ନାବାଳିକାଙ୍କ ତଣ୍ଟି କାଟି ଫେରାର ହୋଇଗଲେ ଯୁବକ, ଆଉ ତା’ ପରେ…

ବଲାଙ୍ଗୀର,୨୨ା୮(ସୁନୀଲ ମହାନ୍ତି): ପାଟଣାଗଡ଼ର ମାୟାବର୍ହା ଗାଁରେ ଜଣେ ନାବାଳିକାଙ୍କ ତଣ୍ଟି କାଟି ଦେଇଛନ୍ତି ଜଣେ ଯୁବକ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ ଭୀମ ଭୋଇ ମେଡିକାଲ ଏବଂ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଥିବାବେଳେ ସେ ନାବାଳିକାଙ୍କ ତଣ୍ଟି କାହିଁକି କାଟିଲେ ସେନେଇ କାରଣ ଅସ୍ପଷ୍ଟ ରହିଛି।

Share