Categories: Video

ପୁରୀରେ ଲାଗୁ ହେଲା ୪୮ ଘଣ୍ଟିଆ କର୍ଫ୍ୟୁ

ବାହୁଡା ଯାତ୍ରାକୁ ରଥଯାତ୍ରା ଭଳି ସଫଳ ରୂପରେ ଆୟୋଜନ କରିବା ପାଇଁ ପୁରୀରେ ୩୦ ତାରିଖ ରାତି ୧୦ଟାରୁ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି। କର୍ଫ୍ୟୁ ଲାଗୁ ହେବା ପରେ ପୁରୀରେ କିଭଳି ସ୍ଥିତି ରିହିଛି ଦେଖନ୍ତୁ ଏହି ରିପୋର୍ଟରେ।