ଲୁହାଖଣିରେ ଚଢ଼ାଉ, ଖଣି ବିଭାଗର ୪ ଜଣିଆ ଟିମ୍‌…

ସୁନ୍ଦରଗଡ଼,୨୯ା୧୦: ଜିଭି ପିଆର ଲୁହାଖଣିରେ ଖଣି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଖଣି ବିଭାଗର ୪ଜଣିଆ ଟିମ୍‌ ଏହି ଚଢ଼ାଉ କରିଛନ୍ତି। ଉଚ୍ଚମାନର ଲୌହ ଖଣିଜ ପଥରକୁ ନିମ୍ନମାନର ଦର୍ଶାଇ ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା। ୩ ସପ୍ତାହ ପୂର୍ବରୁ ଜିଭି ପିଆର ଖଣିରେ ପରିବହନ ଆରମ୍ଭ ହୋଇଥିଲା। ତେବେ ଏହି ବେଆଇନ ଚାଲାଣରେ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଥିବା ଅଭିଯୋଗ ହୋଇଥିଲା।

Dharitri – The Largest & Most Trusted Odia Daily

Share