ପୁରୀ,୨୪।୧୧: କି ସଙ୍କେତ ଦେଉଛନ୍ତି ମହାପଭୁ। ଆଗକୁ କ’ଣ ଘଟିବ। ଏନେଇ ଓଡ଼ିଶାବାସୀ ଭୟଭୀତ ଥିବା ଚର୍ଚ୍ଚା ହେଉଛି। ରବିବାର ଶ୍ରୀମନ୍ଦିର ସମ୍ମୁଖରେ ଅରୁଣ ସ୍ତମ୍ଭ ନିକଟରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ଯେଉଁଠି ହଠାତ୍ ହୁତୁହୁତୁ ହୋଇ ଜଳିଉଠିଲା ଏକ ବଡ଼ ଦୀପ। ତେବେ ଦୀପଟି କେଉଁ କାରଣ ଯୋଗୁ ଜୋର ଜଳିଲା ତାହା ଜଣାପଡ଼ି ନାହିଁ। ଅଗ୍ନିଶମ କର୍ମଚାୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।