ୍କାରେ ପହଞ୍ଚିଛି। ଅନ୍ୟପଟେ ଦେଶର ସବୁଠାରୁ ବଡ଼ କମ୍ପାନୀ ରିଲାଏ୍ସ ଇଣ୍ଡଷ୍ଟ୍ରିଜ୍‌ରେ ୫୪,୦୨୪.୩୫ କୋଟି ଟଙ୍କା ବୃଦ୍ଧି ପାଇ ୧୯,୮୮,୭୪୧.୪୭ କୋଟିରେ ପହଞ୍ଚି ଯାଇଛି । ସେହିପରି ଦେଶର ସବୁଠାରୁ ବଡ଼ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ମୂଲ୍ୟାଙ୍କନରେ ୫୨,୭୭୦.୫୯ କୋଟି ବୃଦ୍ଧି ପାଇ ୬,୩୬୬୩୦.୮୭ କୋଟିରେ ପହଞ୍ଚିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri