Categories: Video

ପ୍ରକୃତିଙ୍କ ପାଖରେ ଏମିତି ପ୍ରମାଣ ଅଛି, କିଛି ଲୋକଙ୍କ ଭଦ୍ରମୁଖା ଖୋଲିଯିବ

ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି, ସେ ଯାହା ସହ କାମ କରିବେ ସେ କ’ଣ ତାଙ୍କୁ ବୁଲିବୁଲି ପିଟୁଥିବେ । ଶୁଣନ୍ତୁ ବାବୁ, ତୃପ୍ତି ଓ ପ୍ରକୃତିଙ୍କ ଘଟଣାକୁ ନେଇ କ’ଣ କହୁଛନ୍ତି ପ୍ରକୃତି ମିଶ୍ରଙ୍କୁ ଆଇନଗତ ସହଯୋଗ କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ