ସ୍କୁଲରେ ବନ୍ଧୁଙ୍କ ସହ ନିର୍ବନ୍ଧ କଲେ ୪ ବର୍ଷର ବାଳକ: ଉପହାର ଦେଲେ ଏମିତି କିଛି, ମାତାପିତାଙ୍କ ଉଡିଗଲା ହୋଶ୍‌

ସାଧାରଣତଃ ପିଲାମାନେ ବହୁତ ସରଳ ଏବଂ ନିଷ୍କପଟ ହୋଇଥାନ୍ତି। ସେମାନଙ୍କ ମନରେ କାହା ପାଇଁ ପ୍ରତାରଣା ନ ଥାଏ। କିନ୍ତୁ ଅନେକ ଥର ପିଲାମାନଙ୍କର ଏହି ସରଳତା ମାତାପିତାଙ୍କ ପାଇଁ ମହଙ୍ଗା ପଡିଯାଏ। ଚାଇନାରେ ହୋଇଥିବା ଏକ ଘଟଣାରେ ଏକ ଛୋଟ ବାଳକ ତାଙ୍କ ସ୍କୁଲରେ ନର୍ସରୀରେ ପଢୁଥିବା ଜଣେ ଝିଅଙ୍କ ସହିତ ନିର୍ବନ୍ଧ କରିଥିଲେ। କେବଳ ଏତିକି ନୁହେଁ, ତାଙ୍କୁ ୧୫,୦୦୦ ଆମେରିକୀୟ ଡଲାର (ପ୍ରାୟ ୧୨ ଲକ୍ଷ ଟଙ୍କା)ର ଏକ ସୁନା ଇଟା ଉପହାର ଦେଇଥିଲେ।
ଡିସେମ୍ବର ୨୨ରେ ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶର ଗୁଆଙ୍ଗାନରେ ଏହି ମଜାଦାର ଘଟଣା ଘଟିଥିଲା। କୁନି ଝିଅ ଖୁସିରେ ଘରେ ମାତାପିତାଙ୍କୁ ସୁନା ଇଟା ଦେବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଏଥିରେ ଆଶ୍ଚର୍ଯ୍ୟ ହୋଇ ଝିଅର ମାତାପିତା ତାଙ୍କୁ ପରଦିନ ସହପାଠୀକୁ ଉପହାର ଫେରାଇବାକୁ କହିଥିଲେ। ସେମାନେ ମଧ୍ୟ ପୁଅର ପରିବାର ସହିତ ଯୋଗାଯୋଗ କରିଥିଲେ। ପୁଅର ମାତାପିତା କ୍ଷମା ମାଗିଥିଲେ ଏବଂ କହିଥିଲେ ଯେ ସେମାନେ ତାଙ୍କ ପୁଅକୁ କହିଥିଲେ ଯେ ସୁନା ଇଟା ତାଙ୍କ ଭବିଷ୍ୟତ ସ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। କିନ୍ତୁ ସେମାନେ ଆଶା କରି ନ ଥିଲେ ଯେ ସେ ଲୁଚାଇ ନେଇ ସ୍କୁଲରେ କାହାକୁ ଉପହାର ଦେବ। ସେ ଅନ୍ୟ ମାତାପିତାଙ୍କୁ ମଧ୍ୟ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ଯେପରି ସେମାନଙ୍କ ପିଲାମାନଙ୍କ ସହିତ ଏହିପରି କିଛି ନ ହୁଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri