ଆଦାନୀ ହାତକୁ ଗଲା ମାଙ୍ଗାଲୋର ବିମାନବନ୍ଦର

ନୂଆଦିଲ୍ଲୀ: ମାଙ୍ଗାଲୋର ବିମାନ ବନ୍ଦର ଲିଜ ଆଦାନୀ ଗ୍ରୁପ ନିକଟକୁ ଆସିଛି। ଏହି ବିମାନ ବନ୍ଦର କୁ ଗ୍ରୁପ ୫୦ ବର୍ଷିଆ ଲିଜ୍‌ରେ ନେଇଥିବା ଜଣାପଡିଛି। ଏୟାର ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ଶୁକ୍ରବାର ମଧ୍ୟ ରାତ୍ରିରେ ଏ ସଂକ୍ରାନ୍ତ କାଗଜପତ୍ରକୁ ଆଦାନୀଗ୍ରୁପକୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସରକାର ଗତବର୍ଷ ଫେବୃୟାରୀରେ ଦେଶର ୬ ବଡ ବିମାନ ବନ୍ଦରକୁ ଘରୋଇକରଣ କରିଥିଲେ। ଏହା ମଧ୍ୟରେ ଲକ୍ଷ୍ନୌ, ଅହମ୍ମଦାବାଦ, ଜୟପୁର, ମାଙ୍ଗାଲୋର, ଥିରୁଭାନନ୍ତପୁରମ ଏବଂ ଗୌହାଟି ଭଳି ବିମାନବନ୍ଦର ରହିଛି। କମ୍ପିଟିଟିଭ୍‌ ବିଡିଂ ଧାରାରେ ଆଦାନୀ ଏହି ସବୁ ବିମାନ ବନ୍ଦର ପରିଚାଳନା ଲାଗି ଅନୁମତି ଲାଭ କରିଛି। ମାଙ୍ଗାଲୋର,ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ବିମାନ ବନ୍ଦରର ଅପରେନନ୍ସ, ପରିଚାଳନା ଏବଂ ଉନ୍ନତୀକରଣ ଲାଗି ଫେବୃୟାରୀ ୧୪ରେ ଏଏଆଇ ଆଦାନୀ ସହ ଚୁକ୍ତି କରିଥିଲା। ସେହିଭଳି ଜୟପୁର, ଗୁଆହାଟି ଏବଂ ଥିରୁଭାନନ୍ତପୁରମ ଲାଗି ଚୁକ୍ତି ସେପ୍ଟେମ୍ବରରେ ହୋଇଛି। ଚୁକ୍ତି ମୁତାବକ, ଆଦାନୀ ନିକଟକୁ ଅକ୍ଟୋବର ୩୧ରେ ମାଙ୍ଗାଲୋର ବିମାନ ବନ୍ଦର ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୭ ବର୍ଷରେ ବି ଫିଟ୍‌ ଅଛନ୍ତି ନୀତା ଅମ୍ବାନୀ: ଜାଣନ୍ତୁ କିପରି…

ବର୍ତ୍ତମାନ ସମୟରେ ଯୁବର୍ଗଙ୍କ ପାଇଁ ମୋଟାପଣ ଏକ ବଡ଼ ସମସ୍ୟା ହୋଇ ଛିଡ଼ାହୋଇଛି। ବୟସ୍କ ଲୋକମାନଙ୍କ ମେଦ ବୃଦ୍ଧ ଘଟିଲେ ସେମାନେ ଓଜନ କମ୍‌ କରିବାକୁ...

ଘର ଖାଲି କରିବାକୁ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ନିର୍ଦ୍ଦେଶ, ହରତାଳ କରିବେ କର୍ମଚାରୀ…

ନୂଆଦିଲ୍ଲୀ,୧୪।୧୦: ଏୟାର ଇଣ୍ଡିଆର ନିଲାମ ପରେ ଏହାର କର୍ମଚାରୀଙ୍କ ଉପରେ ଏବେ ସଙ୍କଟ ଘନେଇବାରେ ଲାଗିଛି। ଏୟାର ଇଣ୍ଡିଆ ଟାଟା ସନ୍ସଙ୍କ ହାତକୁ ଯିବା ପରେ...

ଖସିପାରିବେନି ଟିକସ ଖିଲାପୀ;ଜରିମାନା ଦେଲେ ମଧ୍ୟ ଯିବେ ଜେଲ୍‌

ନୂଆଦିଲ୍ଲୀ,୧୮-୬: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କଳାଧନ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି। ଏବେ ଏହି ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ...

ବୀମାର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧।୬: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଜଟଣୀ ଶାଖା ତଥା ଖୋର୍ଦ୍ଧା କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଖୋର୍ଦ୍ଧା ଜିଲା ପଞ୍ଚୁପଲ୍ଲୀ ଗ୍ରାମପଞ୍ଚାୟତଠାରେ ଏକ ଜନ ସୁରକ୍ଷା...

ସୋଆର ଷ୍ଟାନ୍‌ଫୋର୍ଡ ୨% ଶ୍ରେଷ୍ଠ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୬।୧୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ୧୬ ଜଣ ଗବେଷକ ପୃଥିବୀର ୨% ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ...

ବଜାରରେ ମୋଦି ରାଖୀ

ନୂଆଦିଲ୍ଲୀ,୨୨।୭: ଚାଇନା ସେନା ଆକ୍ରମଣରେ ଭାରତର ୨୦ ଯବାନ ଶହୀଦ ହେବା ପରେ ଭାରତରେ ଚାଇନା ସାମଗ୍ରୀ ବର୍ଜନ ଅଭିଯାନ ଜୋର୍‌ଦାର ହୋଇଛି। ଚଳିତ ବର୍ଷ...

ସିୟୁ ଭାରତର ନଂ.୧ ଘରୋଇ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ,୧୦।୭: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଚଣ୍ଡିଗଡ଼ ୟୁନିଭର୍ସିଟି (ସିୟୁ)କୁ ନିକଟରେ ଆଉ ଏକ ଜାତୀୟ ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, କ୍ୟୁଆକ୍‌ୟୁରେଲି...

ଏୟାର ଇଣ୍ଡିଆରେ ଅଛନ୍ତି ସର୍ବାଧିକ ମହିଳା ପାଇଲଟ

ନୂଆଦିଲ୍ଲୀ,୯।୩: ଏୟାର ଇଣ୍ଡିଆରେ କାର୍ଯ୍ୟ କରୁଥିବା ୧,୮୨୫ ପାଇଲଟଙ୍କ ମଧ୍ୟରୁ ୧୫ ପ୍ରତିଶତ ମହିଳା। ଫଳରେ ଏହା ବିଶ୍ୱର ସର୍ବାଧିକ ସଂଖ୍ୟକ ମହିଳା ପାଇଲଟ ଥିବା...

Advertisement
Archives

Model This Week