ଭୁବନେଶ୍ୱର,୨।୧୨: ଅଧା ରହିଗଲା ଜଗା ଦର୍ଶନ। ୨ ବାଇକ୍ ଆରୋହୀ ଡିଭାଇଡରରେ ପିଟି ହୋଇ ମୃତ୍ୟୁବରଣ କରିଛନ୍ତି। ଭୁବନେଶ୍ୱର ବଡ଼ଗଡ଼ ଥାନା ବିଜେବିନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଡିଭାଇଡରରେ ପିଟି ହୋଇ ଉଭୟଙ୍କ ମୃତ୍ୟୁ ଘଟିଛି। ମୃତକ ନୟାଗଡ଼ର, ବିଜେଇଏମ ସ୍କୁଲ ନିକଟ ବସ୍ତିରେ ରହୁଥିଲେ ।
Dharitri – Odisha’s No.1 Odia Daily