Posted inଜାତୀୟ

କୋଭିଡ୍‌ ଟିକା ବଦଳରେ ମହିଳାଙ୍କୁ କୁକୁର କାମୁଡା ଇଞ୍ଜେକଶନ

ଲକ୍ଷ୍ନୌ, ୯ା୪- କୋଭିଡ୍‌ ଟିକା ନେବା ପାଇଁ ସରକାରୀ ମେଡିକାଲ ଯାଇଥିଲେ ୩ ବୃଦ୍ଧା। କିନ୍ତୁ ସେମାନଙ୍କୁ ମେଡିକାଲ ସ୍ବାସ୍ଥ୍ୟ କର୍ମୀ ଦେଇଛନ୍ତି କୁକୁର କାମୁଡ଼ା ଇଞ୍ଜେକଶନ। ସ୍ବାସ୍ଥ୍ୟ କର୍ମୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଉତ୍ତର ପ୍ରଦେଶର ଶାମଲି ଜିଲାରେ ଘଟିଛି ଏଭଳି ଘଟଣା। ତଦନ୍ତ ପରେ ରାଜ୍ୟ ସରକାର ଏହା ଜାଣିବାକୁ ପାଇଛନ୍ତି।

ସରୋଜ (୭୦), ଅନାରକଲି (୭୨) ଓ ସତ୍ୟଓ୍ବତୀ (୬୦) ଶାମଲି ଜିଲାର ସ୍ବାସ୍ଥ୍ୟ କେନ୍ଦ୍ରରୁ ଫେରିବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ।

ଆମ ପାଖରେ ଘଟଣାର ପୂରା ରିପୋର୍ଟ ଅଛି। କୋଭିଡ୍‌ ଭାକ୍ସିନ ନେବାକୁ ଆସିଥିବା ମହିଳାଙ୍କୁ ଭୁଲ ବଶତଃ ଦିଆଯାଇଛି କୁକୁର କାମୁଡ଼ା ଇଞ୍ଜେକଶନ। ସେମାନଙ୍କୁ ପ୍ରଥମ ମହଲା ଯିବାର ଥିଲା। କିନ୍ତୁ ସିଧା ଓପିଡିରେ ପହଞ୍ଚିଥିଲେ ୩ ବୃଦ୍ଧା। ବ୍ୟକ୍ତିଗତ କାରଣ ଯୋଗୁ ବାହାରକୁ ଚାଲିଯାଇଥିଲେ ଫାରାମାସିଷ୍ଟ। ‘ଜନ ଔଷଧି କେନ୍ଦ୍ର’ରେ ଅନ୍ୟ ଜଣେ ଲୋକ ଦେଇଥିଲେ କୁକୁର କାମୁଡ଼ା ଇଞ୍ଜେକ୍‌ଶନ ବୋଲି ଜିଲା ମାଜିଷ୍ଟ୍ରେଟ୍‌ ଯଶଜୀତ କୌର କହିଛନ୍ତି। ଉକ୍ତ ବ୍ୟକ୍ତି ଇଞ୍ଜେକଶନ ଦେବା ପୂର୍ବରୁ ୩ ମହିଳାଙ୍କୁ କିଛି ପଚାରି ନ ଥିଲେ, ଯାହାକି ତଦନ୍ତରୁ ସାମ୍ନାକୁ ଆସିଛି। ଏଣୁ ଉକ୍ତ ଫାର୍ମାସିଷ୍ଟକୁ ନିଲମ୍ବିତ କରିବା ପାଇଁ ମେଡିକାଲ ମୁଖ୍ୟ ଅଫିସର(ସିଏମ୍‌ଓ)ଙ୍କୁ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri