Posted inଖେଳ

‘ଛୋଟ କୋହଲି’ଙ୍କ ଅପେକ୍ଷାରେ ଅଛୁ, ଅନୁଷ୍କାଙ୍କୁ କାହିଁକି ଏମିତି କହିଲେ ପ୍ରଶଂସକ

ଲକ୍‌ଡାଉନ୍‌ ଯୋଗୁ ଏବେ କ୍ରିକେଟ୍‌ ସିରିଜ୍‌ ସ୍ଥଗିତ ରଖାଯିବା ସହ ଫିଲ୍ମ ଶୁଟିଂ ମଧ୍ୟ ବନ୍ଦ ରଖାଯାଇଛି। ଏହି ସମୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ନିକଟରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସ ତୃତୀୟଥର ପାଇଁ ପିତା ହେବାକୁ ଯାଉଛନ୍ତି। ଏହା ସହ ସେ ନିଜ ସ୍ତ୍ରୀ ଡ୍ୟାନିୟଲିଙ୍କ ସହ ଏକ ଫଟୋ ଶେୟାର କରିଥିଲେ। ଉଭୟ କୋହଲି ଏବଂ ଅନୁଷ୍କା ତାଙ୍କୁ କମେଣ୍ଟ କରି ଶୁଭେଚ୍ଛା ଜଣାଇଥିଲେ। ଅନୁଷ୍କା ଏବିଙ୍କୁ ଶୁଭେଚ୍ଛା, ଏହା ଏକ ଭଲ ଖବର ବୋଲି କହିଥିଲେ। ଏହାପରେ ତାଙ୍କ ପ୍ରଶଂସକ ପଛରେ ପଡିଯାଇଥିଲେ। କିଏ କହିଥିଲେ ଛୋଟା କୋହଲି କେବେ ଆସିବ ତ ଆଉ କିଏ କହିଥିଲେ, ପରିବାର କେବେ ବଢାଉଛ। ସୂଚନାଯୋଗ୍ୟ, ଏବି ଡିଭିଲିୟର୍ସ ଏବଂ କୋହଲି ଆଇପିଏଲରେ ବେଙ୍ଗାଲୁରୁ ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଏକାଠି ଖେଳନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟରୁ ବ୍ରେକ୍‌ ନେଲେ ଏହି କ୍ରିକେଟ୍‌ର: କାରଣ ରହିଛି ଏମିତି

ସିଡନୀ,୧୮।୫: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଡାନିଏଲ ସିମସ ଅନ୍ତର୍ଜାତୀୟ କ୍ରିକେଟରୁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ ମାନସିକ ଚାପ ଯୋଗୁ ସେ ଏହି ନିଷ୍ପତ୍ତି...

ପଏଣ୍ଟ ଭିତ୍ତିରେ ସେଲ୍‌ଟିକ୍‌ ଚାମ୍ପିୟନ

ଲଣ୍ଡନ, ୧୯ା୫ (ଏଏଫ୍‌ପି)-ସେଲଟିକ୍‌ କ୍ରମାଗତ ୯ମ ଥର ପାଇଁ ସ୍କଟିଶ ପ୍ରିମିୟରଶିପ୍‌ ଟାଇଟଲ ହାସଲ କରିଛି। ଏଥିସହିତ ଲଗାତର ଚାମ୍ପିୟନ ହେବାରେ ଟିମ୍‌ ରେକର୍ଡ ସମକକ୍ଷ...

ପ୍ରେସିଡେଣ୍ଟ କପ୍‌ ବକ୍ସିଂ: ମେରୀକମ୍‌, ସିମରନଜିତଙ୍କୁ ସ୍ବର୍ଣ୍ଣ ପଦକ; ୭ ସ୍ବର୍ଣ୍ଣ ସହ ଭାରତକୁ ମୋଟ ୯ ପଦକ

ନୂଆଦିଲ୍ଲୀ,୨୯।୭(ପି.ଟି.)- ୬ ଥର ବିଶ୍ୱଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଥିବା ଅଭିଜ୍ଞ ଭାରତୀୟ ମହିଳା ବକ୍ସର ମେରୀକମ ଓ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ସିମରନଜିତ...

କାର୍‌ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ

ଭୋପାଳ,୧୪।୧୦: ମଧ୍ୟପ୍ରଦେଶ ହୋଶଙ୍ଗାବାଦ ଜିଲାର ରେସଲପୁର ଗଁା ନିକଟରେ ସୋମବାର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜାତୀୟ ସ୍ତରର ୪ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ...

କୋହଲିଙ୍କ ଉପରେ ରାଗିଗଲେ ସେହଓ୍ବାଗ୍‌: କହିଲେ ‘କଣ ତୁମ ଉପରେ ଏହି ନିୟମ ଲାଗୁ’

ଅହମ୍ମଦାବାଦ,୧୪।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ର ଟସ୍‌ ପଡିବା ସମୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ଖୁଲାସା କରିଥିଲେ। ମ୍ୟାଚ୍‌ ଆରମ୍ଭର ୨୪...

ଇନ୍ଦୋର ପିଚ୍‌କୁ ନିମ୍ନମାନର ବିବେଚନା କଲା ଆଇସିସି

ଇନ୍ଦୋର, ୩ା୩: ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମ ପିଚ୍‌କୁ ନିମ୍ନମାନର ବିବେଚନା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଏଠାରେ ବର୍ଡର-ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ ଖେଳାଯାଇଥିଲା।...

୮ ବର୍ଷ ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାରେ ବ୍ରାଏଣ୍ଟଙ୍କ ମୃତ୍ୟୁ ହେବ ବୋଲି ଟୁଇଟ୍‌ କରିଥିଲେ ଏହି ବ୍ୟକ୍ତି

କାର୍ଲିଫର୍ଣ୍ଣିଆ,୨୭।୧: ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟଙ୍କ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ହଠାତ୍‌ ତାଙ୍କ ମୃତ୍ୟୁ ଖବର ଆସିବା ପରେ ଆମେରିକାରେ ଶୋକର...

ଛୁଟି ମାଗି ନାହାନ୍ତି କୋହଲି

ନୂଆଦିଲ୍ଲୀ, ୧୪ା୧୨- ଆସନ୍ତା ଦକ୍ଷିଣ ଆଫ୍ରିକା ଟୁର୍‌ ସମୟରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ନ ଖେଳି ଟେଷ୍ଟ ଅଧିନାୟକ ବିରାଟ କୋହଲି ଛୁଟିରେ ଯାଇପାରନ୍ତି।...

Advertisement
Archives

Model This Week