ରାଉରକେଲା,୨୬।୧୦(ସଙ୍ଗୀତା ଜେନା): ରାଉରକେଲା ସେକ୍ଟର ୧୯ଥାନା ଅନର୍ଗତ ହମିରପୁର ଛଟ୍ ଘାଟରେ ରବିବାର ସକାଳେ ଜଣେ ନାବାଳକ ବୁଡି ନିଖୋଜ ହୋଇଛନ୍ତି। ନାବାଳକ କୋଏଲ ନଦୀରେ ବୁଡି ନିଖୋଯ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରିରଖିଛନ୍ତି।